November 22, 2024

Odia Express

Here, There and Everywhere

ଯେତେବେଳେ Bhagaban ରାଗିଗଲେ? କଣ ହେଇଥାଏ ଏହାର ପରିଣାମ ଆପଣ ଜାଣିଛନ୍ତି କି ଆପଣ

ସାଙ୍ଗମାନେ ଭଗବାନ କ୍ରିଷ୍ଣକୁ ଦୁର୍ଯ୍ୟୋଧନ ବନ୍ଦୀ କରିବା ପାଇଁ ଚେଷ୍ଟା କଲା। ଭଗବାନ କହିଲେ ନିୟତି ନିଜ ନିର୍ମାଣ ସ୍ଵୟଂ କରିଥାଏ କାକି।ମନୁଷ୍ୟ କେବଳ ନିଜ ବୁଦ୍ଧି ଓ ସଂସ୍କାର ଦ୍ଵାରା ନୀୟତିର କାମରେ ଆସିଥାଏ।ଏହାପରେ କୁନ୍ତୀ କହିଲେ ଯେ ବଡ ଦିଦି ତାଙ୍କ ପୁତ୍ର ମାନଙ୍କର ଭୁଲ ପାଇଁ ଆପଣଙ୍କ ନିକଟରେ କ୍ଷମା ମାଗିବା ପାଇଁ ଚାହାଁନ୍ତି।ପ୍ରଭୁ ଶ୍ରୀକୃଷ୍ଣ କହିଲେ ପ୍ରଣାମ ମହାରାଣୀ ଯଦି ଆପଣଙ୍କୁ କ୍ଷମା ମାଗିବାର ଅଛି ତ ନିଜ ପୁତ୍ର ମାନଙ୍କୁ କ୍ଷମା ମାଗନ୍ତୁ ଯାହାକୁ ଆପଣ ଉଚିତ ସମୟରେ ଉଚିତ ଜ୍ଞାନ ଦେଲେ ନାହିଁ।ଆପଣ ଜାଣିଥିଲେ ଯେ ଗାନ୍ଧାର ରାଜ ଆପଣଙ୍କ ପୁତ୍ର ମାନଙ୍କୁ ପ୍ରତିଶୋଧ ଓ କୁଶିକ୍ଷା ଶିକ୍ଷା ଦେଉଛନ୍ତି କିନ୍ତୁ ତଥାପି ଆପଣ ଚୁପ ରହିଲେ।

କିନ୍ତୁ ତଥାପି ଆପଣ ଆପଣଙ୍କ ପୁତ୍ର ମାନଙ୍କୁ ତାଙ୍କ ପାଖରେ ପାଳିତ ହେବା ପାଇଁ ଛାଡ଼ିଦେଲେ।ଏବେ ସ୍ଥିତି ଏହା ଯେ ଦୁର୍ଯୋଧନର ମୂର୍ଖତା ସୀମା ପାର କରିଯାଇଛି। ଗାନ୍ଧାରୀ କହିଲେ ତାଙ୍କୁ କ୍ଷମା କର କୃଷ୍ଣ ସେମାନେ ଜାଣିନାହାଁନ୍ତି ଯେ ସେମାନେ କେତେ ଶୀଘ୍ର ମୃତ୍ୟୁ ଆଡ଼କୁ ଗତି କରୁଛନ୍ତି।କୃଷ୍ଣ କହିଲେ ନାଇଁ ମାତା କ୍ରୋଧ ତ ସେହି ମନୁଷ୍ୟ ମାନଙ୍କ ଉପରେ କରାଯାଏ ଯେଉଁ ମାନଙ୍କ ପାଖରେ ନିର୍ଣ୍ଣୟ ନେବା ଭଳି ଜ୍ଞାନ ରହିଥାଏ।କିନ୍ତୁ ଭ୍ରାତା ଦୁର୍ଯ୍ୟୋଧନଙ୍କ ନିର୍ଣ୍ଣୟ ତ ତାଙ୍କ ଅଜ୍ଞାନରୁ ଉତ୍ପନ ହୋଇଥାଏ। ଭଗବାନ କୃଷ୍ଣ କହିଲେ ମୋ ହୃଦୟରେ କେବଳ ଭ୍ରାତା ଦୁର୍ଯ୍ୟୋଧନଙ୍କ ପାଇଁ ଦୟା ଅଛି ଆଉ କିଛି ନାହିଁ।

