October 28, 2024

Odia Express

Here, There and Everywhere

Odia Jokes : ତୃତୀୟ କ୍ଲାସର ଛୁଆ ଶିକ୍ଷୟତ୍ରୀଙ୍କୁ- ମ୍ୟାଡାମ୍ ମୁଁ ଆପଣଙ୍କୁ କେମିତି ଲାଗୁଛି ? ମ୍ୟାଡାମ୍- ଶୋ ସ୍ୱିଟ୍ ତାପରେ ପିଲା ଯାହା କହିଲେ ଶୂନିଏ ହସିକି ଗାଡ଼ିଯିବେ ଆପଣ..

1 min read

ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଳ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ଅଛି, ଆମେ ଆଶା କରୁଛୁ କି ଏହି ଜୋକ୍ସକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ, ତେବେ ଚାଳନ୍ତୁ ଆରମ୍ଭ୍ କରିବା ହସିବା ଓ ହସାଇବା ସିଲସିଲା ।

୧) ୧୨ ବର୍ଷ ପରେ ସ୍ୱାମୀ ଜେଲରୁ ମୁକୁଳିଲା, ମଇଳା କପଡାରେ ବହୁତ ଥକି ହୋଇ ଘରେ ପହଞ୍ଚିଲା, ଘରେ ପହଞ୍ଚିବା କ୍ଷଣି ସ୍ତ୍ରୀ ଚିଲାଇଲା, କେଉଁଠି ବୁଲୁଥିଲ ଏତେ ସମୟ, ତୁମର ରିହାଇ ତ ୨ ଘଣ୍ଟ୍ ପୁର୍ବରୁ ହୋଇଯାଇଥିଲା ନା ? ସ୍ୱାମୀ-ଏବେ ଆଉଥରେ ଜେଲକୁ ଚାଲିଗଲା ।

୨) ରୋଗୀ- ଡାକ୍ତର ସାହେବ- ଚେକଅଫ୍ କରିବାର ଅଛି ଡାକ୍ତର- କଣ ହେଇଛି କି ? ରୋଗୀ- ଦୁଇଚାରିଦିନରୁ ଲିଭରରେ ପେନ୍ ହେଉଛି, ଡାକ୍ତର- ମଦ ପିଉଛ ? ରୋଗୀ- ହଁ ଛୋଟ ପ୍ୟାକ୍ ବନାଇଦିଅ, ଏବେ ମୁଡ୍ ନାହିଁ ।

୩) ଦିନେ ପପୁ ନିଜ ସ୍ତ୍ରୀ ସହ ବସିକରି କଥା ହେଉଥିଲା< ସ୍ତ୍ରୀ ପପୁକୁ- ଗୋଟେ କଥା କୁହ, ତୁମେ ବାହା କଣ ପାଇଁ ହେଲ, ପପୁ- ଏମିତି ମସ୍ତି କରିବା ପାଇଁ, ପପୁ- ସ୍ତ୍ରୀକୁ ପଚାରିଲା- ତୁମେ କୁହ ତୁମେ କାହିଁକି ବାହାହେଲ ? ସ୍ତ୍ରୀ ରାଗରେ- ତୁମର ମସ୍ତି ଛଡେଇବାପାଇଁ ।

୪) କିଏ କହେ ପବନ ମାଗଣା ହୋଇଥାଏ, ବାଃ ବାଃ, କିଏ କହେ କି ପବନ ମାଗଣା ହୋଇଥାଏ, କେବେ ୧୦ ଟଙ୍କିଆ ଚିପ୍ସ ପ୍ୟାକେଟ୍ କିଣିକରି ଦେଖ, ସେଥିରେ ୭ ଟଙ୍କାର ପବନ ଓ ୩ ଟଙ୍କାର ଚିପ୍ସ ଥାଏ ।

୫) ଗାର୍ଲଫ୍ରେଣ୍ତ- ତୁମେ ମଦ ବହୁତ ପିଇଲଣି , ବୟଫ୍ରେଣ୍ତ- ଆରେ ଏହି ଜିନିଷ ଏମିତି କା ଅଟେ, ଗାର୍ଲଫ୍ରେଣ୍ତ- ବୋତଲରେ ତ ଲେଖା ହୋଇଛି ବିପଦ ବୋଲି ତେବେ କଣ ପାଇଁ ପିଉଛ, ବୟଫ୍ରେଣ୍ତ- ଆରେ ପାଗେଲି ଆମେ ଖତରୋଁ କେ ଖିଲାଡି ହେଁ ।

୬) ସ୍ତ୍ରୀ- ଝରକାର ପରଦା ଲଗାଈଦିଅ, ନୁଆ ପଡୋଶୀ- ମୋତେ ଦେଖିବାକୁ ଚେଷ୍ଟା କରୁଛି, ସ୍ୱାମୀ-ଆଉଥରେ ଭଲରେ ଦେଖିନେବାକୁ ଦିଅ, ସେ ନିଜେ ପରଦା ଲଗାଇଦେବ, ତାପରେ ହେଲା ପତିଦେବଙ୍କ କୁଟାଇ,

୭) ଘୋଞ୍ଚୁ ଦିନେ ପୋଞ୍ଚୁକୁ କହିଲା- ସାଙ୍ଗ ଝିଅ ପଟାଇବାର କିଛି ସହଜ ତରିକା କହ ? ପୋଞ୍ଚୁ କହିଲା- ରାସ୍ତାରେ ଯାଉଥିବା କେଉଁ ଝିଅକୁ କମେଣ୍ଟ ମାରିଦେ,ତାର ହାତ ଧରିପକା, ଯଦି ସେ ଚାପୁଡା ମାରିବାକୁ କହେ ତେବେ ତୋର ପରିକ୍ଷା ପାଖେଇ ଆସିଲା, ମୋତେ ଏମିତି ଭଦ୍ର ଝିଅ ଦରକାର ଯାହା ମୋତେ ମିଳିଗଲା ।

୮) ଦିନେ ରାତି ସ୍ୱାମୀ ନିଜ ସ୍ତ୍ରୀକୁ ଆଡକୁ ବୁଲି ଶୋଇଥାଏ, ଓ ନିଜ ସ୍ତ୍ରୀର ହାତକୁ ଆଉଁସୁଥାଏ, ସ୍ତ୍ରୀ- ସରି ମୋତେ କାଲି ସ୍ତ୍ରୀ ରୋଗ ବିଷେଶଜ୍ଞଙ୍କ ପାଖକୁ ଯିବାର ଅଛି, ତେବେ ମୁଁ ସଫା ରହିବାକୁ ଚାହୁଁଛି, ସ୍ୱାମୀ ନାରାଜ୍ ହୋଇକରି କର ବଦଳାଇଦେଲା< ଓ କିଛି ସମୟ ପରେ ସ୍ତ୍ରୀକୁ ଦେଖିକରି କହେ କି ତୁମେ କାଳି ଡେଣ୍ଟିଷ୍ଟ ପାଖକୁ ଯିବାର ନାହିଁ ତ ।

୯) ସ୍ତ୍ରୀ- ଆରେ ଶୁଣୁଛ, ଭାଗ୍ୟବାନଙ୍କୁ ଇଂରାଜୀରେ କଣ କହନ୍ତି ? ସ୍ୱାମୀ- ଅନମ୍ୟାରେଡ୍, ତାପରେ କଣ ମାଡ ଗୋଟେ ତଳେ ପଡିଲାନି ।

୧୦) ତୃତୀୟ କ୍ଲାସର ଛୁଆ ଶିକ୍ଷୟତ୍ରୀକୁ- ମ୍ୟାଡାମ୍- ମୁଁ ଆପଣଙ୍କୁ କେମିତି ଲାଗେ ? ମ୍ୟାଡାମ୍- ବହୁତ ଭଲ, ଛୁଆ- ତେବେ ମୁଁ ନିଜ ମା ବାପାଙ୍କୁ କେବେ ପଠାଇବି ଆପଣଙ୍କ ଘରକୁ, ମ୍ୟାଡାମ୍- କଣପାଇଁ ? ଛୁଆ- କଥା ଆଗକୁ ବଢାଇବା ପାଇଁ, ମ୍ୟାଡାମ୍- କଣ କହୁଛୁ ତୁ, ଛୁଆ- ଟ୍ୟୁସନ୍ ପାଇଁ , କଣ ମ୍ୟାଡାମ୍ ଆପଣ ବି ନା, ରାଣ ହ୍ୱାଟ୍ସଆପ୍ ପଢିପଢି ବିଗିଡି ଗଲେଣି ।

Leave a Reply

Your email address will not be published. Required fields are marked *