October 24, 2024

Odia Express

Here, There and Everywhere

ମୁମ୍ବାଇର ସବୁଠାରୁ ମହଙ୍ଗା ଇଲାକାରେ Tiger Shroff କିଣିଲେ ନିଜ ନୁଆ ବଙ୍ଗଳା, ଦେଖନ୍ତୁ ଅଭିନେତାଙ୍କ ଲକଜୁରି ଆପର୍ଟମେଣ୍ଟର ଏକ ବଢିଆ ଝଲକ

ବଲିଉଡ୍ ର ଜଣାଶୁଣା ଅଭିନେତା ଟାଇଗର୍ ଶ୍ରଫଙ୍କ ନାଁ ବଲିଉଡ୍ ର ସବୁଠାରୁ ପପୁଲାର୍ ଓ ସବୁଠାରୁ ସଫଲ ଅଭିନେତ୍ରୀଙ୍କ ଲିଷ୍ଟରେ ଜଣାଯାଏ, ଓ ଟାଇଗର୍ ଶ୍ରଫ୍ ବହୁତ କମ୍ ସମୟରେ ନିଜ ବଢିଆ ଅଭିନୟ ବଳରେ ଫିଲ୍ମ ଇଣ୍ତଷ୍ଟ୍ରିରେ ଏକ ଅଲଗା ପରିଚୟ ବନାଇଥିଲେ, ଓ ଏବେ କାର ସମୟରେ ଟାଇଗର୍ ଶ୍ରଫଙ୍କ ବଲିଉଡ୍ ରେ ସବୁଠାରୁ ପପୁଲାର୍ ଆକ୍ସନ୍ ହିରୋ ଭାବେ ଜଣାଯାଏ । ଟାଇଗର୍ ଶ୍ରଫ୍ ନିଜ ଅଭିନୟ କ୍ୟାରିୟରର ଆରମ୍ଭ ଫିଲ୍ମ ହିରୋପନ୍ତିରୁ କରିଥିଲେ, ଏହାପରେ ସେ ନିଜ କ୍ୟାରିୟରରେ ଗୋଟେ ରୁ ବଳି ଗୋଟେ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି, ସେମିତି ଟାଇଗର୍ ଶ୍ରଫ୍ ଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଜବରଦସ୍ତ ଅଛି, ଓ ସେ ସୋସିଆଲ୍ ମିଡିଆରେ ବହୁତ୍ ସକ୍ରିୟ ଅଛନ୍ତି, ଓ ବହୁତଥର ନିଜ ଷ୍ଟାଇଲିଷ୍ଟ ଫଟୋ ଫ୍ୟାନ୍ସଙ୍କ ସହ ସେୟାର୍ କରନ୍ତି, ଯାହା ବହୁତ ଭାଇରାଲ୍ ହେଉଛି ।

ଏହି ମଧ୍ୟରେ ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ମୁମ୍ବାଇର ସବୁଠାରୁ ମହଙ୍ଗା ଇଲାକାରେ ଏକ ବଙ୍ଗଳା କିଣିଛନ୍ତି, ଆଜି ଆମେ ଆପଣଙ୍କୁ ଟାଇଗର୍ ଙ୍କ ଏହି ବଙ୍ଗଳା ବିଷୟରେ କହିବୁ ଓ ଦେଖାଇବୁ , ଆସନ୍ତୁ ତାଉପରେ ପକାଇବା ଏକ ନଜର ।

ଟାଇଗର୍ ଶ୍ରଫ୍ ନିଜର ଏହି ନୁଆ ଘର ମୁମ୍ବାଇର ଖାର୍ ୱେଷ୍ଟ୍ ରେ ରୁସ୍ତମ ଜୀ ପାରାମାଉଣ୍ଟରେ କିଣିଛନ୍ତି,  ଓ ଏହି ଜାଗା ମୁମ୍ବାଇର ସବୁଠାରୁ ମହଙ୍ଗା ଇଲାକା ଭାବେ ଜଣାଯାଏ , ଯେଉଁଠି ଗୋଟେ ପଟେ ଅଲଟ୍ରା ଏକ୍ସକ୍ଲୁଜିଭ୍ ଓ ସେଫ୍ ଗେଟେଡ୍ କମ୍ୟୁନିଟି ମହଜୁଦ୍ ଅଛି ଏଥିରେ ୨,୩,୪,୫,୬ ଓ ୮ ବିଏଚକେ ବହୁତ ସାରା ଆପାର୍ଟମେଣ୍ଟ ଅଛି, ସେମିତି ଟାଇଗର୍ ଶ୍ରଫ୍ ଯେଉଁ ଘର କିଣିଛନ୍ତି ତାହା ଗୋଟେ କିମ୍ବା ଦୁଇଟି ନୁହେଁ ବରଂ ପୁରା ୮ ଟି ରୁମ୍ ଅଛି ଓ ଅଭିନେତା ଏତେ ବଡ ଘର ନିଜ ପରିବାର ପାଇଁ କିଣିଛନ୍ତି, ଓ ଏହି ଘରେ ଟାଇଗର୍ ଶ୍ରଫ୍ ଓ ନିଜ ବାପା ମା ଓ ଭଉଣୀ କୃଷ୍ଣାଙ୍କ ସହ ରହନ୍ତି ।

ମିଡିଆ ରିପୋର୍ଟରୁ ଜଣାଯାଏ ଯେ ଟାଇଗର୍ ଶ୍ରଫ୍ ନିଜ ଘରର ଇଣ୍ଟେରିୟର୍ ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍ ଭାଇ ଏଲନଙ୍କ ଠାରୁ କରାଇଥିଲେ, ଓ ଏଲେନ୍ ଏବେ ପର୍ଯ୍ୟନ୍ତ ବଲିଉଡ୍ ର ବହୁତ ଜଣାଶୁଣା କଳାକାରଙ୍କ ଘରକୁ ଇଣ୍ଟେରିୟର୍ ଡିଜାଇନ୍ ଦେଇଛନ୍ତି, କହିଦେବୁ କି ଏହା ପୁର୍ବରୁ ଟାଇଗର୍ ଶ୍ରଫ୍ କାର୍ଟର୍ ରୋଡ୍ ଏକ ବିଲିଡିଙ୍ଗ୍ ରେ ଭଡାରେ ରହୁଥିଲେ, କିନ୍ତୁ ଏବେ ଅଭିନେତା ନିଜର ଏକ ଭଲ ଆଲିଶାନ୍ ବଙ୍ଗଳା କିଣିନେଇଛନ୍ତି, ଓ ମହଜୁଦା ସମୟରେ ଟାଇଗର୍ ଶ୍ରଫ୍ ନିଜ ପରିବାର ସହ ଏହି ସୁନ୍ଦରତା ଓ ଲକଜୁରୀ ଆପାର୍ଟମେଣ୍ଟରେ ରହୁଛନ୍ତି ।

କହିଦେବୁ କି ଟାଇଗର୍ ଶ୍ରଫ୍ ଘର ଆରବ ସାଗରର୍ ନଜାରା ବହୁତ ସୁନ୍ଦର ଦେଖାଯାଉଛି, ଓ ସେମିତି ଟାଇଗର୍ ଶ୍ରଫ୍ ପୁର୍ବରୁ ଏହି କମ୍ପ୍ଲେକ୍ସରେ ରାଣୀ ମୁର୍ଖାଜୀ, ହାର୍ଦ୍ଧିକ୍ ପାଣ୍ତିଆ କୁର୍ଣ୍ଣାଲ୍ ପାଣ୍ତିଆ, ମେଘନା ପୁରୀ, ଦିଶା ପଠାନୀ ପରି ଜଣାଶୁଣା କଳାକାରମାନେ ଘର ତିଆରି କରିଛନ୍ତି । କଥା ହେବା ଟାଇଗର୍ ଶ୍ରଫଙ୍କ ୱାର୍କଫ୍ରଣ୍ତର ତେବେ ଶେଷଥର ଟାଇଗର୍ ଶ୍ରଫ୍ ଫିଲ୍ମ ବାଗି ୩ ରେ ଦେଖାଯାଇଥିଲା, ଏବେ ସ୍ୱତନ୍ତ୍ରତା ଦିବସରେ ବନ୍ଦେ ମାତରମ୍ ରିପ୍ରାଇଜ୍ ବର୍ଜନ୍ ରିଲିଜ୍ କରାଯାଇଛି

ଏହି ଗୀତରେ ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ନିଜ ଆବାଜ୍ ଦେଇଛନ୍ତି, ଓ ସେମିତି ଏହି ଗିତକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି, ଓ ଏତିକି ନୁହେଁ ଆମର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାଇଗର୍ ଶ୍ରଫଙ୍କ ଗିତକୁ ପ୍ରଶଂସା କରିଛନ୍ତି । ସେମିତି ଏହି ଦିନ ଟାଇଗର୍ ଶ୍ରଫ୍ ନିଜ ଅପକମିଙ୍ଗ୍ ଫିଲ୍ମ୍ ଗଣପତ ସୁଟିଙ୍ଗ୍ ରେ ବ୍ୟସ୍ତ ଅଛନ୍ତି, ଓ ଏହି ଫିଲ୍ମରେ ଟାଇଗର୍ ଶ୍ରଫ୍ ସହ ବଲିଉଡ୍ ଅଭିନେତ୍ରୀ କୃତ୍ତି ସେନନ୍ ମୁଖ୍ୟ ରୋଲ୍ ରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *