October 17, 2024

Odia Express

Here, There and Everywhere

ଯୁବରାଜ ସିଂ କରିଲେ ଖୁଲାସା , କହିଲେ 2011 Worldcup ରେ ରୋହିତ୍ ଙ୍କ ଜାଗାରେ କୋହଲିଙ୍କୁ କଣ ପାଇଁ ମିଳିଲା ମଉକା…

ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲିଙ୍କୁ ସେମିତି କିଏ ବା ନଜାଣେ, ବିରାଟ କୋହଲି ଭାରତୀୟ କ୍ରିକେଟ୍ ଟିମ୍ ର ସେ ଦିଗଜ୍ ଖେଳାଳୀ ଅଟନ୍ତି ଯିଏକି ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ପରେ କ୍ରିକେଟ୍ ଟିମ୍ କୁ ମଜବୁତି ଦେଇଛନ୍ତି, ବିରାଟ କୋହଲି ଏମିତି ଏକ ଖେଳାଳୀ ଅଟନ୍ତି ଯିଏକି ନିଜ ଶାନଦାର୍ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି, ବିରାଟ କୋହଲି ଜଣେ ବ୍ୟାଟ୍ସମ୍ୟାନ ଭାବେ ବହୁତ ସଫଳତା ହାସିଲ୍ କରିଛନ୍ତି, ତାଙ୍କର ଶାନଦାର ଯାତ୍ରା ଏବେ ବି ଜାରି ଅଛି, ଆପଣଙ୍କୁ କହିଦେବୁ କି ଯୁବରାଜ ସିଂ ବି କୋହଲିଙ୍କ ପ୍ରଶଂସକ ଅଟନ୍ତି

ଦେଶରେ ସେମିତି ଯିଏ କ୍ରିକେଟ୍ କୁ ଭଲ ପାଏ ସେ ଯୁବରାଜଙ୍କୁ ନିଶ୍ଚିତ ଭାବେ ଜାଣିଥିବ । ଏହି ମଧ୍ୟରେ ଯୁବରାଜ ସିଂ କୋହଲିଙ୍କ ପ୍ରଶଂସା କରି କହିଥିଲେ କି ୩୦ ବର୍ଷର କ୍ରିକେଟ ର ମହାରଥୀ ହୋଇସାରିଛନ୍ତି, ଆପଣଙ୍କୁ କହିଦେବୁ କି ଯୁବରାଜ ସିଂ ବିରାଟ କୋହଲିଙ୍କ କ୍ରିକେଟ୍ କ୍ୟାରିୟରର ଆରମ୍ଭରୁ ନେଇକରି ଏବେ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ବହୁତ କଥା କହିଥିଲେ ।

ଯୁବରାଜ ସିଂ ଟାଇମ୍ସ ଅଫ୍ ଇଣ୍ତିଆକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଖୁଲାସା କଲେ କି କୋହଲିଙ୍କୁ ୨୦୧୧ ରେ ୱାନଡେ ୱାଲର୍ଡ କପ୍ ରେ ରୋହିତ୍ ଙ୍କ ଜାଗା ଟିମ୍ ଈଣ୍ତିଆ ରେ କଣ ପାଇଁ ମିଳିଥିଲା ଯୁବରାଜ କହିଲେ କି ଯେବେ ସେ ଭାରତୀୟ ଟିମ୍ ୨୦୦୮ ରେ ଆସିଥିଲେ ତେବେ ଦେଖାଇଥିଲେ କି ତାଙ୍କ ମଧ୍ୟରେ ବହୁତ କିଛି ସଂମ୍ଭାବନା ଅଛି , ଓ ଯେପରି ହାତକୁ ଆସିଲା ସେ ସଙ୍ଗେ ସଙ୍ଗେ ତାକୁ ଧରିନେଲେ । ଇଣ୍ଟରଭ୍ୟୁରେ ଯୁବରାଜ କହିଲେ କି ୨୦୧୧ ୱାନଡେ ୱାର୍ଲଡ୍ କପ୍ ରେ ଟିମ୍ ରେ ଏହି କାରଣରୁ ମଉକା ମିଳିଥିଲା କାରଣ ସେ ବହୁତ ଯୁବା ଥିଲେ

ସେହି ସମୟରେ ରୋହିତ୍ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ମୁକାବଲା ଥିଲା, କିନ୍ତୁ କୋହଲି ରନ୍ କରୁଥିଲେ, ଏହି କାରଣରୁ ତାଙ୍କୁ ମଉକା ଦିଆଯାଇଥିଲା, ସେ କହିଲେ କି ତାହାପରେ ମାନେ ୨୦୧୧ ୱାର୍ଲଡ୍ କପ୍ ପରେ ଏବେ ପର୍ଯ୍ୟନ୍ତ ସେ ବହୁତ ବଦଳିଯାଇଛନ୍ତି । ଯୁବରାଜ କହିଲେ କୋହଲି ମୋ ଆଖି ଆଗରେ ପ୍ରାକ୍ଟିସ ଓ ନିଜ କ୍ୟାରିୟର କରୁଥିବାର ଦେଖିଛି, ସେ କହିଲେ ସେ ବୋଧେ ଅଧିକା ପରିଶ୍ରମ୍ କରୁଛନ୍ତି

ଖାସ୍ କରି ନିଜ ଫିଟନେସ୍ କୁ ନେଇକରି ବହୁତ୍ ଅଧିକା ସଜାଗ ରହିଛନ୍ତି, ଓ ନିଜ ଡାଇଟ୍ କୁ ନେଇକରି ଅନୁଶାସିତ ରହିଛନ୍ତି, ନିଜ ଟ୍ରେନିଙ୍ଗ୍ କୁ ନେଇକରି ବହୁତ ଅନୁଶାସିତ ଅଛନ୍ତି, ଯେବେ ସେ ରନ୍ ବନାଉଥାନ୍ତି ତେବେ ଦୁନିଆଁର ସବୁ ବ୍ୟାଟ୍ସମ୍ୟାନ୍ ନଜର ଆସନ୍ତି , ତାଙ୍କର ଏହି ଆଟିଟ୍ୟୁଡରେ ସ୍ୱାଗ୍ ଅଛି, ତାଙ୍କୁ ଟିମ୍ ର ଅଧିନାୟକ ତେବେ ବନାଇଯାଇଥିଲା

ଯେବେ ସେ ବହୁତ ରନ୍ କରୁଥିଲେ, ବହୁତଥର ଅଧିନାୟକ ହେବାପରେ ଲୋକେ ଖୋଲିକରି ଖେଳିପାରନ୍ତି ନାହିଁ, କିନ୍ତୁ ବିରାଟ କୋହଲି ଆହୁରି ଭଲରେ ଖେଳିପାରୁଥିଲେ, ଯୁବରାଜ ସିଂ କହିଲେ କି ବିରାଟ କୋହଲି ୩୦ ବର୍ଷ ବୟସରେ ବହୁତ କିଛି ହାସିଲ୍ କରିନେଇଛନ୍ତି, ଲୋକେ ଖେଳରୁ ରିଟାୟଡ୍ ହେବାପରେ ମହାନ୍ ହୁଅନ୍ତି, କିନ୍ତୁ ଇଏ ୩୦ବର୍ଷ ବୟସରେ ମହାନ୍ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *