October 17, 2024

Odia Express

Here, There and Everywhere

Arijit ସିଂ ଙ୍କ ପ୍ରଥମ ସ୍ତ୍ରୀଙ୍କୁ ଦେଖିଲେ ଆପଣ ବି ହୋଇଯିବେ ଫିଦା, ପରେ ଏହି କାରଣ ପାଇଁ ଗୋଟେ ଝିଅର ମା ସହ କରିଥିଲେ ଦ୍ୱିତୀୟ ବିବାହ

ଆଜିର ସମୟରେ ସବୁଠାରୁ ଲୋକପ୍ରିୟ ଓ ଚର୍ଚ୍ଚିତ ବଲିଉଡ୍ ସିଙ୍ଗର୍ ଙ୍କ ମଧ୍ୟରେ ଅରିଜିତ୍ ସିଂଙ୍କ ନାଁ ପ୍ରମୁଖ ଭାବରେ ସାମିଲ୍ ରହିଥାଏ, ଅରିଜିତ୍ ସିଂ ନିଜ ସୁମଧୁର ଆବାଜରେ ଲକ୍ଷାଧିକ ଓ କୋଟିଏ ଫ୍ୟାନ୍ସଙ୍କୁ ନିଜ ଦିୱାନା ବନାଇଛନ୍ତି, ଅରିଜିତ୍ ନିଜ ସିଙ୍ଗିଙ୍ଗ୍ ଦ୍ୱାରା ଓ ନିଜ ଗୀତର ସହ ନିଜ ଜୀବନକୁ ନେଇକରି ଚର୍ଚ୍ଚିତ ରହିଛନ୍ତି ।ଏହି କଥା ବହୁତ କମ୍ ଲୋକ ଜାଣିଥିବେ କି ଅରିଜିତ୍ ସିଂ ଦୁଇଟି ବିବାହ କରିଥିଲେ । ତାଙ୍କ ପ୍ରଥମ ବିବାହ ଏକ ବର୍ଷ ରହିପାରିଲା ନାହିଁ, ତାଙ୍କ ପ୍ରଥମ ବିବାହ ୨୦୧୩ ରେ ରୁପରେଖା ବାନାର୍ଜୀଙ୍କ ସହ୍ ହୋଇଥିଲା, କିନ୍ତୁ ଏହି ସଂମ୍ପର୍କ ବେଶୀ ଦିନ ରହିପାରିନଥିଲା

ଆସନ୍ତୁ ଆପଣଙ୍କୁ ଆଜି ଅରଜିତ୍ ସିଂଙ୍କ ପ୍ରଥମ ସ୍ତ୍ରୀଙ୍କ ବିଷୟରେ କହିବୁ । ଅରିଜିତ୍ ସିଂ ଓ ରୁପରେଖା ବାନାର୍ଜୀ ୨୦୧୩ ରେ ବିବାହ କରିଥିଲେଓ ୨୦୧୩ ରେ ତାଙ୍କ ଛାଡପତ୍ର ହୋଇଯାଇଥିଲା, ଏହି ସଂମ୍ପର୍କକୁ ନିଜର ପରିଚୟ ମିଳିପାରିଲା ନାହିଁ, ଅରିଜିତ୍ ଓ ରୁପରେଖା ଦୁହେଁ ବହୁତ ଦିନରୁ ଜାଣିଥିଲେ, ଅରିଜିତ୍ ସିଂ ଯେବେ ୨୦୦୫ ରେ ଗୁରୁକୁଳ ନାମକ ଏକ ସିଙ୍ଗିଙ୍ଗ୍ ରିୟାଲିଟି ଶୋରେ ଭାଗ ନେଇଥିଲେ ତେବେ ଏହାର ପ୍ରତିଯୋଗୀ ରୁପରେଖା ଥିଲେ

ଦୁହେଁ ପ୍ରଥମଥର ଦେଖା ହୋଇଥିଲେ, ରୁପରେଖା ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲେ । ଅରିଜିତ୍ ଓ ରୁପରେଖା ଗୁରୁକୁଳରେ ବହୁତ ଶାନଦାର୍ ପ୍ରସ୍ତୁତି ଦେଇଥିଲେ, କିନ୍ତୁ ଦୁହେଁଙ୍କ ମଧ୍ୟରୁ କିଏ ବି ବିଜେତା ହୋଇପାରିଲେ ନାହିଁ, ଶୋର ସାକ୍ଷାତପରେ ରୁପରେଖା ଓ ଅରିଜିତ୍ ଜଣେ ଅନ୍ୟଙ୍କୁ ଭଲ ପାଇବସିଲେ । ଜଣେ ଅନ୍ୟଙ୍କ ସହ ଡେଟ୍ କରିବାର୍ କିଛି ଦିନ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହୋଇଯାଇଥିଲେ କିନ୍ତୁ ଅରିଜିତ୍ ପ୍ରଥମ ବିବାହ ଏକ ବର୍ଷ ବି ରହିପାରିଲା ନାହିଁ । ସଂମ୍ପର୍କ ଭାଙ୍ଗିଗଲା ।

ରୁପରେଖା ବାନାର୍ଜୀ ଙ୍କ ଠାରୁ ସଂମ୍ପର୍କ ଭାଙ୍ଗିବାପରେ ଅରିଜିତ୍ ସିଂ ଦ୍ୱିତୀୟ ବିବାହ କୋୟଲ୍ ରୟଙ୍କୁ କରିଥିଲେ, ଦୁହେଁ ୨୦୧୪ ରେ ବିବାହ କରିଥିଲେ, ଅରିଜିତ୍ ଙ୍କ ଦ୍ୱିତୀୟ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ତାସହ କହିଦେବୁ କି ଅରିଜିତ୍ ଙ୍କ ପ୍ରଥମ୍ ସ୍ତ୍ରୀଙ୍କ ପରି ଦ୍ୱିତୀୟ ସ୍ତ୍ରୀ କୋଏଲ ରୟ ବି ଏକ ସିଙ୍ଗର୍ ଅଟନ୍ତି ।କହିଦେବୁ କି ଯେଉଁଠି କୋୟଲ୍ ରୟ ଅରିଜିତ୍ ସିଂଙ୍କ ଦ୍ୱିତୀୟ ସ୍ତ୍ରୀ ଅଟନ୍ତି

ଅରିଜିତ୍ ବି କୋୟଲଙ୍କ ଦ୍ୱିତୀୟ ସ୍ୱାମୀ ଅଟନ୍ତି, ଅରିଜିତ୍ ଙ୍କୁ ବିବାହ କରିବା ପୁର୍ବରୁ କୋୟଲ୍ ବି ବିବାହ କରିସାରିଛନ୍ତି, କିନ୍ତୁ ତାଙ୍କ ବିବାହ ସଂପୁର୍ଣ୍ଣ ହୋଇପାରିନଥିଲା, ଏହାପରେ ସେ ଅରିଜିତ୍ ଙ୍କୁ ବିବାହ କରିନେଲେ, କୋୟଲଙ୍କ ପ୍ରଥମ ବିବାହରେ ଏକ୍ ପୁଅ ଅଛି ଯିଏ ତାଙ୍କ ସହ  ଓଅରିଜିତ୍ ଙ୍କ ସହ ରହୁଛି, ସେମିତି ଅରିଜିତ୍ ଓ କୋୟଲ୍ ଦୁଇଟି ପୁଅଙ୍କ ବାପା ମା ଅଟନ୍ତି ।

ଅରିଜିତ୍ ସିଂଙ୍କ ଜନ୍ମ ୨୫ ଅପ୍ରେଲ୍ ୧୯୮୭ ରେ ପଶ୍ଚିମ ବଙ୍ଗଳା ମୁର୍ସିଦାବାଦରେ ହୋଇଥିଲା , ସେ ଆରମ୍ଭରୁ ସଂଗୀତ ମାହୋଲ୍ ରେ ବଢିଛନ୍ତି, ତାଙ୍କ ମା ବି ଜଣେ ଗାୟିକା ଥିଲେ, ସେମିତି ତାଙ୍କ ମାମୁଁ ତାବଲା ବାଦକ ଥିଲେ, ଅରିଜିତ୍ ସିଂଙ୍କୁ ସିଙ୍ଗିଙ୍ଗ୍ କ୍ୟାରିୟରରେ ୨୦୦୫ ସିଙ୍ଗିଙ୍ଗ୍ ରିୟାଲିଟି ଶୋ ଗୁରୁକୁଳରୁ ହୋଇଥିଲା ।ଅରିଜିତ୍ ସିଂ ୨୦୧୧ ରେ ଫିଲ୍ମ ମର୍ଡର ୨ ର ଗୀତ ଫିର୍ ମୋହବତ୍ ରୁ ନିଜ ବଲିଉଡ୍ କ୍ୟାରିୟର୍ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ଅସଲ୍ ପରିଚୟ ୨୦୧୩ ରେ ଫିଲ୍ମ ଆସିକି ୨ ରୁ ତୁମ୍ ହି ହୋ ରୁ ମିଳିଥିଲା, ଏହାପରେ ତାଙ୍କର ଗୋଟେ ପରେ ଗୋଟେ ହିଟ୍ ଗୀତ ର ଯାତ୍ରା ଆରମ୍ଭ ହୋଇଗଲା ।

Leave a Reply

Your email address will not be published. Required fields are marked *