June 26, 2025

Odia Express

Here, There and Everywhere

ବିଗ୍ ବସ୍ ହାଉସ୍ ଯିବାକୁ ଚାହୁଁଥିଲେ Shamita ସେଟ୍ଟୀ, କିନ୍ତୁ ବଡ ଭଉଣୀ ଶିଳ୍ପା ସେଟ୍ଟୀ କରିଦେଲେ ମନା, ଏହା ଥିଲା କାରଣ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପରିବାର ଏହି ଦିନ ବହୁତ ଅସୁବିଧାର ସାମ୍ନା କରୁଛି, ତାଙ୍କ ସ୍ୱାମୀ ଓ ବିଜନେସ୍ ମ୍ୟାନ୍ ରାଜକୁନ୍ଦ୍ରାଙ୍କ ଉପରେ ଅଶ୍ଳିଳ ଫିଲ୍ମ ବନାଇବା ଓ ତାହାକୁ ଆପ୍ ଦ୍ୱାରା ରିଲିଜ୍ କରିବା ମାମଲାରେ ଜେଲ୍ ରେ ରଖାଯାଇଛି, ଏହି ମଧ୍ୟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ତାଙ୍କ ମା ସୁନନ୍ଦା ସେଟ୍ଟି ଉପରେ ଠକିବା ଆରୋପ ଲଗାଯାଇଛି, ଏହି ବିବାଦର କାରଣରୁ ଶିଳ୍ପା ସେଟ୍ଟି ବହୁତ ବଡ ପ୍ରୋଜେକ୍ଟ ହାତରୁ ହରାଇବସିଛନ୍ତି, ମାଲୁମ୍ ଥିବ କି ଏହି ବିବାଦ ମଧ୍ୟରେ ଶିଳ୍ପାଙ୍କ ଛୋଟ ଭଉଣୀ ସମିତା ସେଟ୍ଟୀ ବିଗ ବସ୍ ଘରକୁ ନିଜ ଭାଗ୍ୟ ପରଖିବାପାଈଁ ବାହାରିପଡିଥିଲେ, କିନ୍ତୁ ଘରର କିଛି ସଦସ୍ୟ ଚାହୁଁନଥିଲେ କି ସେ ଏହି ଅବସ୍ଥାରେ ବିଗ୍ ବସ୍ ଶୋରେ ଭାଗ ନିଅନ୍ତୁ ।

ମାଲୁମ୍ ଥିବ କି ସମିତା ସେଟ୍ଟିଙ୍କ ପାଇଁ ବିଗ୍ ବସ୍ ଘରେ ପ୍ରଥମଥର ଯିବାର ହୋଇନି ସେ ଏହା ପୁର୍ବରୁ ୨୦୦୯ ରେ ଏହି ଶୋରେ ଭାଗ ନେଇଛନ୍ତି, ସେହି ସମୟରେ ସମିତା ସେଟ୍ଟିଙ୍କୁ ଭଉଣୀ ଶିଳ୍ପା ସେଟ୍ଟିଙ୍କ ବାହାଘର କାରଣରୁ ଶୋରୁ ବାହାରକୁ ଆସିବାକୁ ପଡିଥିଲା, ପରେ ଏବେ କଥା ହେବା ସମିତା ଭଉଣୀ ଶିଳ୍ପା ମନା କରିବାପରେ ଏହି ଶୋରେ ଏଣ୍ଟ୍ରି କରିଥିଲେ, ଏକ ଖାସ୍ ରିପୋର୍ଟ ମୁତାବିକ ଶିଳ୍ପା କହିଲେ କି ଏହି କଥା ସାମ୍ଣାକୁ ଆସିଯାଇଛି କି ମୋର ଭଉଣୀ ସମିତା ବିଗ ବସ୍ ଘରେ ଅଛନ୍ତି, କିନ୍ତୁ ଯେପରି ସମିତା ଏହି କଥା ସାମ୍ନାରେ ରଖିଲେ ତେବେ ସେ ଲଣ୍ତନରୁ ଆଗାମୀ ଫ୍ଲାଇଟ୍ ନେଇକରି ମୁମ୍ବାଇ ଫେରିଆସିଥିଲେ ।

ଶିଳ୍ପା ତାଙ୍କ ଭଉଣୀ ସମିତାଙ୍କ ଘରକୁ ଯିବାର ପୁର୍ବରୁ ଦୁଇ ଦିନ ତାଙ୍କ ସହ କଟାଇବାକୁ ଚାହୁଁଥିଲେ, ସେ କହିଲେ କି ଲଗାତାର ସମିତାକୁ ବିଗ୍ ବସ୍ ଘରକୁ ଯିବାକୁ ରୋକୁଥିଲେ, ମୁଁ ତାଙ୍କୁ କହିଲି କି ଯଦି ସେଠାକୁ ଯିବେ ଓ ରହିଗଲେ ୩ ମାସ ସେଠାରେ ରହିବାକୁ ପଡିବ । ଶିଳ୍ପା ସେମିତି ନିଜ ଭଉଣୀ ସମିତାଙ୍କୁ ବିଗ୍ ବସ୍ ଶୋରେ ଭାଗ ନେବାକୁ ରୋକିଦେଲେ କିନ୍ତୁ ସେ ନିଜ ଭଉଣୀଙ୍କ ଏହି ଫଇସଲା ଉପରେ ବାହାଦୁରୀର ନାଁ ଦେଲେ, ସେ ସମିତାଙ୍କୁ ପ୍ରଶଂସା କରି କହିଲେ କି ତାଙ୍କ ପାଖରେ କିଛି ପର୍ସନାଲ୍ କାରଣ ଥିଲା, ତାଙ୍କୁ ଲାଗିଲା କି ଏବେ ତାଙ୍କୁ ଅପେକ୍ଷା କରିବା ଉଚିତ୍ , ସେ ବହାଦୁର ହେବାର ସହ ନିଜକୁ ପ୍ରାଇଭେଟ୍ ରଖନ୍ତି, ସେ କମ୍ କଥାବାର୍ତ୍ତାକରନ୍ତି, ଏମିତି ହାଲତରେ ତାଙ୍କୁ ଯାହା ବି ଫଇସଲା ନେଲେ ସେ ବଡକଥା ଅଟେ ।

ଭଉଣୀ ଶିଳ୍ପାଙ୍କ ଉପରେ ପଡୀଥିବା ଅସୁବିଧା ସତ୍ତ୍ୱେ ସମିତା ବିଗବସ୍ ଓଟିଟିରେ ଭାଗ୍ ନେବା ସହଜ ନଥିଲା, ସେ ଚୁନୋତିର ସାମ୍ନା କରି ଏହି ଶୋରେ ପାଦ ରଖିଥିଲେ, ବିଗ୍ ବସ୍ ଘରେ ସମିତାଙ୍କୁ ଦେଖିବାପରେ ଲୋକେ ଲଗାତାର ଟ୍ରୋଲ୍ କରୁଥିଲେ, ଅଭିନେତ୍ରୀ ଟ୍ରୋଲର୍ସଙ୍କ ଠାରୁ ହାର୍ ମାନିନଥିଲେ, ସେ ଶୋରେ ଆସିକରି କହିଲେ କି ସେ ଏହାର କଣ ପାଇଁ ଭାଗ ନେଲେ, ଶୋର ପ୍ରିମିୟରରେ ସମିତା କହିଲେ କି ମୁଁ ୧୦ ବର୍ଷ ପରେ ଏହି ଶୋରେ ଆସିଛି, ଏଥିପାଇଁ ମୁଁ ଧନ୍ୟବାଦ୍ ଦେବାକୁ ଚାହୁଁଛି, ଏହି ସମୟରେ ବହୁତ କିଛି ବଦଳିସାରିଛି, ମୁଁ ବି ବହୁତ ବଦଳିସାରିଛି, ସମୟ ଭଲ ହେଉ କିମ୍ବା ଖରାପ ଯେବେ ଆମେ ନିଶ୍ୱାସ ନେବାକୁ ଭୁଲନ୍ତି ନାହିଁ ତେବେ ଆମର୍ କାମ କଣପାଇଁ ଛାଡିବା ।

Leave a Reply

Your email address will not be published. Required fields are marked *