June 20, 2025

Odia Express

Here, There and Everywhere

ବିବାହରେ ସାଙ୍ଗ ଦେଲା Special ଗିଫ୍ଟ, ଦେଖିକରି ଲୋକେ କହିଲେ ବରକୁ ଏବେ ଜୀବନ ସାରା କମାଇବାକୁ ପଡିବନାହିଁ

ଭାରତୀୟ ବାହାଘରର କଥା କିଛି ଅଲଗା ହୋଇଥାଏ, ଏଠାରେ ଏତେ ସାରା ରୀତିନିତି ଅଛି ଯାହା ଏହି ବାହାଘରକୁ ଆହୁରି ମଜାଦାର୍ କରିଦିଏ, ସେମିତି ବାହାଘରରେ ଆସୁଥିବା ଅତିଥି ବିବାହର ମସ୍ତିକୁ ଆହୁରି ମଜା ବନାଇଦିଏ, ବିବାହ ନିଜର ହେଉ କିମ୍ବା କେଉଁ ବନ୍ଧୁର କିମ୍ବା କେଉଁ ସଂମ୍ପର୍କୀୟର ମଜା ସବୁଥିରେ ଆସିଥାଏ , ବିବାହରେ ବର ବରର ସାଙ୍ଗ ବହୁତଥର  ହସି ମଜାକ୍ ବି କରନ୍ତି, ବହୁତଥର ଏଇ ହସିମଜାକ୍ ଅନୋଖା ହୋଇଥାଏ, ଦେଖିଲା ଲୋକ ହସିହସି ଲୋଟପୋଟ ହୋଇଯାଆନ୍ତି ।

ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଇଥିବା ଏହି ଅନୋଖା ଭିଡିଓ ଦେଖିନିଅନ୍ତୁ, ଏହି ଭିଡିଓରେ ବରଂ କନ୍ୟାର ଷ୍ଟେଜରେ ବସିଛନ୍ତି, ଲୋକେ ଷ୍ଟେଜରେ ଆସିକରି ସମସ୍ତେ ଦେଖାକରୁଛନ୍ତି, ଏହି ସମୟରେ ବିବାହର ଆସିଥିବା ଅତିଥି ଷ୍ଟେଜରେ ବର କନ୍ୟାଙ୍କୁ ଗିଫ୍ଟ ଦିଅନ୍ତି, ଏହି ଉପହାରକୁ ନେଇକରି ବର କନ୍ୟାଙ୍କ ମନରେ ଉତ୍ସାହ ଆସିଥାଏ, କିନ୍ତୁ ଆଜି ଆମେ ଯେଉଁ ଭାଇରାଲ୍ ଭିଡିଓ ଆପଣଙ୍କୁ କହିବାକୁ ଯାଉଛୁ, ସେଥିରେ ଏକ ସାଙ୍ଗ ନିଜ ବରକୁ ଏମିତି ଗିଫ୍ଟ ଦେଇଥାଏ ଯାହା ଦେଖିକରି ବିଶ୍ୱାସ୍ କରିପାରିବେ ନାହିଁ

ଭାଇରାଲ୍ ଭୀଡିଓରେ ଦେଖିପାରିବେ କି କେମିତି ବରର ସାଙ୍ଗ ଷ୍ଟେଜକୁ ଆସିଥାଏ ଓ ପକେଟରୁ ଦୁଇଟି ପଇସା ବାହାର କରିଦିଏ, ଏହାପରେ ଏହି ପଇସାକୁ କ୍ୟାମେରା ସାମ୍ନାରେ ଶୋ ଅଫ୍ କରିଥାଏ, ଓ ସେ ବର ଓ କନ୍ୟାର ପଛରେ ଠିଆ ହୋଇଥାଏ, ଏହି ସମୟରେ ବରକୁ କେଉଁ ଅନ୍ଦାଜା ନଥାଏ କି ତାର ସାଙ୍ଗ ତାର ପଛପଟେ କଣ କରୁଛି, ପରେ ସେ ବରର କାନ୍ଧରେ ଦୁଇଟି ପଇସା ଦେଇଦିଏ, ତାପରେ ବର ବୁଝିଯାଏ କି ଏହା କାହାଣୀ କଣ । ଏହି ଭିଡିଓ ଫେସବୁକ୍ ରେ ସତପାଲ୍ ସିଂହ ସତପାଲ୍ ନାମର ଏକାଉଣ୍ଟରୁ ସେୟାର୍ କରାଯାଇଛି ଭିଡିଓ ସେୟାର୍ କରି ସେ କ୍ୟାପସନରେ ଲେଖିଥିଲେ କି ଏହି ଭାଇତ ହନିମୁନ୍ ପ୍ୟାକେଟ୍ ଗିଫ୍ଟ କରିଦେଲା

ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ଲକ୍ଷ ଭ୍ୟୁଜ୍ ମିଳିସାରିଛି, ଲୋକେ ଏହା ଉପରେ ମଜାଦାର୍ କମେଣ୍ଟସ୍ କରୁଛନ୍ତି, ଯେପରି ଜଣେ ୟୁଜର୍ ଲେଖିଲେ ଏବେ ବର ଜୀବନ ସାରା କମାଇବା ଦରକାର ପଡିବ ନାହିଁ, ଆଉଜଣେ ୟୁଜର୍ ଲେଖିଥିଲେ କି ଏହି ଭାଇ ବିବାହରେ ଏମିତି କେଉଁ ମଜାକ୍ କରିଥିବ ଏବେ ଏହାର ବଦଲା ନେଉଛି, ଆଉଏକ ଅନ୍ୟ କମେଣ୍ଟରେ ଜଣେ ୟୁଜର୍ ଲେଖନ୍ତି କି ବହୁତ ସାରା ସେଭିଙ୍ଗ୍ କରିନେଲେ ସାଙ୍ଗର ବାହାଘର ପାଇଁ ଖାଲି ଏହି ପରି ଆଉ କିଛି ମଜାଦାର୍ କମେଣ୍ଟ ଆସିଥିଲା । ଟିକିଏ ଭାବନ୍ତୁ ଯଦି ଆପଣଙ୍କ ବାହାଘରରେ କେଉଁ ସାଙ୍ଗ କିମ୍ବା ସଂମ୍ପର୍କୀୟ ଗୋଟେ ପଇସା ଦେଲେ ଆପଣ କେମିତି ରିଆକ୍ଟ କରିବେ କମେଣ୍ଟ ବକ୍ସରେ ଲେଖିକରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *