October 28, 2024

Odia Express

Here, There and Everywhere

ଯେବେ ୨୦୦ କିଲୋ ପହଲିବାନକୁ ଉଠାଇକରି ଧୁଳି ଚଟାଇଥିଲେ Dara Singh, ରାମ ଭକ୍ତ ହୋଇକରି ପାଇଥିଲେ ଦୁନିଆଁ ସାରା ଲୋକପ୍ରିୟତା

ବଲିଉଡର ଗୋଟେ ରୁ ବଳି ଗୋଟେ ଦିଗଜ୍ ବ୍ୟକ୍ତି ବିଶେଷ ଜନ୍ମ ନେଇଛନ୍ତି । ଯେଉଁଠି ଦାରା ସିଂ ବି ଜଣେ ଅଟନ୍ତି, ଦାରା ସିଂ ହିନ୍ଦି ସିନେମା ଛଡା ପଞ୍ଜାବୀ ଫିଲ୍ମରେ ବହୁତ ନାଁ କମାଇଛନ୍ତି, ସେ କୁସ୍ତିର ଦିଗଜ ଖେଳାଳୀ ଅଟନ୍ତି, ସେ କୁସ୍ତିରେ ବହୁତ ରେକର୍ଡ ସ୍ଥାପିତ କରିଛନ୍ତି, ଏହାପରେ ସେ ଫିଲ୍ମ ପର୍ଦାରେ ବି ବହୁତ ସମୟ ପର୍ଯ୍ୟନ୍ତ ରହିଥିଲେ,  ଆଜି ଏହି ଖାସ୍ ପୋଷ୍ଟରେ ଆମେ ଆପଣଙ୍କୁ ଦାରା ସିଙ୍କ ସହ ଯୋଡି ହୋଇଥିବା କିଛି ମଜାଦାର୍ କାହାଣୀ କହିବାକୁ ଯାଉଛୁ, ଯାହା ବୋଧେ ଆପଣ ପୁର୍ବରୁ ଜାଣିଥିବେ, ତେବେ ସବୁଠାରୁ ପ୍ରଥମେ କହିଦେବୁ କି ଦାରା ସିଂଙ୍କ ଜନ୍ମ ୧୯ ଜାନୁୟାରୀ ୧୯୨୮ କୁ ପଞ୍ଜାବରଅମୃତସରରେ ହୋଇଥିଲା, ଏବେ ସେ ଆଉ ଏହି ଦୁନିଆଁରେ ନାହାନ୍ତି, କିନ୍ତୁ ଆଜି ତାଙ୍କ କଥା ସମସ୍ତଙ୍କ ହୃଦୟରେ ଅଛି, ସେ କମ୍ ବୟସରୁ ହିଁ ନିଜ ଅଲଗାପରିଚୟ ସ୍ଥାପିତ୍ କରିଥିଲେ । ସେ ତାଙ୍କ ଦମଦାର୍ ବଡିର୍ ଦମରେ ବହୁତ ଫ୍ୟାନ୍ସଙ୍କ ହୃଦୟରେ ଅମର ହୋଇସାରିଛନ୍ତି, ଯେବେ ଦାରା ସିଂ ଏହି ଦୁନିଆଁକୁ ଅଲବିଦା କହିଥିଲେ ତେବେ ବହୁତ ଲୋକଙ୍କ ହୃଦୟ ଭାଙ୍ଗିଯାଈଥିଲା ।

କହିଦେବୁ କି ଦାରା ସିଂଙ୍କ ପୁରା ନାଁ ଦାରା ସିଂ ରନ୍ଧବା ଅଟେ, ଯିଏକି ଭଲ୍ ହାଇଟ୍ ଓ ଭଲ ୱେଟ୍ ର ମାଲିକ ଥିଲେ, ଏହା ଛଡା କୁସ୍ତି ତାଙ୍କ ଜୀବନ ଥିଲା  ଓ ସେ ସବୁବେଳେ କୁସ୍ତିର ସଉକିନ୍ ରଖୁଥିଲେ, ତାଙ୍କୁ ଫିଲ୍ମରେ ବହୁତ ନାଁ କମାଇବାକୁ ମିଳିଥିଲା, କିନ୍ତୁ କେବେ ସେ କୁସ୍ତିର ସାଥ୍ ଛାଡିନଥିଲେ । ଦାରାସିଂ ବହୁତ ଆଖାଡା ଓ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇଥିଲେ, ଓ ସବୁବେଳେ ଜିତିକରି ଆସୁଥିଲେ, ଦାରା ସିଂଙ୍କ କୁସ୍ତି ସହ ଯୋଡି ହୋଇଥିବା ଏକ କଥା ବହୁତ ଲୋକପ୍ରିୟ ହୋଇଛି, ଯେବେ ୧୯୪୭ ରେ ସେ ସିଙ୍ଗାପୁରରେ ମାଲେସିଆଇ ଚ୍ୟାମ୍ପିୟନ୍ ତରଲୋକ ସିଂଙ୍କୁ କୁସ୍ତିର ହରାଈଦେଇଥିଲେ ଏହି ଜିତ୍ ପରେ ସେ ଭାରତରେ ଜଣାଶୁଣା ପହଲିବାନ ହୋଇଗଲେ, ଓ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା ।

କହିଦେବୁ କି ଦାରା ସିଂ ବହୁତ ଫିଟ୍ ଥିଲେ ଓ ନିଜର ଖୁରାକ୍ ବହୁତ ଭଲ ଭାବେ ଦାୟିତ୍ୱ ରଖୁଥିଲେ, ୫୫ ବର୍ଷର ବୟସରେ ସେ କୁସ୍ତି ଓ ପହଲିବାନ ସହ ସାଥ୍ ଛାଡିନଥିଲେ, କିଛି ଲୋକେ ଆଜି ତାଙ୍କୁ ପହଲିବାନ ଦାରା ସିଂ ଭାବେ ଜାଣିଛନ୍ତି, ଦାରା ସିଂ ନା କେବଳ ଭାରତରେ ବରଂ ପୁରା ଦୁନିଆଁରେ କୁସ୍ତି ପହଲିବାନ ହିସାବରେ ଜଣାଯାଆନ୍ତି, ସେ ୧୯୫୯ ରେ ପୁର୍ବ ବିଶ୍ୱ ଚ୍ୟାମ୍ପିୟନ୍ ଜର୍ଜ ଗାର୍ଡିଆନକା ଙ୍କୁ ହରାଇକରି ଭାରି ଜିତ୍ ହାସିଲ୍ କରିଥିଲେ, କମନୱେଲଥ୍ ରେ ଜର୍ଜଙ୍କୁ ହରାଇକରି ଭାରତର ନାଁ ଉଜ୍ଜଳକରିଥିଲେ ।

ଏହା ଛଡା ୧୯୬୮ ରେ ସେ ଏକ କୁସ୍ତିରେ ଜିତ୍ ହାସିଲ୍ କରିଥିଲେ, ଦାରାସିଂ ନିଜ ଜୀବନରେ ୫୦୦ ରୁ ଅଧିକା ମୁକାବଲା ଲଢିଛନ୍ତି, ଓ ସେ ଗୋଟେ ମ୍ୟାଚରେ ହାରି  ନାହାନ୍ତି, ଏମିତି କରି ପାରିବା କେଉଁ ପହଲିବାନ ପାଇଁ ସବୁଠାରୁ ବଡ ରେକର୍ଡ କୁହାଯାଏ, ଦାରା ସିଂ ଏକ ଅଷ୍ଟ୍ରେଲିଆଇ କୁସ୍ତି ମ୍ୟାଚ ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି, ସେ ପହଲିବାନ କିଙ୍ଗ୍ କୋଙ୍ଗ୍ ଙ୍କ ସହ ମୁକାବଲା କରିତିଲେ, ଯାହାକୁ ଦେଖିବାପାଇଁ ଦର୍ଶକଙ୍କ ବହୁତ ଭିଡ ହୋଇଥିଲା, ଏହି କୁସ୍ତିରେ ସେ ୨୦୦ କିଲୋ କିଙ୍ଗ୍ କଙ୍ଗ୍ ଙ୍କୁ ତଳେ ପକାଇଦେଲେ, ତେବେ ସେ କେବଳ ୩୦ ବର୍ଷୀୟ ଥିଲେ, ତାଙ୍କ ଏହି ଜିତ୍ କୁ ଦେଖିକରି ସେଠାକାର ଦର୍ଶକମାନେ ଚକିତ ହୋଇଗଲେ ।

ଫିଲ୍ମ ଦୁନିଆଁର କଥାକହିଲେ ତାଙ୍କ ସହ କେଉଁ ବି ଅଭିନେତ୍ରି କାମ କରିବାକୁ ରାଜି ହେଉନଥିଲେ, କାରଣ ତେବେ ସବୁ ଅଭିନେତ୍ରି ପହଲିବାନଙ୍କ ବଡି ଦେଖିକରି ଡରିଯାଉଥିଲେ, କିନ୍ତୁ କଥା ମୋମତାଜଙ୍କ କରିବା ତେବେ ସେ ଦାରା ସିଂଙ୍କ ସହ ପ୍ରାୟ ୧୬ ଟି ଫିଲ୍ମରେ କାମ କରିଥିଲେ, ଦାରା ସିଂ ରାମାୟଣ ସିରିଆଲ୍ ରେ ହନୁମାନଙ୍କ ଭକ୍ତ ରାମଙ୍କ ପରମଭକ୍ତ କହିକରି ଡକାଯାଉଥିଲା, କାରଣ ଏଥିରେ ସେ ରାମ ଭକ୍ତ ହନୁମାନ ହୋଇକରି ସାମ୍ନାକୁ ଆସିଥିଲେ, ସେ ୧୨ ଜୁଲାଇ ୨୦୧୨ କୁ ୮୪ ବର୍ଷରେ ଏହି ଦୁନିଆଁକୁ ଛାଡି ଚାଲିଗଲେ ।

Leave a Reply

Your email address will not be published. Required fields are marked *