ଆସିବାକୁ ଅଛି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ, Janmastami ରେ କରନ୍ତି ଏହି ଉପାୟ, ଭଗବାନ ଶ୍ରୀକୃଷ୍ଣ କରିବେ ଆପଣଙ୍କ ଉପରେ କୃପା
1 min readରକ୍ଷାବନ୍ଧନ ପରେ ଜନ୍ମଷ୍ଟମୀର ଉତ୍ସବ ପାଖେଇ ଆସୁଛି, କୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ହୋଇଥାଏ, ଯେଉଁଠି ସବୁ ବର୍ଷ ଭାଦ୍ରପଦ ମାସରେ କୃଷ୍ଣ ପକ୍ଷ ଅଷ୍ଟମୀ ତିଥୀକୁ ପାଳନ କରାଯାଏ , ଏହି ଦିନ ଅଧାରାତିକୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା, ଆପଣଙ୍କୁ କହିଦେବୁ କି ଏହି ବର୍ଷ ଜନ୍ମାଷ୍ଟମୀ ୩୦ ଅଗଷ୍ଟ ୨୦୨୧ କୁ ପାଳନ କରାଯିବ, ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ କୃଷ୍ଣଙ୍କର ଜନ୍ମତିଥି ରୋହିଣୀନକ୍ଷତ୍ରରେ ହୋଇଥିଲା, ପୁରା ଦେଶରେ ଜନ୍ମାଷ୍ଟମୀର ଉତ୍ସବ ବଡ ଧୁମ୍ ଧାମରେ ପାଳିତ କରାଯାଏ , ବିଶେଷ ରୁପରେ ମଥୁରା-ବୃନ୍ଦାବନରେ ଏହି ଉତ୍ସବ ଅଲଗା ଭାବେ ପାଳନ କରାଯିବାର ଦେଖାଯାଏ ।
କୃଷ୍ଣଙ୍କ ଜନ୍ମାଷ୍ଟମୀ ଦିନ ଖାସ୍ କରି ମନ୍ଦିର ଓ ଘରର ଲୋକେ ବାଳ ଗୋପାଳ ଜନ୍ମ ଉତ୍ସବ ଆୟୋଜନ କରନ୍ତି, ଏହି ଦିନ ବାଳ ଗୋପାଳଙ୍କ ପାଇଁ ପାଳଙ୍କି ସଜା ଯାଏ, ଆପଣଙ୍କୁ କହିଦେବୁ କି କୃଷ୍ଣଙ୍କ ଜନ୍ମାଷ୍ଟମୀ ଦିନ ନିସନ୍ତାନ ଦମ୍ପତି ବିଶେଷ କରି ଜନ୍ମାଷ୍ଟମୀର ବ୍ରତ ରଖିଥାନ୍ତି, ବାଳ ଗୋପାଳ କୃଷ୍ଣ ଜନ୍ମାଷ୍ଟମୀ ଦିନ କିଛି ବିଶେଷ ଉପାୟ କରିଲେ ଏଥିରେ ବ୍ୟକ୍ତିର ସବୁ ମନୋକାମନା ଶିଘ୍ର ପୁରା ହୋଇଯାଏ , ଓ ଭଗବାନ କୃଷ୍ଣଙ୍କ ଆଶିର୍ବାଦ ମିଳିପାରେ, ଆଜି ଆମେ ଏହି ଲେଖରେ କୃଷ୍ଣଙ୍କ ଜନ୍ମାଷ୍ଟମୀର କିଛି ଉପାୟ କହିବାକୁ ଯାଉଛୁ ।
୧) ଯଦି ଆପଣଙ୍କ ଧନ ସହ ଯୋଡି ହୋଇଥିବା କିଛି ଅସୁବିଧା ଅଛି ଓ ସେଥିରୁ ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଜନ୍ମାଷ୍ଟମୀ ଦିନ କେଉଁ ଗାଈ ର ବାଛୁରିର ଛୋଟ ପ୍ରତିମା ନେଇକରି ଆସନ୍ତୁ, ଏମିତି କରିଲେ ପଇସା ସହ ଯୋଡି ହୋଇଥିବା ସବୁ ଅସୁବିଧା ଦୁର ହୋଇଯିବ, ଓ ଆର୍ଥିକ ସ୍ଥିତିରେ ସୁଧାର ବି ଆସିଯିବ, ଏତିକି ନୁହେଁ ବରଂ ଏହି ଉପାୟ କରିଲେ ସନ୍ତାନଙ୍କ ସହ ଯୋଡି ହୋଇଥିବା ସବୁ ଅସୁବିଧାରୁ ମୁକ୍ତି ମିଳିପାରିବ ।
୨) ଆପଣ ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କୁ ରୁପାର ବଇଁଶୀ ଅର୍ପିତ କରିପାରିବେ , ପୁଜା ପରେ ଏହି ବଇଁଶିକୁ ନିଜ ପର୍ସରେ କିମ୍ବା ପଇସା ରଖୁଥିବା ସ୍ଥାନରେ ରଖିଦେବେ, ଏମିତି କରିଲେ ଧନର ସମସ୍ୟା ଦୁର ହୋଇଯିବ ।
୩) ଯଦି ଆପଣ ନିଜ ମନୋକାମନା ପୁରା କରିବାକୁ ଚାହୁଁଛନ୍ତି ତେବେ ଏଥିପାଁ ଜନ୍ମାଷ୍ଟମୀରେ କୃଷ୍ଣଙ୍କୁ ୫୬ ଭୋଗରେ ତିଆରି ବ୍ୟଞ୍ଜନ ତିଆରି କରି ଅର୍ପଣ କରନ୍ତୁ, ଧାର୍ମିକ ମାନ୍ୟତା ଅନୁସାରେ ଏହି ୫୬ ଭୋଗ ଦ୍ୱାରା ଶ୍ରିକୃଷ୍ଣ ଜଲଦି ପ୍ରସନ୍ନ ହୋଇଥାନ୍ତି, ଓ ଭକ୍ତର ସବୁ ମନୋକାମନା ଜଲଦି ହିଁ ପୁରା କରନ୍ତି ।
୪) ଆପଣଙ୍କୁ କହିଦେବୁ କି ଭଗବାନ ଶ୍ରିକୃଷ୍ଣ ଭଗବାନ ବିଷ୍ଣୁଙ୍କର ଅବତାର ଅଟନ୍ତି ଭଗବାନ ଶ୍ରୀହରି ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପାରିଜାତର ଫୁଲ ବହୁତ ପସନ୍ଦ , ଏଥିପାଇଁ ଆପଣ ଜନ୍ମାଷ୍ଟମୀର ଦିନ ପୁଜା ସମୟରେ ପାରିଜାତର ଫୁଲ ନିଶ୍ଚିତ ଅର୍ପଣକରନ୍ତୁ, ଏଥିରେ କୃଷ୍ଣ ଭଗବାନ ପ୍ରସନ୍ନ ହେବେ ।
୫) ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୁର ପୁଛ ତାଙ୍କ ମୁକୁଟର ଶୋଭା ବଢାଏ, ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁର ପୁଚ୍ଛ ବହୁତ ପ୍ରିୟ ହୋଇଥାଏ, ଏଥିପାଇଁ ଜନ୍ମାଷ୍ଟମୀର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁର ପୁଚ୍ଛ ନିଶ୍ଚିତ ଅର୍ପଣ କରନ୍ତୁ ।
୬) ଜନ୍ମାଷ୍ଟମୀର ଦିନ ଭଗବାନ କୃଷ୍ଣଙ୍କ ବାଳ ରୁପରେ ପୁଜା କରାଯାଏ , ଆପଣଙ୍କୁ କହିଦେବୁ କି ଭଗବାନ ବିଷ୍ଣୁଙ୍କ ଅବତାର କୃଷ୍ଣଙ୍କର ବାଳ ସ୍ୱରୁପ ଅଭିଷେକ ଜନ୍ମାଷ୍ଟମୀ ବାଲା ଦିନ ଶଙ୍ଖରେ କ୍ଷୀର ନେଇକରି କରନ୍ତୁ, କାରଣ ବିଷ୍ଣୁଙ୍କୁ ଶଙ୍ଖ ବହୁତ ପ୍ରିୟ ହୋଇଥାଏ ।