Ranveer Singh ଙ୍କ ଶାଳୀ ଦେଖାଯାଆନ୍ତି ବହୁତ ସୁନ୍ଦର, ତାଙ୍କ ଆଗରେ ଫେଲ୍ ଭଉଣୀ ଦିପିକା ପାଦୁକୋଣଙ୍କ ସୁନ୍ଦରତା
 
                ବଲିଉଡ୍ ଅଭିନେତ୍ରୀ ଦିପିକା ପାଦୁକୋଣ ଓ ରଣବୀର ସିଂଙ୍କ ଯୋଡି ଫ୍ୟାନ୍ସଙ୍କ ମଧ୍ୟରେ ବହୁତ ପସନ୍ଦ କରାଯାଏ , ରଣବୀର ଓ ଦିପିକା ବଲିଉଡ୍ ବେଷ୍ଟ କପଲ୍ସରୁ ଜଣେ ଅଟନ୍ତି ,ଏହା ସ୍ୱାମୀ ସ୍ତ୍ରୀ ଆସିବା ଦିନରୁ ଜଣେ ଅନ୍ୟଙ୍କ ଉପରେ ପ୍ରେମ ଦେଖାଦେଇଥାଏ, ଏମିତିରେ ଏବେ ସୋସିଆଲ୍ ମିଡିଆରେ ଏହି କପଲ୍ ଙ୍କ ଏକ ଖାସ୍ ଭିଡିଓ ଭାଇରାଲ୍ ହେଉଛି, କିନ୍ତୁ ଏହି ଭିଡିଓରେ ଏକ ଝିଅ ଥିଲା ଯାହାଙ୍କ ଉପରେ ଫ୍ୟାନ୍ସଙ୍କ ଧ୍ୟାନ ଗଲା ଆପଣଙ୍କୁ କହିଦେବୁ କି ଏହି ଝିଅଟି ଆଉ କିଏ ନୁହେଁ ବରଂ ଦିପିକା ପାଦୁକୋଣଙ୍କ ଭଉଣୀ ଅନିଶା ପାଦୁକୋଣ ଅଟନ୍ତି ।
ଅନିଶା ଦିପିକାଙ୍କ ପରି ସୁନ୍ଦର ଓ ଟ୍ୟାଲେଣ୍ଟେଡ୍ ଅଟନ୍ତି, ଅନିଶା ଭଉଣୀଙ୍କ ସ୍ୱାଗତ ପାଇଁ ରୟାଲ୍ ବ୍ଲୁ କଲରର ଏକ ଲେହେଙ୍ଗା ପିନ୍ଧିଥିଲେ,ସିଏ ମଞ୍ଚରେ ପହଞ୍ଚିବା କ୍ଷଣି ଅତିଥି ଦେଖିଲେ, ଦିପିକାଙ୍କ ଠାରୁ ଅନିଶା ପାଞ୍ଚ ବର୍ଷ ସାନ ଅଟନ୍ତି , ତାଙ୍କ ଜନ୍ମ ୧୯୯୧ ରେ ହୋଇଥିଲା, ପେଶାରେ ସେ ଜଣେ ଗୋଲଫ୍ ପ୍ଲେୟାର୍ ଅଟନ୍ତି , ସେ ଅନ୍ତରାଷ୍ଟ୍ରିୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରନ୍ତି, ଅନିଶାଙ୍କ ନିଜ ଭଉଣୀଙ୍କ ପରି ବଲିଉଡ୍ ରେ ଆସିବାର୍ କୌଣସି ଇରାଦା ନାହିଁ, ଅନିଶାଙ୍କ ପାଠପଢା ମାଉଣ୍ଟ କାର୍ମେଲ୍ କଲେଜରୁ ହୋଇଥିଲା , ଗୋଲଫ୍ ଛଡା ଅନିଶା କ୍ରିକେଟ୍, ହକି, ଟେନିସ୍, ଓ ବ୍ୟାଡମିଣ୍ଟନ୍ ରେ ବି ରୁଚି ରଖନ୍ତି, ଦିପିକା ଓ ଅନିଶାଙ୍କ ଲାଳନପାଳନ ବାଙ୍ଗାଲୋରରେ ହୋଇଥିଲା ।

ଏକ ଇଣ୍ଟରଭ୍ୟୁରେ ଅନିଶା କହିଲେ କି ତାଙ୍କ ଫେବରାଇଟ୍ ସ୍ପୋର୍ଟ୍ସ ପର୍ସନ୍ ସାଇନା ନେହୱାଲ୍ ଅଟନ୍ତି, ସେ ନିଜ ଭଉଣୀ ଦିପିକାଙ୍କ ବିଷୟରେ କହିଲେ, ସେ ତାଙ୍କୁ ବିଲକୁଲ୍ ତାଙ୍କ୍ ମାଙ୍କ ପରି ଯନ୍ତ୍ର ନିଅନ୍ତି, କାମର୍ କାରଣରୁ ଦୁହେଁଙ୍କ ପାଖରେ ସମୟ ବିତାଇବା ପାଇଁ ସମୟ ରହିନଥାଏ, କିନ୍ତୁ ଯେବେ ଦେଖାହୁଅନ୍ତି ତେବେ ଭଲ ସମୟ ଅତିବାହିତ କରନ୍ତି, ଅନିଶା ଏକ ଇଣ୍ଟରଭ୍ୟୁରେ ଦିପିକାଙ୍କ ଫିଲ୍ମ ବିଷୟରେ କଥା ହେଉଥିବାବେଳେ କହିଲେ କି ଦିପିକାଙ୍କ ସବୁ ଫିଲ୍ମ ଦେଖନ୍ତି, ଓ କହିଲେ କି ମୋତେ ଦିପିକାଙ୍କ ୟେ ଜବାନୀ ହେ ଦିୱାନୀ ଓ ଲଫଙ୍ଗେ ପରିନ୍ଦେ, କାମ ଭଲ ଲାଗିଥିଲା, ଓ ମୋତେ ଏବେ ଦିପିକାଙ୍କ ଅଭିନୟ ପସନ୍ଦ ଆସୁନାହିଁ, ତାଙ୍କୁ କଥା ହେଇଯାଉଛି, ଓ ମୋତେ ଦିପିକାଙ୍କ ଚେନ୍ନାଇ ଏକ୍ସପ୍ରେସ୍ ବିଲକୁଲ୍ ପସନ୍ଦ ଆସିନଥିଲା ।
ପ୍ରସିଦ୍ଧ ବ୍ୟାଡମିଣ୍ଟନ୍ ଖେଳାଳୀ ପ୍ରକାଶ ପାଦୁକୋଣ ଓ ଉଜ୍ଜଳା ପାଦୁକୋଣଙ୍କ ଦୁହେଁ ଝିଅ ନିଜ ନିଜ ଦକ୍ଷତାରେ ମାହିର୍ ଅଛନ୍ତି, ଏହି ଦୁହେଁ ଭଲ ନାଁ କମାଇଛନ୍ତି, ଦୁହେଁ ଅଲଗା ଅଲଗା କ୍ଷେତ୍ରରେ ଦେଶର ନାଁ ଗୌରବାନ୍ୱିତ କରୁଛନ୍ତି, ଅନିଶା ନିଜ୍ ମା ବାପାଙ୍କ ସହ ରୁହନ୍ତି, ଯେବେ କି ଦିପିକା ମୁମ୍ବାଈରେ ରହନ୍ତି, ଦିପିକାଙ୍କୁ ଯେବେ ମଉକା ମିଳିଥାଏ ତେବେ ସେ ନିଜ ପରିବାରଙ୍କ ସହ ସମୟ ବିତାଇବାକୁ ଚାଲିଯାଆନ୍ତି ।

 
                         
                                 
                                 
                                