October 26, 2024

Odia Express

Here, There and Everywhere

Mumbai ରେ କେଉଟର ଜାଲରେ ଫସିଲା ସୁନାର ହୃଦୟ ବାଲା ମାଛଗୁଡିକ, ରାତାରାତି ହୋଇଗଲା କୋଟିପତି କିନ୍ତୁ ପରେ ଯେବେ ଜଣାପଡିଲା…

କୁହନ୍ତି କି ଯେବେ କେଉଁ ବ୍ୟକ୍ତି ଉପରେ ଭାଗ୍ୟର ସାଥ୍ ମିଳେ ତେବେ ସେ ତାର ଭାଗ୍ୟ ରାତାରାତି ବଦଳିଯାଇଥାଏ, ଏକ ଏମିତି ମାମଲା ମୁମ୍ବାଇର ପାଖରେ ଥିବା ପାଳଘରରୁ ଆସିଛି, ଯେଉଁଠି ଏକ୍ କେଉଟ ରାତାରାତି କୋଟିପତି ହୋଇଯାଇଛି, କେଉଟର ନାଁ ଚନ୍ଦ୍ରକାନ୍ତ ତାରେ କୁହାଯାଉଛି, ସେ ମାଛ ଧରି ନିଜ ପରିବାର ପାଳନ ପୋଷଣ କରୁଥିଲା, ଆସନ୍ତୁ ଜାଣିବା ଚନ୍ଦ୍ରକାନ୍ତଙ୍କ ପୁରା କାହାଣୀ ବିଷୟରେ । ଚନ୍ଦ୍ରକାନ୍ତ ତାରେ ଙ୍କ ମୁତାବିକ, ସେ ସବୁଦିନ ନିଜ ୭ ଜଣ ସାଥିଙ୍କ ସହ ସମୁଦ୍ର ତଟରେ ମାଛ ଧରିବାକୁ ଯାଉଥିଲା

ଏହି ଦିନ ସେ ସବୁ ଦିନ ପରି ମାଛ ଧରିବାକୁ ଗଲା, କିନ୍ତୁ ଦିନେ ତାର ଭାଗ୍ୟ ବଦଳିଗଲା, ମାଛ ଧରିବା ସମୟରେ ତାକୁ ଜାଲରେ ସି ଗୋଲଡ୍ ଯାହାକି ବହୁତ ଦୁର୍ଲଭ ଘୋଳ ମାଛ ଜାଲରେ ପଡିଲା, ଯାହାର ଦାମ୍ କୋଟିଏ ଉପରେ କୁହାଯାଉଛି, ଚନ୍ଦ୍ରକାନ୍ତ କହିଲା କି ତାର ଜାଲରେ ପ୍ରାୟ ୧୫୭ ଟି ସି ଗୋଲଡ୍ ମାଛ ପଡିଥିଲେ, ଯେବେ ସେ ଏହି ମାଛଗୁଡିକୁ ମାର୍କେଟରେ ଆଣି ବିକ୍ରିକଲା ତ ଏହାର ଦାମ୍ ୧,୩୩ କୋଟି ମିଳିଲା, ସେ ସବୁ ମାଛକୁ ପ୍ରାୟ ୮୫ ହଜାର ପାଖାପାଖି ବିକ୍ରି କରିଥିଲା ।

ଚନ୍ଦ୍ରକାନ୍ତ ତରେଙ୍କ ମୁତାବିକ, ସେ ନିଜ ୭ ଜଣ ସାଙ୍ଗଙ୍କ ସହ ହରବାଦେବୀ ନାମକ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ, ସେ ନିଜ ସାଥିଙ୍କ ସହ ସମୁଦ୍ର ତଟରୁ ୨୦ରୁ ୨୫ ନେଟିକଲ୍ ମାଇଲ୍ ଭିତରେ ବାଘବନ ଆଡେ ଯାଇଥିଲେ, ଚନ୍ଦ୍ରକାନ୍ତ କହିଲେ କି ଏହା ପ୍ରଥମଥର ହୋଇନି, ଯେବେ ଏହି ଜାଗାକୁ ମାଛ ଧରିବାକୁ ଆସିଥିଲି, ସବୁ ଥର ପରି ଏହି ଥର ବି ମାଛ ଧରିବାକୁ ପାଇଁ ନିଜ ଜାଲ ପକାଇଥିଲି, କିନ୍ତୁ ଜାଲକୁ ଟାଣିବାପରେ ତାଙ୍କୁ ବହୁତ ଭାରି ଲାଗିଲା

ଏମିତିରେ ସେ ଜୋର୍ ଲଗାଇକରି ଜାଳକୁ ବାହାରକୁ ବାହାର କଲେ, ଦେଖିଲେ କି ସେ ଜାଲରେ ୧୫୭ ଟି ଗୋଲଡ୍ ଫିସ୍ ନାମକ ମାଛ ପଡିଛନ୍ତି, ଏହାପରେ ତାକୁ ସେ ନେଇକି ମାର୍କେଟରେ କୋଟିଏ ଉପରେ ବିକ୍ରି କରିଦେଲେ । ଚନ୍ଦ୍ରକାନ୍ତ କହିଲେ କି ତାଙ୍କ ଦ୍ୱାରା ଧରା ହୋଇଥିବା ମାଛ ୟୁପି ଓ ବିହାରରୁ ଆସିଥିବା କିଛି ବଡ ବେପାରୀ କିଣିଲେ , ଯାହାର ଗୋଟେ ମାଛ ପ୍ରାୟ ୮୫ ହଜାର ଟଙ୍କା ମିଳିଥିଲା, ଚନ୍ଦ୍ରକାନ୍ତ କହନ୍ତି କି ଏବେ ଏହି ମାଛ ସହଜରେ ସମୁଦ୍ରରେ ମିଳେ ନାହିଁ, କାରଣ ପ୍ରଦୁଷଣ ଅଧିକା ହୋଇସାରିଛି, ଏମିତିରେ ସବୁ ପ୍ରକାର ମାଛକୁ ଖୋଜିବାଆଈଁ ବହୁତ ଭିତରକୁ ଯିବାକୁ ପଡେ ।

କହିଦେବୁ କି ସି ଗୋଲଡ୍ ମାଛ ଭାରତ ଛଡା, ଜାପାନ, ସିଙ୍ଗାପୁର, ଥାଇଲାଣ୍ତ, ଓ ଇଣ୍ତୋନେସିଆରେ ଦେଶରେ ବହୁଳ ପରିମାଣରେ ଡିମାଣ୍ତ ଅଛି, ଏହି ମାଛର ଜରିଆରେ ମେଡିସିନ୍ ବନାଇବାର କାମ କରାଯାଏ, ଯାହାକୁ ନେଇ ଏହାର ଦାମ୍ ଆକାଶ ଛୁଆଁ ଅଟେ, ରିପୋର୍ଟ ରୁ ମାନିଲେ ସର୍ଜରୀ ସମୟରେ ଯେଉଁ ସୁତା ସିଲାଇ କରାଯାଏ,  ପରେ ଏହା ଆପେ ଆପେ ବତୁରାଈକରି ଛିଡିଯାଏ, ସେ ଏହି ମାଛରୁ ତିଆରି ହୋଇଥାଏ, ଏହି କାରଣରୁ ଅନ୍ତରାଷ୍ଟ୍ରିୟ ବଜାରରେ ଏହି ମାଛର ବହୁଳ ଡିମାଣ୍ତ ଦେଖିବାକୁ ମିଳେ।

Leave a Reply

Your email address will not be published. Required fields are marked *