October 18, 2024

Odia Express

Here, There and Everywhere

ଗାଇକୁ Roti ସହ ଖୁଆନ୍ତୁ ଏହି ଜିନିଷ, ଖୋଲିଯିବ ଭାଗ୍ୟ, ଆପେ ଆପେ ହୋଇଯିବ ବିଗିଡିଯାଇଥିବା କାମ

ମଣିଷ ଜୀବନରେ ସୁଖ ଦୁଃଖ୍ ଆସିବା ଯିବା ଲାଗିରହିଥାଏ, ସବୁ ମଣିଷ ଏହା ଚାହିଁଥାଏ କି ତାