October 27, 2024

Odia Express

Here, There and Everywhere

ଆର୍ୟନ୍ ଖାନ୍ ମାମଲା କୁ ନେଇକରି କିପରି ଅଛି ଅଫିସର୍ Sameer Wankhede ଙ୍କ ଅବସ୍ଥା ସ୍ତ୍ରୀ କରିଥିଲେ ଖୁଲାସା,କହିଲେ ସେ ଜଣେ ଦକ୍ଷ ଅଟନ୍ତି କିନ୍ତୁ..

ବଲିଉଡ୍ ଅଭିନେତା ସାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାନ୍ ଙ୍କୁ ଗିରଫ କରିଥିବା ଏନସିବି ଜୋନାଲ୍ ଡାଇରେକ୍ଟର ସମୀର ବାନଖେଡେ ଏହି ଦିନ ଲଗାତାର ଚର୍ଚ୍ଚାରେ ଅଛନ୍ତି, ସମୀର୍ ବାନଖେଡେ ୨ ଅକ୍ଟୋବରକୁ ଆର୍ୟନ ଖାନ୍ ସମେତ ୮ ଜଣ ଲୋକଙ୍କୁ ଗିରଫ କରିଥିଲେ,  ଏମିତିରେ କୁହାଯାଉଛି କି ବାନଖେଡେ ଲଗାତାର ଧମକ ପାଉଥିଲେ, ଓ ସେ ଏହି କେସ୍ କୁ ନେଇକରି ବହୁତ ଅସଙ୍କୋଚ ଅସୁରକ୍ଷିତ ଅନୁଭବ କରୁଥିଲେ, ଏହା ଛଡା କୁହାଯାଉଛି କି ଆର୍ୟନଙ୍କ କେସ୍ ପରେ ମୁମ୍ବାଇ ପୋଲିସ୍ ସମୀର ବାନଖେଡେଙ୍କ ଉପରେ ନଜର୍ ରଖିଛି

ତାଙ୍କର ଲଗାତାର ପିଛା କରୁଛି, ଯେବେ ବାନଖେଡେ ଏହି ମାମଲା ବିଷୟରେ ପଚାରାଉଚୁରା କରାଗଲା ତ ସେ ସଫା ମନା କରିଦେଲେ । ଏହି ମଧ୍ୟରେ ସମୀର୍ ବାନଖେଡେଙ୍କ ସ୍ତ୍ରୀ କ୍ରାନ୍ତି ରେଡକର ଙ୍କ ବୟାନ୍ ସାମ୍ନାକୁ ଆସିଛି, ଏହି ବିଷୟରେ ତାଙ୍କ ସ୍ତ୍ରୀ କହନ୍ତି କି ପ୍ରେସର୍ କୁ ହ୍ୟାଣ୍ତେଲ୍ କରିବାରେ ସମୀର୍ ବହୁତ ଭଲ ଅଟନ୍ତି, ସେ ଆମର ଐତିହାସିକ ଲିଡର୍ ରୁ କନେକ୍ଟେଡ୍ ଅଟନ୍ତି, ତାଙ୍କ ଦୁନିଆଁର ଅଲଗା ଅଲଗା ଲିଡର୍ସ ବିଷୟରେ ପଢିକରି ବଡ ହୋଇଛନ୍ତି, ଯେବେ କ୍ରାନ୍ତି ରେଡକର ଙ୍କୁ ଏହି ବିଷୟରେ ପଚାରାଗଲା କି ଅସଲ ଜୀବନରେ ସମୀର୍ ବାନଖେଡେଙ୍କୁ ସିଙ୍ଘମ କୁହାଯାଏ?

ତେବେ ଏହା ଉପରେ ଜବାବ୍ ଆସିଥିଲାକି ସମୀରଙ୍କ ବାପା ଏକ ରିଟାୟର୍ଡ ପୋଲିସ୍ ଅଫିସର୍ ଥିଲେ, ଏମିତିରେ ଯେବେ ବି ଅସୁବିଧା ଆସେ ତେବେ କିମ୍ବା କେଉଁ ଫଇସଲା ନେଇପାରନ୍ତି ନାହିଁ ତେବେ ସେ ନିଜ ବାପାଙ୍କୁ କଥାବାର୍ତ୍ତା କରନ୍ତି, ଓ ତାଙ୍କ ପରାମର୍ଶରେ କାମ କରନ୍ତି । କହିଦେବୁ କି ସମୀର୍ ବାନଖେଡେଙ୍କ ସ୍ତ୍ରୀ କ୍ରାନ୍ତି ରେଡକର ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି , ସେ ମରାଠି ଓ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି, କ୍ରାନ୍ତି ଲୋକପ୍ରିୟ ଅଭିନେତା ଅଭିନେତା ଅଜୟ ଦେବଗନଙ୍କ ସହ ଫିଲ୍ମ ଗଙ୍ଗାଜଳରେ ନଜର ଆସିଛନ୍ତି, ସେମିତି କଥା ହେବା ସମିର୍ ବାନଖେଡେଙ୍କ ତେବେ ସେ ଜଣେ ଶକ୍ତ ଅଫିସର୍ ଅଟନ୍ତି

ସମୀର ବାନଖେଡେ ଏମିତି ଜଣେ ବ୍ୟକ୍ତି ଅଟନ୍ତି, ଯାହାଙ୍କ ଆଗରେ କେଉଁ ବଡ କଳାକାର ଆସିଲେ ତାଙ୍କୁ କିଛି ଫରକ ପଡେନି, କହିଦେବୁ କି ସମୀର ବାନଖେଡେ ନିଜ କାର୍ଯ୍ୟକାଳରେ ସବୁ ବଡ ସେଲିବ୍ରେଟିଙ୍କ ଉପରେ କାର୍ଯ୍ୟବାହୀ କରିଛନ୍ତି, ଏହି କାରଣରୁ ତାଙ୍କୁ ରିୟଲ୍ ସିଙ୍ଘମ୍ କହନ୍ତି ।ଆପଣଙ୍କୁ କହିଦେବୁ କି ସମୀର୍ ବାନଖେଡେ ବହୁତ ଲମ୍ବା ସମୟରୁ ବଲିଉଡ୍ ରେ ନିଶାମୁକ୍ତି ଅଭିଯାନ ଚଲାଇଛନ୍ତି, ଏହାର ଅନ୍ତର୍ଗତ ସେ ବହୁତ ଲୋକଙ୍କୁ ଗିରଫ ବି କରିଛନ୍ତି, ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ସମୀର୍ ବାନଖେଏ ନିଜ ଶାନଦାର୍ ହାଜିର୍ ଜବାବ୍ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଓ ଭାଇ ସୋଭିକ୍ ସମେତ ଅନ୍ୟ ଲୋକଙ୍କୁ ହିରାସତରେ ନେଇଥିଲେ।

ଏହା ଛଡା କଥାହେବା ଆର୍ୟନ ଖାନ୍ ଙ୍କୁ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ପାର୍ଟିରେ ସମୟରେ ଆର୍ୟନ ଖାନ୍ ଙ୍କ ସହ ୮ ଜଣ ଲୋକଙ୍କୁ ଗିରଫ କରିଥିଲା, ଏହାପରେ ଆର୍ୟନ୍ ଖାନ୍ ଙ୍କୁ ଅର୍ଥାର୍ ଜେଲ୍ ପଠାଇଦିଆଯାଈଥିଲା, ଏହି ଦିନ ଆର୍ୟନ୍ ଖାନ୍ ୧୪ ଦିନ ନ୍ୟାୟିକ ହିରାସତରେ ଅଛନ୍ତି, କହିଦେବୁ କି ୮ ଅକ୍ଟୋବରକୁ ଆର୍ୟନ ଖାନ୍ ଙ୍କ ଜାମିନ୍ ଶୁଣାଣି ହୋଇଥିଲା ଯାହାପରେଏହାକୁ ଖାରିଜ୍ କରିଦେଲେ, ଏହାପରେ କୋର୍ଟ ତାଙ୍କୁ ଏହି କେସ୍ ପାଇଁ ୧୩ ତାରିଖ ଆଗାମୀ ଶୁଣାଣୀ ତୟ କରିଥିଲେ ।

କହିଦେବୁ କି ଆର୍ୟନ ଖାନ୍ ଙ୍କ ଏହି କେସ୍ ଲୋକପ୍ରିୟ ଓକିଲ ସତିଶ୍ ମାନସିନ୍ଦେ ଲଢୁଥିଲେ, କିନ୍ତୁ ଶାହାରୁଖ୍ ଖାନ୍ ତାଙ୍କୁ  ରିପ୍ଲେସ୍ କରି ଏବେ ଲୋକପ୍ରିୟ ଓକିଲ ଅମିତ୍ ଦେଶାଇଙ୍କୁ ଏହି କେସ୍ ଦେଇଛନ୍ତି, କହିଦେବୁ କି ଅମିତ୍ ଦେଶାଇ ପୁର୍ବରୁ ସୁପରଷ୍ଟାର୍ ସଲମାନ୍ ଙ୍କ ହିଟ୍ ଆଣ୍ତ ରନ୍ କେସ୍ ହ୍ୟାଣ୍ତେଲ୍ କରିସାରିଛନ୍ତି, ଓ ସଲମାନଙ୍କୁ ଜାମିନ୍ ଦେଇଛନ୍ତି, ଏମିତିରେ ଏବେ ସାହାରୁଖ୍ ଖାନ୍ ବି ଆଶା କରୁଛନ୍ତି କି ଜଲଦି ହିଁ ତାଙ୍କ ପୁଅଙ୍କୁ ଏହି କେସ୍ ରୁ ମୁକୁଳି ପାରିବେ ।

Leave a Reply

Your email address will not be published. Required fields are marked *