ଗାନ୍ଧାରୀ କହିଲେ ହେ ବାସୁଦେବ ଯଦି ଆପଣଙ୍କ ମନରେ ଦୟା ଅଛି ତ ଯୁଦ୍ଧକୁ ରୋକି ଦେଉନାହାଁନ୍ତି କାହିଁକି।ଭଗବାନ ଶ୍ରୀକୃଷ୍ଣ କହିଲେ କିପରି ଆଗକୁ ରୋକା ଯାଇପାରିବ।ଗାନ୍ଧାରୀ କହିଲେ ପ୍ରଭୁ କିଛି ତ ଉପାୟ ଥିବ ମୋ ପୁତ୍ର ମାନଙ୍କୁ ଆତ୍ମଘାତରୁ ରୋକିବା ପାଇଁ କିଛି ତ ଉପାୟ ଥିବ। ଦୁର୍ଯ୍ୟୋଧନଙ୍କୁ ପିତାମହ ଭୀଷ୍ମ,ଗୁରୁ ଦ୍ରୋଣ ଓ ଅଙ୍ଗରାଜ କର୍ଣଙ୍କ ସାମର୍ଥ୍ୟ ଉପରେ ବହୁତ ବିଶ୍ବାସ ରହିଛି।ପିତାମହ ଭୀଷ୍ମ ସିଂହାସନ ଦ୍ଵାରା ବନ୍ଧା ହୋଇଛନ୍ତି ଓ ଗୁରୁ ଦ୍ରୋଣ ନିଜ ବଚନ ଦ୍ଵାରା ବନ୍ଧା ହୋଇଛନ୍ତି କିନ୍ତୁ କର୍ଣ ମହାରାଜାଙ୍କୁ କୌଣସି ବଚନ ଦେଇନାହିଁ। ଶ୍ରୀକୃଷ୍ଣ କହିଲେ ଅଙ୍ଗରାଜ କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ ମିତ୍ରତାର ବଚନ ଦେଇଛନ୍ତି।

ଗାନ୍ଧାରୀ କହିଲେ ରାଜା,ଗୁରୁ,ବ୍ରାହ୍ମଣ ଆଦି ମାନଙ୍କୁ ଦେଇଥିବା ବଚନ କୌଣସି ପରିସ୍ଥିତିରେ ଭଙ୍ଗା ଯାଇପାରିବ ନାହିଁ।କିନ୍ତୁ ମିତ୍ରକୁ ଦେଇଥିବା ବଚନ ସେହି ମିତ୍ରର ଲାଭ ପାଇଁ ଭଙ୍ଗା ଯାଇପାରିବ।ଗାନ୍ଧାରୀ କହିଲେ ବାସୁଦେବ ଆପଣ କୌଣସି ଉପାୟ କରି କର୍ଣ୍ଣକୁ ଏହି ଯୁଦ୍ଧରେ ଭାଗ ନେବାରୁ ରୋକନ୍ତୁ।ଗାନ୍ଧାରୀ କହିଲେ ମୋତେ ବିଶ୍ୱାସ ଅଛି ଦୁର୍ଯ୍ୟୋଧନ ଯୁଦ୍ଧ କରିବା ପାଇଁ ସାହସ କରିବ ନାହିଁ।ଭଗବାନ କହିଲେ ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ନିଜେ ଜ୍ଞାନ ଗ୍ରହଣ କରିବା ପାଇଁ ସଜ୍ଜ ନ ହେବ ତ ସ୍ଵୟଂ ଈଶ୍ବରଙ୍କ ପାଇଁ ମଧ୍ୟ ତାକୁ ଜ୍ଞାନ ଦେବା ଅସମ୍ଭବ ଅଟେ।ଶ୍ରୀକୃଷ୍ଣ କହିଲେ ଯଦି କର୍ଣ୍ଣଙ୍କ ମାତା ତାଙ୍କୁ ବୁଝାନ୍ତି ତ ସେ ଯୁଦ୍ଧରୁ ଓହରି ଯାଇପାରନ୍ତି।

Leave a Reply

Your email address will not be published. Required fields are marked *