October 24, 2024

Odia Express

Here, There and Everywhere

32 ରୋଗର କାଳ ହେଉଛି ନଡ଼ିଆ ତେଲ (Coconut oil) ଖାଇବାର ଠିକ ଉପାୟ ଜାଣନ୍ତୁ

ସାଙ୍ଗମାନେ ଏପରି ବହୁତ ଜିନିଷ ରହିଛି ଯାହା ଶରୀରକୁ ଅନେକ ଫାଇଦା ପ୍ରଦାନ କରିଥାଏ।ନଡ଼ିଆ ମଧ୍ୟ ସେହିପରି ଗୋଟିଏ ଜିନିଷ ଅଟେ।ପ୍ରତି ବ୍ୟକ୍ତି ନଡ଼ିଆକୁ କୌଣସି ନା କୌଣସି ଉପାୟରେ ବ୍ୟବହାର କରିଥାଏ।କଣ ଆପଣ ମାନେ ଜାଣିଛନ୍ତି ଯେ ନଡ଼ିଆକୁ ସୁପର ଫୁଡ ମଧ୍ୟ କୁହାଯାଏ।ଏହାକୁ ଠିକ ଭାବେ ବ୍ୟବହାର କରିବା ଦ୍ଵାରା ଏହା ବହୁତ ରୋଗରୁ ମୁକ୍ତି ଦେଇପାରିବ। ସଂସ୍କୃତରେ ନଡ଼ିଆକୁ କଳ୍ପ ବୃକ୍ଷ ବା ଶ୍ରୀ ଫଳ ବୋଲି କୁହାଯାଇଛି।ଏହା ଏକ ଏମିତି ବୃକ୍ଷ ଯାହା ମନୁଷ୍ୟର ସମସ୍ତ ଇଚ୍ଛାକୁ ପୁରଣ କରିପାରିବ।ଯଦି ଆମେ ନଡ଼ିଆକୁ ଆମ ଦିନଚର୍ଯ୍ୟରେ ବ୍ୟବହାର କରିବା କେଶ ଓ ଶରୀରର ସମସ୍ତ ଅଙ୍ଗ ମାନଙ୍କ ପାଇଁ ଏକ ସଂଜୀବନୀ ଭଳି କାମ କରିବ।

ଏହା ଆପଣଙ୍କ ଶରୀରରୁ ବିଭିନ୍ନ ପ୍ରକାର ରୋଗ ଯେପରି ବିପି, ମୋଟାପଣ, କମଯୋରୀ,କିଡନୀ ସମସ୍ୟା,ବ୍ରଣ,ଗଞ୍ଜା ପଣ,ଆଖିରେ କମଯୋରି, ମାଇଗ୍ରେନ,ଦାନ୍ତ ସମସ୍ୟା,ଥଣ୍ଡା,କାଶ,ଚର୍ମ ସମସ୍ୟା, ଡାଇବେଟିସ, ଅର୍ସ,ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆଦି ରୋଗରୁ ମୁକ୍ତି ଦେଇପାରିବ।ଏହା ସହିତ ଗର୍ଭାବସ୍ଥାରେ ନଡ଼ିଆର ସେବନ କରିବା ବହୁତ ଲାଭ ଦେଇଥାଏ।ନଡ଼ିଆ ଏକ ଏମିତି ଜିନିଷ ଯାହା ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ରୋଗ ମୁକ୍ତ ରଖା ଯାଇପାରିବ।ନଡ଼ିଆ ଶକ୍ତି ବଢ଼ାଇଥାଏ। ନଡ଼ିଆରେ ମିଳୁଥିବା ଫ୍ୟାଟି
ଏସିଡ ମା କ୍ଷୀର ସହିତ ତୁଳନା କରା ଯାଇପାରେ।

ଅନ୍ୟ କେଉଁ ଫଳ ତୁଳନାରେ ଏହା ଆମ ଶରୀର ଉପରେ ଶୀଘ୍ର ପ୍ରଭାବ ପକାଇଥାଏ।ଏଥିପାଇଁ ନଡ଼ିଆର ସେବନ କରିବା ଦ୍ୱାରା ଆମକୁ ତୁରନ୍ତ ଶକ୍ତି ମିଳିଥାଏ।ପ୍ରତିଦିନ ଗୋଟିଏ ଚାମଚ ନଡିଆ ତେଲ ବ୍ୟବହାର କରିବା ଦ୍ଵାରା ଏହା ଆମ ଶରୀରରୁ ଚର୍ବି ବାହାର କରିବାରେ ସାହାଯ୍ୟ କରିଥାଏ।ଏହା ଅଣ୍ଟା ଠାରୁ ଉପରକୁ ଥିବା ଅଙ୍ଗ ମାନଙ୍କ ଉପରେ ଭଲ ପ୍ରଭାବ ପକାଏ।ଓଜନ କମେଇବା ପାଇଁ ଆପଣ ଆପଣଙ୍କ ଯୁସରେ ଗୋଟିଏ ଚାମଚ ନଡ଼ିଆ ତେଲର ବ୍ୟବହାର କରିପାରିବେ।ସପ୍ତାହରେ ଅତି କମରେ ଦୁଇଟି ନଡ଼ିଆ ତ ଖାଇବାକୁ ହିଁ ପଡିବ।

ନଡ଼ିଆ ଆମ ଶରୀର ଓ ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରିଥାଏ।ଗରମ ଦିନରେ ଏହାର ସେବନ କରିବା ଦ୍ୱାରା ଆମ ପାଚନ ଶକ୍ତି ମଜବୁତ ହୋଇଥାଏ।ଗରମ ଦିନରେ ଗାଧୋଇବା ସମୟରେ ପାଣିରେ ଗୋଟିଏ ଚାମଚ ନଡ଼ିଆ ତେଲ ମିଶାଇବା ଦ୍ଵାରା ଶରୀରରେ ମ୍ୟାଗ୍ନେସିଅମର ମାତ୍ରା ବଢ଼ିଥାଏ।ନଡ଼ିଆ ତେଲ ଦାନ୍ତ ସମସ୍ୟା ପାଇଁ ବହୁତ ଉପାଦେୟ ହୋଇଥାଏ।ନଡ଼ିଆ ଆମ ସ୍ନାୟୁ କୋଷ ମାନଙ୍କୁ ମଜବୁତ କରିଥାଏ।ଏହା ଆମ ଆଖିର ଦୃଷ୍ଟି ଶକ୍ତିକୁ ମଧ୍ୟ ବଢ଼ାଇଥାଏ।ଯେଉଁ ମାନଙ୍କର କବଜ ଓ ଗ୍ୟାସ ସମସ୍ୟା ରହିଛି ସେମାନେ ପ୍ରତିଦିନ ନିଜ ଖାଇବାରେ ନଡ଼ିଆର ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *