October 18, 2024

Odia Express

Here, There and Everywhere

ଜଣେ ବିନା Uniform ର ସୈନିକ ଯିଏକି ପାକିସ୍ଥାନକୁ କରିଦେଇଥିଲେ ହଇରାଣ, ଯିଏ ପାଦଚିହ୍ନ ଦେଖିକରି କହିଦେଉଥିଲା କି ଓଟ ଉପରେ କେତେ ଜଣ ଲୋକ ଥିଲେ

ଆଜି ଆମେ ଯେଉଁ କାହାଣୀ ଶୁଣାଇବୁ ଏଇ କାହାଣୀ ଏକ ଏମିତି ବ୍ୟକ୍ତିଙ୍କ ଅଟେ ଯିଏ ଦେଶର ସେନା ଅଧ୍ୟକ୍ଷଙ୍କ ଅନ୍ତିମ ସମୟ ପର୍ଯ୍ୟନ୍ତ ମନେ ରଖିଥାଏ, ଏହି କାହାଣୀରେ ଆମେ ଆପଣଙ୍କୁ କହିଦେବୁ କି ଏକ ଓଟ ଚରାଉଥିବା ବ୍ୟକ୍ତି ସୈନିକଙ୍କ ହୃଦୟରେ କେତେ ଗୁରୁତ୍ୱ ରଖିଥାଏ । ଏହି କାହାଣୀ ଏମିତି ଏକ ପାଗିଙ୍କର ଅଟେ, ଯିଏ ୫୮ ବର୍ଷର ବୟସରେ ଦେଶ ପାଇଁ ଏମିତି କରିଥିଲେ , ଯାହା ସୈନିକ ଅଧ୍ୟକ୍ଷ ଅନ୍ତିମ କ୍ଷଣକୁ ତାଙ୍କ ନାଁ ମନେ ରଖାଯାଏ । ଦେଶରେ ଏମିତି ପ୍ରଥମଥର ହେଲା କି କେଉଁ ସାଧାରଣ ବ୍ୟକ୍ତିର ନାଁରେ ଆମ ଦେଶର ବର୍ଡରର ନାଁ ରଖାଗଲା, ତାହା ସହ ସେହି ବ୍ୟକ୍ତିର ପ୍ରତିମା ବି ସ୍ଥାପନା କରାଗଲା, ଆଯି ଯୁବା ପିଢି ଏମିତି କ୍ରାନ୍ତିକାରୀ ବହୁତ୍ କମ୍ ଜାଣନ୍ତି, ଏଥିପାଇଁ ଆପଣଙ୍କୁ ଆଉଥରେ ନିଶ୍ଚିତ ଏହି କ୍ରାନ୍ତିକାରୀ ଦେଶଭକ୍ତଙ୍କ କାହାଣୀ ପଢିନେବା ଉଚିତ୍ ।

ଗୁଜୁରାଟର ଏକ ସାଧାରଣ ପରିବାରରେ ଜନ୍ମ ନେଇଥିବା ରଣଛୋଡଦାସ ପାଗିଙ୍କ ଜୀବନ ଛେଲି,ମେଣ୍ତା ଓ ଓଟ ଆଦି ଚରାଇବାରେ କଟାଉଥିଲେ, ରଣଛୋଡଦାସ ପାଗି ଅଧିକାଂଶ ସମୟରେ ଓଟକୁ ଚରାଇଆରେ ସମୟ ଅତିବାହିତ କରୁଥିଲେ, କିନ୍ତୁ ମଣିଷର ଜୀବନ ବଦଳିବାରେ ବେଶୀ ସମୟ ଲାଗେ ନାହିଁ, ଏମିତି କିଛି ହେଲାରଣଛୋଡଦାସ ପାଗିଙ୍କ ସହ । ଯଦି ବ୍ୟକ୍ତିର ପାଖରେ କିଛି କଳା ଅଛି ତେବେ ଭାଗ୍ୟ କେଉଁଠି ନା କେଉଁଠି ପହଞ୍ଚାଇଦିଏ, ରଣଛୋଡଦାସ ପାଗି ପାଖରେ ଏମିତି କଳା ଥିଲା, ଯାହାର୍ ଜରିଆରେ ସେ ଓଟର ପାଦ ଚିହ୍ନ ଦେଖିକରି କହିଦେଉଥିଲେ କି ସେହି ଓଟ ସହ କେତଜଣ ଲୋକ ଆସିଛନ୍ତି

ଖାସ୍ କଥା ଏହା କି ରଣଛୋଡଦାସ ପାଗି ଏହି ବୟସରେ ଭାରତୀୟ ସେନାରେ ସ୍କାଉଡ୍ ଗାଇଡ୍ ଭାବେ ଭର୍ତ୍ତି କରାଗଲା । ଏହି ମିଶନ୍ ପାଇଁ ସେନା ଅଧ୍ୟକ୍ଷ ମାନେକଶ୍ ପାଗିଙ୍କୁ ବାଛିଥିଲେ, ସେନାରେ ପାଗିଙ୍କ ନାଁ ବିଶେଷ ଉପାଧି ଦ୍ୱାରା ଦିଆଗଲା, ପାଗି ମାନେ ଏମିତି ଏକ ଗାଇଡ୍ ଯିଏକି ପାଦର ଚିହ୍ନ ପଢିନେଉଥିଲା, ୧୯୬୫ ଯୁଦ୍ଧରେ ସେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥିଲେ ଏହି ଯୁଦ୍ଧରେ ପାଗୀଙ୍କୁ ସେନାର ମାର୍ଗଦର୍ଶକ ସହ ମୋର୍ଚ୍ଚାରେ ଗୋଳା ବାରୁଦ ଆଣିବାର ଦାୟିତ୍ୱ ଥିଲା ।

ପାକିସ୍ଥାନର ପାଲିନଗର ଉପରେ ତିରଙ୍ଗା ଉଡାଇବା ଜିତ୍ ରେ ପାଗିଙ୍କ ରୋଲ୍ ଗୁରୁତ୍ୱପୁର୍ଣ୍ଣ ଥିଲା, ତାଙ୍କ ଯୋଗଦାନ ପାଇଁ ସଂଗ୍ରାମ ପଦକ, ପୋଲିସ୍ ପଦକ, ଓ ଗ୍ରୀଷ୍ମକାଳିନ ସେବା ପଦକ ଯେପରି ପୁରସ୍କାର ଦ୍ୱାରା  ସମ୍ମାନିତ କରାଯାଇଥିଲା, ରଣଛୋଡଦାସ ଯୋଗଦାନରେ ସବୁ ସୈନିକ ନିଜ ଅନ୍ତିମ ସମୟ ପର୍ଯ୍ୟନ୍ତ ମନେ ରଖିବେ । ରଣଛୋଡଦାସ ପାଗି ୨୦୦୯ ରେ ସେନାରୁ ସେ ନିବୃତ ନେଇଗଲେ, ସେହି ସମୟରେ ତାଙ୍କ ବୟସ ୧୦୮ ବର୍ଷ ହୋଇଯାଇଥିଲା, ଏବେ ଆପଣ ଭାବିପାରିବେ କି ସେହି ବ୍ୟକ୍ତିର ପାଖରେ କେତେ ବର୍ଷର ଅଭିଜ୍ଞତା ଥିଲା, ରଣଛୋଡଦାସ ଙ୍କ ନିଧନ ୧୧୨ ବର୍ଷ ଆୟୁରେ ୨୦୧୩ ରେ ହୋଇଥିଲା ।

Leave a Reply

Your email address will not be published. Required fields are marked *