October 24, 2024

Odia Express

Here, There and Everywhere

ମଜାଳିଆ ଜୋକ୍ସ : କ୍ଲାସରେ ଶିକ୍ଷକ ଗପୁ କୁ ପଚାରିଲେ କି କୁହ ସେ କେଉଁ Department ଅଛି ଯେଉଁଠି ମହିଳା କାମ କରିପାରିବେ ନାହିଁ ?ଉତ୍ତର ଶୁଣିକି ଚମକି ପଡିଲେ ପୁରା କ୍ଲାସ

1 min read

ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହା ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ରେ ଅଛି ଆମେ ବିଶ୍ୱାସ କରୁଛୁ କି ଏହି ଜୋକ୍ସଗୁଡିକ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ, ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ପୁଅ- ବାପା ରାଜା ଦଶରଥଙ୍କ ୩ ଟି ରାଣୀ ଥିଲେ, କିନ୍ତୁ ମୋର ତ ଗୋଟେ ମା ଅଛି ? ବାପା- ହଁ ପୁଅ ମୋର ଭଗବାନ କରିଥାନ୍ତେ ହେଲେ ୩ଜଣ ସ୍ତ୍ରୀ, ଭିତରୁ ମାଙ୍କ ପାଟି ଶୁଭେ, ଏବେ ୧୨ ଟା ବେଳେ ଏହି ମହାଭାରତ ଦେଖାଇବି ଯେଉଁଥିରେ ଦ୍ରୋପଦିଙ୍କ ୫ ଜଣ ସ୍ୱାମୀ ଥିଲେ, ଏବେ ସବୁଆଡେ ଚୁପ୍ ଚାପ୍ ।

୨) ଏକ ବୟସ୍କ ବ୍ୟକ୍ତି ସବୁ ବର୍ଷ ନିଜ ସ୍ତ୍ରୀକୁ ବାହାହେଉଥିଲା, ପଣ୍ତିତ କହିଲେ- ଏମିତି କଣ ପାଇଁ ? ବୟସ୍କ ବ୍ୟକ୍ତି କହିଲେ- ଖାଲି ଗୋଟେ ଶବ୍ଦ ଶୁଣିବାପାଇଁ , ପଣ୍ତିତଜୀ- କେଉଁ ସେହି ଶବ୍ଦ ?ବୟସ୍କ- ସେ ଯାହା ଆପଣ କହନ୍ତି , ଝିଅକୁ ଡକାଅ ପଣ୍ତିତ ଜୀ ବେହୋସ୍ ।

୩) ସାନ୍ତା ଏୟାରଟେଲ୍ ଅଫିସ୍ କୁ ଫୋନ୍ କଲା, ସାନ୍ତା- ମୋର ଫୋନ୍ ବିଲ୍ ବହୁତ ଅଧିକା ଆସୁଛି, ଏତେ ତ ମୁଁ କଥା ହେଇନି, ଏୟାରଟେଲ୍ ପ୍ରତିନିଧି- ସାର୍ ଆପଣଙ୍କ କଣ ପ୍ଲାନ୍ ଅଛି ? ସାନ୍ତା- ଏବେ ତ ମାର୍କେଟ୍ ରେ ଆସିଛି, ସଂନ୍ଧ୍ୟାକୁ ମଦ ପିଇବି, ଆପଣ ନିଜର କୁହନ୍ତୁ ।

୪) ବ୍ୟକ୍ତି- କଣ ଭାଇ ଆଯିକାଲି କିଛି କବିତା ଲେଖୁନ, କଣ ହେଇଛି, କବି- ନା ଭାଇ, ଯେଉଁ ଝିଅ ପାଇଁ ଲେଖୁଥିଲି ତାହାର ବାହାଘର ହେଇଗଲା, ବ୍ୟକ୍ତି – ତେବେ ବିରହରେ କବିତା ଆହୁରିଭଲ ହେବ, କବି- ତୁ ବୁଝିପାରୁନୁ ଭାଇ, ତାହାର ବାହାଘର ମୋର ସହ ହୋଇଛି ।

୫) ମୋର ପାଖକୁ ସାନ୍ତା କ୍ଲଜ୍ ର କଲ୍ ଆସିଲା ଓ କହିଲା କିଛି ୱିସ୍ କରିଦିଅ, ମୁଁ କହିଲି ମୋର ସ୍ତ୍ରୀ ସହ ଝଗଡା ବହୁତ ହେଉଛି ଅଲଗା ଗୋଟେ ସ୍ତ୍ରୀ ଦେଇଦିଅ, ସାନ୍ତା କ୍ଲଜ୍ ମୋତେ ବହୁତ୍ ମାରିଲେ ତାପରେ ଜଣାପଡିଲା କି ମୋର ସ୍ତ୍ରୀ ସାନ୍ତା କ୍ଲଜ୍ ହୋଇକରି ଆସିଥିଲା ।

୬) ଡାକ୍ତର- ଆପଣଙ୍କ ସ୍ୱାମୀଙ୍କୁ ଆରାମର ବହୁତ ଦରକାର ଅଛି, ଏଇ ନିଅନ୍ତୁ ନିଦରବଟିକା, ସ୍ତ୍ରୀ –ତାଙ୍କୁ କେତେବେଲେ ଦେବି ଡାକ୍ତର୍ ସାର୍, ଡାକ୍ତର- ଏହା ତାଙ୍କ ପାଇଁ ନୁହେଁ ଆପଣଙ୍କ ପାଇଁ ।

୭) ଶିକ୍ଷକ- ଏକ ଗିନାରେ ୧୦ ଟି ଆମ୍ବ ଅଛି , ସେଥିରୁ ୨ ଟି ଆମ୍ବ ପଚରା ପଡିଲା, କୁହ କେତୋଟି ଆମ୍ବ ଅଛି ? ସଞ୍ଜୁ –ସାର୍ ୧୦ ଟି ଆମ୍ବ, ଶିକ୍ଷକ-କେମିତି, ସଞ୍ଜୁ ସାର୍ ପଚିଯିବାପରେ ବି ଆମ୍ବ ତ ଆମ୍ବ ରହିବ ନା , କଦଳି ହେବନି, ଆଜି ସଞ୍ଜୁ ଓକିଲ ହୋଇସାରିଛି ।

୮) ବାପା –ପୁଅ ତୋର ପରିକ୍ଷା ରେଜଲ୍ଟ କଣ ହେଲା ? ପପୁ- ବାପା ମୋର ୮୦ ପ୍ରତିଶତ ମାର୍କ ଆସିଛି, ବାପା- କିନ୍ତୁ ମାର୍କସିଟ୍ ରେ ୪୦ ପ୍ରତିଶତ ଲେଖା ହୋଇଛି, ପପୁ- ବାକି ୪୦ ପ୍ରତିଶତ ଆଧାରକାର୍ଡ ଲିଙ୍କ୍ ହେଲେ ସିଧା ଏକାଉଣ୍ଟରେ ଆସିଯିବ ବାପା ।

୯) ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିବାର ଅଚୁକ ଉପାୟ, ଯେବେ ବ୍ଲଡ୍ ପ୍ରେସର୍ ହାଇ ହୋଇଯିବ, କିଛି ସମୟ ଶାଳି ସହ କଥା ହୁଅନ୍ତୁ, ଓ ଯେବେ ବ୍ଲଡ୍ ପ୍ରେସର୍ ଲୋ ହୋଈଯିବ ତେବେ କିଛି ସମୟ ଘରବାଲି ସହ କଥା ହୁଅନ୍ତୁ ।

୧୦) ଶିକ୍ଷକ – ସେ କେଉଁ ଡିପାର୍ଟମେଣ୍ଟ ଅଟେ, ଯେଉଁଥିରେ ମହିଳା ମାନେ କାମ କରିପାରିବେ ନାହିଁ, ଗପୁ- ଫାୟାର୍ ବ୍ରିଗେଡ୍, ଶିକ୍ଷକ –କେମିତି ? ଗପୁ- କାରଣ ମହିଳାଙ୍କ କାମ ନିଆଁ ଲଗାଇବା ହୋଇଥାଏ ନିଆଁକୁ ଲିଭାଇବା କାମ ନୁହେଁ ।

Leave a Reply

Your email address will not be published. Required fields are marked *