February 1, 2025

Odia Express

Here, There and Everywhere

କୋନ୍ ବନେଗା କରୋଡପତି ସିଜିନ୍ ୧୩ କୁ ମିଳିଲା ତାଙ୍କର ପ୍ରଥମ କୋଟିପତି ବିଜେତା,Himani Bundela ୭ କୋଟିର ପ୍ରଶ୍ନରେ ଦେଇଥିଲେ ଫୁଲ ଜୋସ୍ ର ସହ ଉତ୍ତର

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ବିଗ୍ ବି ମାନେ ଅମିତାଭ ବଚ୍ଚନ ଙ୍କୁ ଶୋ କୋନ୍ ବନେଗା କରୋଡପତି ଗତବହୁ ବର୍ଷରୁ ଦର୍ଶକଙ୍କ ହୃଦୟ ଜିତିକରି ଆସୁଛି, ଏବେ କିଛି ଦିନ ହେବ କେବିସିର ସିଜିନ୍ ଆରମ୍ଭ ହୋଇସାରିଛି, ଏହି ଧମକାଦାର୍ ହୋର ଆରମ୍ଭରୁ କିଛି ହିଁ ଦିନରେ ଶୋ ମେକର୍ସଙ୍କୁ ତାଙ୍କର ପ୍ରଥମ କୋଟିପତି ମିଳିସାରିଛି, କହିଦେବୁକ୍ ଇ ଏହି ବଢିଆ ଗେମ୍ ଶୋରେ ବହୁତ ପ୍ରତିଯୋଗି ନିଜ ଭାଗ୍ୟକୁ ପରଖି ସାରିଛନ୍ତି, ଓ ଭଲ କମାଇଛନ୍ତି, ସେମିତି ଏହିଥର ସିଜିନ୍ ୧୩ ରେ ହିମାନୀ ବୁନ୍ଦେଲା ଶୋର ପ୍ରଥମ କୋଟିପତି ହୋଇଛନ୍ତି, ତାଙ୍କ ଜିତ୍ ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ୍ ହେଉଛି, ଯେଉଁଥିରେ ଦୃଷ୍ଟିହୀନ ହିମାନୀ ବୁନ୍ଦେଲା ୧ କୋଟିର ପ୍ରଶ୍ନକୁ ଭଲରେ ଶୁଣିକରି ଜବାବ୍ ଦେବାର୍ ନଜର ଆସିଛନ୍ତି ।

ଆପଣଙ୍କୁ ଜଣେଇଦେବୁ କି ଏହା ପୁର୍ବରୁ କୋନ୍ ବନେଗା କରୋଡପତି ରେ ବହୁତ ସିଜିନ୍ ଆସିଥିଲା କିନ୍ତୁ ହିମାନୀ ବୁନ୍ଦେଲା ଯେପରି ବୁଦ୍ଧିମାନ ମହିଳା ବୋଧେ କେବେ ଏହି ଶୋରେ ଆସିଥିବେ, ଇନଷ୍ଟାଗ୍ରାମରେ ସୋନି ଟିଭି ମାଧ୍ୟମରେ ଏକ ଭିଡିଓ ସେୟାର୍ କରାଯାଇଛି, ଏହି ଭିଡିଓରେ କେବିସି ୧୩ର ପ୍ରଥମ କୋଟିପତି ହିମାନୀ ବୁନ୍ଦେଲା ହୋଇଛନ୍ତି, ଏହି ଭିଡିଓକୁ ଏବେ ବହୁତ ଲକ୍ଷ ଲୋକ ଦେଖିସାରିଛନ୍ତି, ଭିଡିଓରେ ଆପଣ ହିମାନୀ ବୁନ୍ଦେଲାଙ୍କ ୧ କୋଟି ରାଶି ଜିତିଥିବାର ଦୃଶ୍ୟ ଦେଖିପାରିଥିବେ, ସେମିତି ତାଙ୍କ ଜିତ୍ ଦେଖିକରି ଅମିତାଭ ବଚ୍ଚନ ତାଙ୍କୁ ଶୁଭକାମନା ଦେଇଛନ୍ତି ।

କହିଦେବୁ କି ନିଜ ଝିଅର ଏହି ଉପଲ୍ଲବ୍ଧି ପାଇଁ ତାଙ୍କ ବାପା ବହୁତ ଇମୋସନାଲ୍ ହୋଇଗଲେ, ଝିଅ ହିମାନୀ ବିଷୟରେ କହିବାବେଳେ ସେ କହିଲେ କି ଆମେ ନିଜ ଝିଅ ଉପରେ ବହୁତ ଗର୍ବିତ , ୭ କୋଟିର୍ ପ୍ରଶ୍ନ ଶୁଣିଲେ ପ୍ରତିଯୋଗୀ ଚକ୍କର ଖାଈଯାଆନ୍ତି, କିନ୍ତୁ ହିମାନୀ ବୁନ୍ଦେଲା ଏହି ପ୍ରଶଙ୍କୁ ଶୁଣିକରି ବହୁତ ଜୋସ୍ ରେ ଉତ୍ତର ଦେଇଥିଲେ, ଭୀଡିଓରେ ଆପଣ ଦେଖିପାରିବେ କି ଅମିତାଭ ବଚ୍ଚନଙ୍କୁ ସେ କହୁଛନ୍ତି କି ଜୟ ମାତାଦି, ଲକ୍ କରିଦିଆଯାଉ ସାର୍ , ଯଦି ତଳେ ପଡିଯାଉଛି, ତେବେ କିଛି କଥା ନୁହେଁ ଭଗବାନଙ୍କ ଇଚ୍ଛା ଅଛି, ହିମାନୀ ବୁନ୍ଦେଲା ଙ୍କ କୋଟିଏ ଟଙ୍କା ଜିତିବାପରେ ତାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା

ଲୋକେ ଦୃଷ୍ଟିହୀନ ହିମାନୀ ବୁନ୍ଦେଲାଙ୍କ ପ୍ରଶଂସା କରିବାରେ ଥକିନାହାନ୍ତି, ଏବେ ଅଭି ମିଶ୍ରା ନାମକ ଏକ ୟୁଜର୍ ହିମାନୀଙ୍କ ଭୀଡିଓରେ କମେଣ୍ଟ କରି ଲେଖିଥିଲେ କି ଏହା ତାଙ୍କର ଆତ୍ମବିଶ୍ୱାସ ପାଇଁ ଆଉ ଏକ ତାଳି ଦରକାର, କାରଣ ସେ କମ୍ ସେ କମ୍ ପ୍ରଶ୍ନର ଉତ୍ତର ଦେଇକରି ରିସ୍କ ଉଠାଇଲେ, ସେମିତି ଆଉ ଜଣେ ୟୁଜର୍  ଭରତ କୁମାର ଲେଖିଥିଲେ କି ତାଙ୍କର ଏତେ ବିଶ୍ୱାସ ଅଛି ନିଜ ଉପରେ ୧ କୋଟି ଜିତିବାରେ ତାଙ୍କୁ ଶୁଭ କାମନା , ମୋତେ ବିଶ୍ୱାସ ଅଛି ସେ ୭ କୋଟି ପ୍ରଶ୍ନର ଉତ୍ତର ଦେଇ ଶୋରେ ନିଜ ପ୍ରଥମ ଜିତ୍ ହାସିଲ୍ କରିପାରିବେ ।

Leave a Reply

Your email address will not be published. Required fields are marked *