ନିଜ ଝିଅର ବୟସର ଝିଅକୁ ନିଜ ହୃଦୟ ଦେଇବସିଥିଲେ Prakash Raj , ସ୍ତ୍ରୀଙ୍କୁ ଛାଡି କରିଥିଲେ ବିବାହ
ବଲିଉଡ୍ ରେ ବହୁତ ସାରା ଫିଲ୍ମ ସହ ତେଲେଗୁ, କନ୍ନଡ, ଓ ତାମିଲ୍ ଫିଲ୍ମରେ ଅଭିନୟ କରିଥିବା ପ୍ରକାଶ ରାଜ୍ ନିଜ ଫିଲ୍ମ କ୍ୟାରିୟରରେ ଏତେ ସଂଘର୍ଷ ପରେ ସଫଳତା ହାସିଲ୍ ହୋଇଥିଲା, ପ୍ରକାଶ ରାଜ୍ ଏକ ଦକ୍ଷ ଅଭିନେତା ହେବା ସହ ଏକ ଡାଇରେକ୍ଟର, ପ୍ରଡୁସର୍, ଟିଭି ପ୍ରେସେଣ୍ଟର୍, ଓ ପଲିଟିସିଆନ୍ ଅଟନ୍ତି, ନିଜ ଅଭିନୟ ଦମ୍ ରେ ପ୍ରକାଶ ରାଜ୍ ନିଜ ଭଲ ପରିଚୟ ବନାଇନେଇଥିଲେ, ପ୍ରକାଶ ରାଜ୍ ଫିଲ୍ମ ଅଧିକାଂଶ ଭିଲେନ୍ ଭୁମିକାରେ ନଜର ଆସିଥିଲେ, ଏଥିପାଇଁ ତାଙ୍କର ନାଁ ବଲିଉଡ୍ ଟପ୍ ଭିଲେନ୍ ଲିଷ୍ଟରେ ଲୋକପ୍ରିୟ ହୋଇଛି । ପ୍ରକାଶ ରାଜ୍ ନିଜ କ୍ୟାରିୟର୍ ଆରମ୍ଭ ଏକ ଥିଏଟର୍ ରେ ଅଭିନୟ କରିଥିଲେ
ପ୍ରକାଶ ରାଜ୍ ବଲିଉଡ୍ କ୍ୟାରିୟର୍ ଉପରେ ନଜର ପକାଇଲେ ସେ ସିଘମ୍, ହିରୋପନ୍ତି, ଜଞ୍ଜିର୍, ପୋଲିସ୍ ଗିରି ଓ ଦବଙ୍ଗ୍ ୨ ପରି ହିଟ୍ ଫିଲ୍ମରେ ଦମଦାର୍ ଭିଲେନ୍ ଭୁମିକା ନିଭାଇଥିଲେ, କିନ୍ତୁ ପରେ ପ୍ରକାଶ ରାଜ୍ ନିଜ ଜବରଦସ୍ତ ଲୁକ୍ ଓ ଅଭିନୟ ଜରିଆରେ ଏକ ଅଲଗା ସଫଳତା ହାସିଲ୍ କରିଥିଲେ, ଆଜି ସେ ଲକ୍ଷାଧିକ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି, ତାଙ୍କ କହିବା ଷ୍ଟାଇଲ୍ ଫ୍ୟାନ୍ସଙ୍କୁ ବହୁତ୍ ପସନ୍ଦ ଆସୁଛି, ଆପଣଙ୍କୁ ଜଣେଇଦେବୁ କି ପ୍ରକାଶ ରାଯ୍ ୨୦୦୯ ରେ ସଲମାନ୍ ଖାନ୍ ସୁପରହିଟ୍ ମୁଭି ୱାଣ୍ତେଡ୍ ରେ ବଲିଉଡ୍ ରେ ନିଜ ସଫଳ ଡେବ୍ୟୁ କରିଥିଲେ, ତେବେ ଠାରୁ ସେ ବଲିଉଡ୍ ରେ ନିଜ ପରିଚୟ ବନାଇଛନ୍ତି ।
ଏତେ ସଫଳତା ପାଇବାପରେ କେଉଁ ଅଭିନେତାଙ୍କ ଜୀବନ ଏତେ ପରଫେକ୍ଟ ରହିନଥାଏ, ସମସ୍ତଙ୍କୁ ନିଜ ଲାଇଫ୍ ରେ କିଛି ନା କିଛି ଉତଥାନ ପତ୍ତନ ଆସିଥାଏ, ଠିକ୍ ସେପରି ନିଜ ପରିଚୟ ଅଲଗା ଶିଖର ବନାଇବାପରେ ପ୍ରକାଶ ରାଜ୍ ନିଜ ପର୍ସନାଲ୍ ଲାଇଫ୍ ବହୁତ ଚ୍ୟାଲେଞ୍ଜପୁର୍ଣ୍ଣ ଥିଲା, ୧୯୯୪ ରେ ପ୍ରକାଶ ରାଜ୍ ତାମିଲ୍ ଓ ଅଭିନେତ୍ରୀ ଲଳିତା କୁମାରୀଙ୍କୁ ବିବାହ କରିଥିଲେ, ଏହି ଦୁହେଁ ଏହି ବିବାହରେ ତିନୋଟି ଛୁଆ ହୋଇଥିଲେ, ଯେଉଁଥିରେ ଦୁଇଟି ଝିଅ ମେଘା, ଓ ପୁଜା ସହ ଏକ ପୁଅ ସିନ୍ଦୁ ଅଛନ୍ତି ।
ଏହି ବିବାହିତ ଜୀବନ ସବୁ କିଛି ଠିକ୍ ଚାଲୁଥିଲା, କିନ୍ତୁ ତେବେ ୨୦୦୪ ରେ ଯେବେ ସିନ୍ଦୁ କେବଳ ୫ ବର୍ଷର ଥିଲା ତେବେ ତାର ନିଧନ ହୋଇଥିଲା, ପୁଅର ନିଧନ ପରେ ପ୍ରକାଶ ରାଜ୍ ଏକଦମ୍ ଭାଙ୍ଗିପଡିଲେ, ତାଙ୍କ ସଂମ୍ପର୍କ ନିଜ ସ୍ତ୍ରୀଠାରୁ ବଦଳିବାକୁ ଲାଗିଲା, ଯେପରି ସେପରି ସମୟ ଅତିବାହିତ ହେବାକୁ ଲାଗିଲା, ଓ ଦୁହେଁଙ୍କ ସଂମ୍ପର୍କ ଫିକା ହେବାକୁ ଲାଗିଲା, ଏହାପରେ ପ୍ରକାଶ ଓ ଲଳିତା ନିଜ ସଂମ୍ପର୍କକୁ ବଞ୍ଚାଇବାକୁ ବହୁତ ପ୍ରୟାସ କଲେ, କିନ୍ତୁ ୨୦୦୯ ରେ ଦୁହେଁ ଛାଡପତ୍ର ନେଇଗଲେ ।
ପ୍ରଥମ ସ୍ତ୍ରୀରୁ ଛାଡପତ୍ର ନେବାପରେ ପ୍ରକାଶ ୨୦୧୦ ରେ ପୋନି ବର୍ମାଙ୍କୁ ଦ୍ୱିତୀୟ ବିବାହ କରିନେଲେ, ଏହି ବିବାହରେ ଖାସ୍ କଥା ଏହା କି ପୋନି ବର୍ମା ଫିଲ୍ମ ଇଣ୍ତଷ୍ଟ୍ରିରେ ଏକ କୋରିଓଗ୍ରାଫର୍ ଅଟନ୍ତି, ସେମିତି ଦୁହେଁଙ୍କ ବୟସର କଥା କହିଲେ ଦୁହେଁଙ୍କ ବୟସରେ ଅନ୍ତର ୧୨ ବର୍ଷର ଅଟେ, ପୋନି ବର୍ମା ପ୍ରକାଶ ରାଜ୍ ଙ୍କ ଠାରୁ ୧୨ ବର୍ଷ ଛୋଟ ଅଟନ୍ତି, ଏବେ ଏହି ଦୁହେଁଙ୍କ ଏକ ପୁଅ ଅଛି ଯାହାର ନାଁ ବେଦାନ୍ତ ଅଟେ, ନିଜ୍ ନୁଆ ଫ୍ୟାମିଲି ସହ ପ୍ରକାଶ ରାଜ୍ ଏକ ପରଫେକ୍ଟ ଲାଇଫ୍ କଟାଉଛନ୍ତି ।