October 22, 2024

Odia Express

Here, There and Everywhere

ଟ୍ରେନର Toilet ରେ ରଖାଯାଇଥିବା ଚଣା ମସଲା ଝୁଡିର ଫଟୋ ହେଲା ଭାଇରାଲ୍, ଲୋକେ ଦେଖିକରି କହିଲେ..

1 min read

ଟ୍ରେନରେ ଯାତ୍ରା କରିବା ବାସ୍ତବରେ ବହୁତ ଭଲ ଲାଗିଥାଏ, ଏହି ଦୁନିଆଁରେ ବହୁତ ସାରା ଲୋକ ଅଛନ୍ତି ଯିଏକି ଟ୍ରେନରେ ଯାତ୍ରା କରିବା ପସନ୍ଦ କରନ୍ତି, ସେମିତି ଦେଖିବାକୁ ଗଲେ ଯଦି କେଉଁ ବ୍ୟକ୍ତିକୁ ଲମ୍ବା ଯାତ୍ରା କରିବାର ଅଛି ତେବେ ଟ୍ରେନରେ ଯାତ୍ରା କରିବା ଏକ ଭଲ ବିକଳ୍ପ ମାନାଯାଏ । ଟ୍ରେନ ଆମ ଦେଶର ପରିବହନର ସବୁଠାରୁ ସାମାନ୍ୟ ସାଧନରୁ ଗୋଟେ ଅଟେ, ଏହାର ବ୍ୟବହାର ଜିନିଷ ନେବା ସହ ଲୋକଙ୍କୁ ନେବା ଆଣିବାପାଇଁ କରାଯାଏ , ଟ୍ରେନ ଯାତ୍ରାର ଏକ ଶାନଦାର୍ ଅନୁଭବ ପ୍ରଦାନ କରିଥାଏ, ଏହା ଆରାମଦାୟକ ହେବା ସହ ବହୁତ ଶସ୍ତା ବି ଅଟେ ।

ଟ୍ରେନ ଯାତ୍ରାର ସବୁଠାରୁ ସୁଖଦ ଯାତ୍ରାରୁ ଗୋଟେ ବୋଲି ଜଣାଯାଏ , ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସମୟ ଅଛି ତେବେ ଆପଣଙ୍କୁ ଲମ୍ବା ଯାତ୍ରା କରିବାର ଅଛି , ତେବେ ଆପଣଙ୍କୁ ଟ୍ରେନରେ ଯାତ୍ରା କରିବା ସବୁଠାରୁ ଭଲ ହେବ, ଟ୍ରେନରେ ବ୍ୟକ୍ତି ଆରାମରେ ଯିବା ଆସିବା କରିପାରିବ, ରାତିର ସମୟରେ ଟ୍ରେନରେ ଯାତ୍ରା କରିବା ନିଜର ଏକ ଅଲଗା ମଜା ହୋଇଥାଏ, ଟ୍ରେନରେ ଯାତ୍ରା କରୁଥିବା ସମୟରେ ଚଣା, ଚାଟ୍, ମସଲା ମୁଢି ଆଦି ଖାଇବା ଯାତ୍ରୀଙ୍କୁ ପସନ୍ଦ ଲାଗେ । ଅଧିକାଂଶ ଦେଖାଯାଇଛି କି ଲୋକ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଚାଟ୍ କିମ୍ବା ଚଣା ମସଲାର ସ୍ୱାଦ ଉଠାଇଥାନ୍ତି

ଏହି ଜିନିଷର ମଜା ନେଇକରି ଲୋକେ ଯାତ୍ରା କରନ୍ତି, କିନ୍ତୁ ଏହି ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି, ଯାହାକୁ ଦେଖିବାପରେ ଆପଣ ଟ୍ରେନରେ ବିକ୍ରି ହେଉଥିବା ଚଣା ମସଲା ବା ଚାଟ୍ ରୁ ଦୁରେଇଯିବେ, ହଁ ଆଜ୍ଞା ଏହି ଫଟୋକୁ ଦେଖିବାପରେ ଲୋକଙ୍କ ମନରେ ଘୃଣା ଆସିଯାଉଛି । ଯେପରି ଆମେ ସମସ୍ତେ ଜାଣିଛେ କି ସୋସିଆଲ୍ ମିଡୀଆ ଏମିତି ଏକ ପ୍ଲାଟଫର୍ମ ଅଟେ ଯେଉଁଠି ସବୁଦିନ କେତେ ଫଟୋ ଓ ଭିଡିଓ ଭାଇରାଳ୍ ହୋଇଥାଏ

