October 18, 2024

Odia Express

Here, There and Everywhere

10th Fail ଏହି ଅଟୋ ବାଲା ଉପରେ ଆସିଲା ଫ୍ରାନ୍ସ ସୁନ୍ଦରୀଙ୍କ ହୃଦୟ ,ଏବେ ସ୍ୱିଜରଲ୍ୟାଣ୍ତରେ ଏକା ସାଙ୍ଗେ ବିତାଉଛନ୍ତି ଭ୍ୟାକେସନ୍

କୁହନ୍ତି କି ସଚ୍ଚା ପ୍ରେମର ନା ହିଁ ରଙ୍ଗ୍ କିମ୍ବା ରୁପ ହୋଇଥାଏ ନା ହିଁ ହୈସିୟତ୍, ଏହା କେବେ କାହାକୁ ବି ହୋଇଯାଏ, ଏମିତିରେ ଆମେ ମଣିଷ ବହୁତଥର ଯାହା ଭାବିନଥାଉ ଓ ସେ କଥା ସତ ହୋଈଯାଏ ତାହା ଏକ ସୁନ୍ଦର ସ୍ୱପ୍ନ ପରି ଲାଗେ, କିଛି ଏମିତି ମାମଲା ଏବେ ସାମ୍ନାକୁ ଆସିଛି, ଯେଉଁଠି ରାଜସ୍ଥାନର ଜୟପୁର ଜିଲ୍ଲାରେ ରହୁଥିବା ଏକ ଯୁବକର ଭାଗ୍ୟ ତାର ସାଥ୍ ଅଧିକା ଦେଇଥିଲା, ଏହି ଯୁବକର ସହ କିଛି ଏମିତି ହେଲା କି ସେ ଆଶା କରିନଥିଲା ଆସନ୍ତୁ ଜାଣିବା କଣ ହୋଇଥିଲା ଏହି ପୁରା ମାମଲା ।

ସୁଚେଇ ଦେବୁ କି ଜୟପୁରର ରଞ୍ଜିତ୍ ୨୦୦୮ ରେ ଅଟୋ ରିକ୍ସା ଚଲାଇବାର କାମ ଆରମ୍ଭ କଲେ, ତାଙ୍କ ଅଟୋରେ ଆସିବା ଦିନରୁ ବହୁତ ବିଦେଶୀ ଟୁରିଷ୍ଟ ଟ୍ରାଭେଲ୍ କରୁଥିଲେ ତାଙ୍କ ଭାଷା ରଞ୍ଜିତ୍ କୁ ବୁଝାପଡୁନଥିଲା ଯାହାଦ୍ୱାରା ବାକି ସବୁ ଅଟୋବାଲା ଏହି ଭାଷାକୁ ଜାଣିବାରେ ମାହିର୍ ଥିଲେ, ଅନ୍ୟ ଲୋକଙ୍କୁ ଦେଖିକରି ରଞ୍ଜିତ୍ ବି ବିଦେଶୀ ଭାଷାକୁ ଶିଖିବାକୁ ଚେଷ୍ଟା କଲା ଓ ଯେବେ ସିଖିଗଲା ତ ସେ ଟୁରିଷ୍ଟ ଗାଇଡ୍ ଭାବେ କାମ କରିବାକୁ ଭାବିଲା

ଯେବେ କେଉଁ ବିଦେଶୀ ଜୟପୁର ତାଙ୍କ ପାଖକୁ ଆସୁଥିଲା ତେବେ ସେ ତାର ଗାଇଡ୍ ହୋଇଯାଉଥିଲେ । ରଞ୍ଜିତ୍ ଙ୍କ ପାଇଁ ଟୁରିଷ୍ଟ୍ ଗାଇଡ୍ ହେବା ବହୁତ ଲାଭଦାୟକ ହେଲା, ଏହି କାମରେ ତାଙ୍କୁ ଜୀବନରେ ସଫଳତା ମିଳିଲା, କହିଦେବୁ କି ତାଙ୍କ ଟୁରିଷ୍ଟ ହେବାସମୟରେ ତାଙ୍କ ଭାଗ୍ୟ ତେବେ ବଦଳିଲା ଯେବେ ଫ୍ରାନ୍ସର ଏକ ଝିଅ ଭାରତ ବୁଲିବାକୁ ଆସିଥିଲେ, ତାଙ୍କର ନିଜ ଗାଇଡ୍ ସେ ରଞ୍ଜିତ୍ କୁ ବାଛିଲେ, ଏମିତିରେ ରଞ୍ଜିତର ସହ ବୁଲୁବୁଲୁ କେବେ ତାଙ୍କ ମଧ୍ୟରେ ଗଭୀର ବନ୍ଧୁତା ହୋଇଗଲା ଜଣାବି ପଡିଲା ନାହିଁ, ଯେବେ ସେ ଫେରିବାକୁ ବାହାରିଲେ ଫ୍ରାନ୍ସ ତେବେ ସୋସିଆଲ୍ ମିଡିଆରେ ଦୁହେଁ ଚ୍ୟାଟିଙ୍ଗ୍ ଜାରି ରହିଥିଲା

ଓ ପରିଶେଷରେ ବନ୍ଧୁତା ପ୍ରେମରେ ବଦଳିଗଲା । ପରିଶେଷରେ ସମୟ ଅତିବାହିତହେଲା ଓ ରଞ୍ଜିତ୍ ନିଜ ପ୍ରେମିକାକୁ ଦେଖାକରିବାକୁ ନିର୍ଣ୍ଣୟ କଲା, ସେଏହାପାଇଁ ଭିଜା ଦରକାର ଥିଲା, କିନ୍ତୁ ସବୁବେଳେ ଭିଜା ରିଜେକ୍ଟ ହୋଇଯାଉଥିଲା, ଏଥିରେ ଚିନ୍ତିତ ହୋଇ ଫ୍ରାନ୍ସର ଯୁବତୀ ଭାରତ୍ ଫେରିବାକୁ ପଡିଲା , ଏଠାରେ ଦୁହେଁ ଫ୍ରେଞ୍ଚର ଏମ୍ବେସି ବାହାରେ ଧାରଣା ଦେଲେ, ଅଧିକାରୀ ଧାରଣା ରୋକିବାକୁ ରଞ୍ଜିତ୍ ଙ୍କୁ ୩ ମାସର ଫ୍ରାନ୍ସ ଭିଜା ଦେଇଦେଲେ, ଯାହାପରେ ସେ ୨୦୧୪ ରେ ରଞ୍ଜିତ୍ ନିଜ ପ୍ରେମିକା ସହ ବିବାହ କରିନେଲା ।

ଫ୍ରାନ୍ସରେ ଯେବେ ରଞ୍ଜିତ୍ ଜିନେବାର ଏକ ରେଷ୍ଟୁରାଣ୍ଟରେ କାମ ଆରମ୍ଭ କଲା ତ ତାର ମନରେ ରେଷ୍ଟୁରାଣ୍ଟ ଖୋଲିବାର ମନରେ ଆସିଲା ସେ ସେଥିପାଇଁ ଫ୍ରାନ୍ସରେ ଲଙ୍ଗ୍ ଟର୍ମ ଭିଜା ପାଇଁ ଆପ୍ଲାଇ କରିଦେଲା, ଅଧିକାରୀଙ୍କ କହିବା କଥା ଏହାପାଇଁ ତାଙ୍କୁ ଫ୍ରେଞ୍ଚ ଶିଖିବାକୁ ପଡିବ , ସେମିତି ତାଜା ଖବରରୁ ଜଣାଯାଏ ଯେ ଏହି ଭିଜା ପାଇଁ ଫ୍ରେଞ୍ଚ କୋଚିଙ୍ଗ୍ କ୍ଲାସେସ୍ ସେ ଜଏନ୍ କରିସାରିଛନ୍ତି, ଓ ନିଜ ସ୍ତ୍ରୀଙ୍କ ସହ ଖୁସିମୟ ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *