October 17, 2024

Odia Express

Here, There and Everywhere

ଯଦି ଆପଣ ଘରେ ରଖନ୍ତି Gangajal,ତେବେ କରନ୍ତୁ ନାହିଁ ଏହି ଭୁଲ୍, ହୋଇପାରେ ଭାରି କ୍ଷତି, ଜାଣନ୍ତୁ ରଖିବାର ସଠିକ୍ ତରିକା

ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ବହୁତ ପବିତ୍ର ମାନାଯାଏ , ଏମିତି ମାନାଯାଏ କି ଗଙ୍ଗାଜଳ ବହୁତ ସମୟ ପର୍ଯ୍ୟନ୍ତ ଷ୍ଟୋର୍ କରି ରଖାଯାଇପାରିବ, ଓ ଏହା ଖରାପ ବି ହୁଏ ନାହିଁ। ଯଦି କେଉଁ ଅନ୍ୟ ପାଣିକୁ ଷ୍ଟୋର କରି ରଖାଯାଏ ତେବେ ସେ ଦୁଷିତ ଓ ଖରାପ ହୋଇଯାଏ। ଗଙ୍ଗାଜଳର ପ୍ରୟୋଗ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ, ପୁଜା ସାମଗ୍ରୀରେ ବହୁତ ଜିନିଷ ହୋଇଥାଏ, ଓ ସେହି ଜିନିଷରୁ ଗଙ୍ଗାଜଳକୁ ଶୁଦ୍ଧ ମାନାଯାଏ , ସବୁ ପ୍ରକାରର ଶୁଭ କାର୍ଯ୍ୟ ଓ ପୁଜା ପାଠରେ ଗଙ୍ଗାଜଳର ପ୍ରୟୋଗ କରାଯାଏ । ସେମିତି ଦେଖିବାକୁ ଗଲେ ଭାରତରେ ବହୁତ ଦିନରୁ ଲୋକଙ୍କ ମନରେ ଗଙ୍ଗାଜଳ ପ୍ରତି ଆସ୍ଥା ରହିଛି, ବହୁତ ଲୋକ ଏମିତି ଅଛନ୍ତି ଯିଏ ନିଜ ଘର ଭିତରେ ଗଙ୍ଗାଜଳ ରଖନ୍ତି । ଏମିତି କୁହାଯାଏ କି ଘରର ଭିତରେ ଗଙ୍ଗାଜଳ ରଖିଲେ ଘର ପବିତ୍ର ହୋଇଯାଏ

ଯଦି କେଉଁ ଖାସ୍ ମଉକା ହୋଇଥାଏ ତେବେ ସେହି ସମୟରେ ଗଙ୍ଗାନଦୀରେ ସ୍ନାନ କରିବା ଛଡା ପୁଜା ଘରେ ବି ଗଙ୍ଗାଜଳ ରଖନ୍ତି । ଏମିତି ମାନ୍ୟତା ଅଛି କି ଗଙ୍ଗାଜଳ ପାପକୁ ଧୋଇବାରେ କାମ କରିଥାଏ, ଏତିକି ନୁହେଁ ବରଂ ଜୀବନରେ ସବୁ କଷ୍ଟ ବି ଦୁର ହୋଇଯାଏ ଏଥିପାଇଁ ଲୋକ ଗଙ୍ଗା ନଦୀରେ ସ୍ନାନ କରିଲେ କିମ୍ବା ଗଙ୍ଗାଜଳରେ ମିଶାଇଥିବା ପାଣିରେ ଗାଧୋଇଥାନ୍ତି, ଘର ଭିତରେ ଗଙ୍ଗା ଜଳ ରଖିଲେ ଘରେ ଥିବା ନକରାତ୍ମକ ଶକ୍ତି ଦୁର ହୋଇଯାଏ, ଓ ସକରାତ୍ମକ ଉର୍ଜା ପ୍ରବେଶ କରେ, ଯଦି ଆପଣ ନିଜ ଘର ମଧ୍ୟରେ ଗଙ୍ଗା ଜଳ ରଖନ୍ତି ତେବେ କିଛି କଥାକୁ ଧ୍ୟାନରଖିବା ବହୁତ ଆବଶ୍ୟକ ହୋଇଥାଏ, ଘରେ ଗଙ୍ଗାଜଳ ରଖିବାର ସଠିକ୍ ତରିକା ଆପଣଙ୍କୁ ନିଶ୍ଚିତ ମାଲୁମ୍ ଥିବା ଦରକାର ।

୧) ଯଦି ଆପଣ ନିଜ ଘରେ ଗଙ୍ଗାଜଳ୍ ରଖୁଛନ୍ତି ତେବେ ସବୁଠାରୁ ପ୍ରଥମ କଥା ହେଲା କି ଆପଣ ସଫା ସୁତୁରା ଜାଗାରେ ଗଙ୍ଗା ଜଳ ରଖିବେ, ତାହା ପାଖରେ କୌଣସି ଅଶୁଦ୍ଧ ଜିନିଷରଖିବେ ନାହିଁ, ଗଙ୍ଗାଜଳକୁ ରଖିବାର ସବୁଠାରୁ ଭଲ ସ୍ଥାନ ଘରର ପୁଜା ସ୍ଥାନ ହୋଇଥାଏ, ଓ ତାକୁ ନିୟମିତ ସଫା ସୁତୁରା ରଖିବା ଉଚିତ୍ ।

୨) ଯେପରି ଆମେ ସମସ୍ତେ ଜାଣିଛନ୍ତି କି ଗଙ୍ଗାଜଳ ବହୁତ ପବିତ୍ର ହୋଇଥାଏ, ତାକୁ ଶୁଦ୍ଧ ଧାତୁର ପାତ୍ରରେ ହିଁ ରଖନ୍ତୁ, ଆପଣ ତମ୍ବା କିମ୍ବା ଚାନ୍ଦୀର ବାସନରେ ଗଙ୍ଗାଜଳ ରଖିବେ ତେବେ ଭଲ ହେବ, ଆପଣଙ୍କୁ ଏହି କଥାକୁ ଧ୍ୟାନ ରଖିବାକୁ ହେବ କି ଗଙ୍ଗାଜଳକୁ ଭୁଲରେ ପ୍ଲାଷ୍ଟିକ୍ ବୋତଲରେ ରଖନ୍ତୁ ନାହିଁ ।

୩) ଗଙ୍ଗାଜଳକୁ କେବେ ବି ମଇଳା ହାତରେ ଛୁଇଁବା ଉଚିତ୍ ନୁହେଁ, ଓ ସବୁବେଳେ ଗଙ୍ଗାଜଳକୁ ହାତ ଧୋଇକରି ଛୁଅଁନ୍ତୁ ।

୪) ଯଦି ଆପଣ ଗଙ୍ଗାଜଳର ଉପଯୋଗ କରୁଛନ୍ତି ତେବେ ସେହି ସମୟରେ ଗଙ୍ଗା ମାଙ୍କ ଧ୍ୟାନ କରନ୍ତୁ, ଖାସ୍ କରି ଗଙ୍ଗାଜଳରୁ ଗାଧୋଇବା ସମୟରେ ଏମିତି ନିଶ୍ଚିତ କରିବା ଉଚିତ୍ ।

୫) ଆପଣ ଘରେ ଗଙ୍ଗାଜଳ ରଖୁଥିଲେ ତେବେ ଏହି ଦିଗ ବିଷୟରେ ଜଣାଥିବା ଉଚିତ୍, ଆପଣ ଘରର ଇଶାନ କୋଣରେ ଗଙ୍ଗାଜଳ୍ ରଖନ୍ତୁ, ପବିତ୍ର ନଦୀ ଜଳ ସବୁବେଳେ ଇଶାନ କୋଣରେ ରଖିବା ଶୁଭ ହୋଇଥାଏ ।

୬) ଆପଣଙ୍କୁ ଏହି କଥାକୁ ଧ୍ୟାନ ରଖିବାକୁ ହେବ କି ଗଙ୍ଗାଜଳକୁ କେବେ ଅନ୍ଧାରରେ ରଖିବେ ନାହିଁ, ରାତିରେ ବି ସେଠାରେ ଧିମା ଆଲୁଅ ଆସିବା ଜରୁରୀ, ଆପଣ ଗଙ୍ଗାଜଳକୁ ଆଲମୀରାରେ ଭିତରେ ବନ୍ଦ କରି ଭୁଲରେ ରଖନ୍ତୁ ନାହିଁ।

୭) ଏମିତି କୁହାଯାଏ କି ଯଦି ଗଙ୍ଗାଜଳର ଛିଞ୍ଚନ ଘରେ କରାଯାଏ, ତେବେ ଏଥିରେ ଘରର ନକରାତ୍ମକ ଉର୍ଜା ଦୁର ହୋଇଯାଏ, ଏଥିପାଇଁ ଆପଣ ସପ୍ତାହରେ ଥରେ ଗାଧୋଇକରି ଗଙ୍ଗାଜଳର ଛିଞ୍ଚନ କରନ୍ତୁ, ଏଥିରେ ଘରର ଭିତରେ ସକରାତ୍ମକତା ଉର୍ଜାର ସଞ୍ଚାର ହୋଇଥାଏ ।

Leave a Reply

Your email address will not be published. Required fields are marked *