ଏହି ସବୁ ମଧ୍ୟର୍ରେ କିଛି ଭିଡିଓ ଓ ଫଟ୍ ଏମିତି ହୋଇଥାଏ ଯାହା ଲୋକଙ୍କୁ ବହୁତ ମନୋରଞ୍ଜନ କରିଥାଏ, ସେମିତି କିଛି ଫଟ ଏମିତି ହୋଇଥାଏ ଯାହା ଦେଖିବାପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି, କିଛି ଏମିତି ଏହି ଫଟୋରେ ଦେଖିବାକୁ ମିଳିଲା, ଏହି ଫଟୋକୁ ଏକ ଟ୍ୱିଟର୍ ୟୁଜର୍ ଦ୍ୱାରା ସେୟାର୍ କରାଯାଇଥିଲା, ଯେଉଁଥିରେ ଦେଖିପାରିବେ କି ଟ୍ରେନର ଶୌଚାଳୟରେ ଚାଟ୍ ମସଲା ବା ଚଣା ମସଲାର ଏକ ଝୁଡୀ ରଖାଯାଇଛି, ଯାହାକୁ ଲୋକ ଦେଖିବାପରେ ଲୋକଙ୍କ ମନ ଖରାପ ହୋଇଯାଇଛି ।

ଏହି ଫଟୋକୁ ଏକ ଟ୍ୱିଟର୍ ୟୁଜର୍ @Roopa_hope ସେୟାର୍ କରିଥିଲେ, ଏହା ସହ୍ ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଲେଖିଥିଲେ କି ଏବେ ଜଣାପଡିଲା ଚଣା ମସଲା ଏତେ ଚଟପଟା କଣପାଇଁ ଲାଗେ, ତାଙ୍କ ଫଟୋରେ ହଜାର୍ ଲାଇକ୍ସ ଆସିସାରିଛି, ଓ ଲୋକେ ବହୁତ ପ୍ରତିକ୍ରିୟା ଦେଉଛନ୍ତି, ଏହି ଫଟୋ କେବେ କେଉଁଠି କାର ଅଟେ ଏହାର ପୃଷ୍ଟି ହୋଇପାରିନାହିଁ, କିନ୍ତୁ ସୋସିଆଲ୍ ମିଡିଆରେ ଲୋକେ ଏହି ଫଟୋ ଦେଖି ଚକିତ ହେଉଛନ୍ତି, ଟ୍ୱିଟରରେଏହି ଫଟୋ ବହୁତ ଭାଇରାଳ୍ ହେଉଛି, ଲୋକେ ଏହି ଫଟୋରେ ବହୁତ ପ୍ରତିକ୍ରିୟା ଦେଉଛନ୍ତି ।

ଜଣେ ଟ୍ୱିଟର୍ ୟୁଜର୍ ମଜାକିଆ ଅନ୍ଦାଜରେ କମେଣ୍ଟ କରିଥିଲେ କି ଖାଲି ଟୟଲେଟ୍ ଏମିତି ସଫା ହୋଇଥିବା ଜରୁରୀ । ସେମିତି ଆଉ ଜଣେ ୟୁଜର୍ ଲେଖିଥିଲେ କି ଏହି ଫଟୋ ସୋସିଆଲ୍ ମିଡିଆରେ ଏତେ ଭାଇରାଲ୍ ହେବ କି ଲୋକେ ଏବେ ରେଲୱେ ରେ ଖାଇବାଛାଡିଦେବେ । ଏହି ପ୍ରକାର ଲୋକଙ୍କ ନାନାଦି ପ୍ରତିକ୍ରିୟା ଆସୁଛି, ଏହି ଫଟୋକୁ ଦେଖିବାପରେ ଲୋକଙ୍କମନରେ ବହୁତ ଖରାପ ଆସୁଛି, ସେମିତି ଆପଣ ଏହି ଫଟୋକୁ ଦେଖିବାପରେ କଣ କହିବାକୁ ଚାହୁଁଛନ୍ତି କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *