October 28, 2024

Odia Express

Here, There and Everywhere

ମଜାଦାର୍ Chutkula – ସ୍ୱାମୀ ରାଗରେ ନିଜ ସ୍ତ୍ରୀକୁ କହେ, ସ୍ୱାମୀ-ପୁଅ କେତେବେଳରୁ କାନ୍ଦୁଛି ଚୁପ୍ କରାଅ ଜଲଦି ତାପରେ ସ୍ତ୍ରୀ ଯାହା କହିଲେ ଶୁଣିକି ସ୍ୱାମୀ ବେହୋସ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା

୧) ପପୁ ପାରାସୁଟ୍ ବିକ୍ରି କରୁଥିଲା, ଉଡାଜାହାଜରୁ ଡିଅଁ ବଟନ ଦବାଅ, ଓ ତଳେ ସୁରକ୍ଷିତ ପହଞ୍ଚିଯାଅ, ଗ୍ରାହକ- ଯଦି ପାରସୁଟ୍ ଖୋଲିବନି ତ ? ପପୁ- ତେବେ ପଇସା ଫେରାଇଦେବି ।

୨) ସ୍କୁଲରୁ ଆସିବାପରେ ପପୁ ନିଜ୍ ବାପାଙ୍କୁ କହେ ବାପା, ମୋତେ ମ୍ୟାଡାମ୍ ସବୁଦିନ ମାରୁଛନ୍ତି, ବାପା- ତୁ ଡରନି ପୁଅ, ତୁ ମୋର ବାଘ ଛୁଆ ଅଟୁ, ପପୁ- ମ୍ୟାଡାମ୍ ବି ଏଇଟା କହୁଛନ୍ତି ବାପା ବାପା- କଣ କହୁଛନ୍ତି ? ପପୁ- ଜଣାନାହିଁ କେଉଁ ପଶୁର ଛୁଆ ଇଏ, କିଛି ପଢୁନି ।

୩) ଛାତ୍ର- ସାର୍, ଶିକ୍ଷକ- ହଁ କହ ଛାତ୍ର- ମୁଁ ଯେଉଁ କାମ କରିନାହିଁ କଣ ତାର ଦଣ୍ତ ମୋତେ ମିଳିବକି ସାର୍ ? ଶିକ୍ଷକ- ବିଲକୁଲ୍ ନୁହେଁ, ଛାତ୍ର-ସାର୍ ମୁଁ ଆଜି ହୋମୱାର୍କ କରିନି ।

୪) ଶିକ୍ଷକ- ଗୋଟେ ପଟେ ପଇସା ଓ ଅନ୍ୟ ପଟେ ଦିମାଗ୍ ରହିବ ତ କଣ ବାଛିବ, ଟିଟୁ –ପଇସା, ଶିକ୍ଷକ- ଭୁଲ୍, ମୁଁ ଦିମାଗକୁ ବାଛନ୍ତି, ଟିଟୁ- ଠିକ୍ କହୁଛନ୍ତି ସାର୍, ଯାହାପାଖରେ ଯେଉଁ ଜିନିଷର କମି ଅଛି ସେ ସେଇଟାକୁ ହିଁ ବାଛେ ।

୫) ସାନ୍ତା- ସାଙ୍ଗ ତୋର ଲାଇଫ୍ ରେ କେହି ଝିଅ କଣ ପାଇଁ ଆସନ୍ତି ନାହିଁ ? ବାନ୍ତା- ଜୀବନ ଆମର ଏମିତି ମିଶିଯାଇଛି ଖୁସି କେଜାଣି କେଉଁଠି ପୋତି ହୋଇଯାଇଛି, ବହୁତ ଲେଖିଲେ ଭଗବାନ ଲୋକଙ୍କ ଭାଗ୍ୟ ପ୍ରେମରେ ଯେବେ ଆମର ସମୟ ଆସିଲା ତ କଲମରୁ କାଳି ଶେଷ ହୋଇଗଲା ।

୬) ସ୍ତ୍ରୀ –ତୁମକୁ ଟିକିଏ ବ୍ୟବହାର ଦେଇ ଆସିନି, ମୁଁ ଘଣ୍ଟାଏ ହେଲା କହୁଛି କିନ୍ତୁ ତୁମେ ଚୁପ୍ ରହୁଛ, ସ୍ୱାମୀ-ମୁଁ ଚୁପ୍ ନାହିଁ, କହିବାକୁ ଚେଷ୍ଟା କରୁଛି କିନ୍ତୁ ତୁମେ ମୋତେ କହିବାକୁ ଦେଉନ ।

୭) ସାନ୍ତା ବହୁତ କଠୋର ତପସ୍ୟା କଲା, ପ୍ରସନ୍ନ ହୋଇକରି ଭଗବାନ କହିଲେ ମାଗ ବତ୍ସ କଣ ଦରକାର, ସାନ୍ତା- ସିଷ୍ଟମରୁ ଚାଲନ୍ତୁ ପ୍ରଭୁ, ପ୍ରଥମେ ତପସ୍ୟା ଭଙ୍ଗ କରିବାପାଇଁ ଅପସରା ପଠାଉଥିଲେ ତାଙ୍କର କଣ ହେଲା ?

୮) ଏକ ଚତୁର ମହିଳା ଫେସବୁକ୍ ରେ ଲେଖିଲା, ମନକୁ ବଶ କରିବା ଶିଖୁଛି ଆଜିକାଲି, ଶିମଲା ଯିବାର ମନ ହେଉଛି କିନ୍ତୁ ଶିମଲା ମିର୍ଚ୍ଚ ଖାଇଦେଉଛି, ମସୁରୀ ଯିବାକୁ ମନ ହେଉଛି, କିନ୍ତୁ ମସୁର ଡାଲି ଖାଇଦେଉଛି, ଓ ଉଧମପୁର ଯିବାକୁ ମନ ହେଉଛି, କିନ୍ତୁ ଘରେ ଉଧମ ମଚାଇଦେଉଛି ।

୯) ଯମରାଜ୍ ମହିଳାକୁ – ଚାଲ ମୁଁ ତୁମକୁ ନେବାକୁ ଆସିଛି । ମହିଳା- ଖାଲି ଦୁଇ ମିନିଟ୍ ଦିଅ ଯମରାଜ୍ –ଦୁଇ ମିନିଟ୍ ରେ ଏମିତି କଣ କରିଦେବ । ମହିଳା- ଫେସବୁକ୍ ରେ ଷ୍ଟାଟସ୍ ଦେବାର ଅଛି, ଟ୍ରାଭେଲିଙ୍ଗ୍ ଟୁ ୟମଲୋକ୍, ଏହା ଶୁଣିକରି ଯମରାଯ୍ ହିଁ ହୋଇଗଲେ ବେହୋସ୍ ।

୧୦) ସ୍ୱାମୀ ରାଗରେ ନିଜ ସ୍ତ୍ରୀକୁ କହେ ସ୍ୱାମୀ- ଆରେ ଶୁଣ, ପୁଅ କାନ୍ଦୁଛି ଚୁପ୍ କରାଅ ଜଲଦି, ସ୍ତ୍ରୀ ରାଗରେ – ମୁଁ କାମ କରିବି ନା ଛୁଆ ସଂମ୍ଭାଳିବି ? ମୁଁ ଏହାକୁ ଯୌତୁକରେ ନେଇକରି ଆସିନଥିଲି, ନିଜେ ହିଁ ଚୁପ୍ କରାଅ ତାକୁ ସ୍ୱାମୀ –ଠିକ୍ ଅଛି କାନ୍ଦିବାକୁ ଦିଅ, ମୁଁ ବି କେଉଁ ବରଯାତ୍ରୀରେ ନେଇକରି ଆସିଥିଲି କି ?

Leave a Reply

Your email address will not be published. Required fields are marked *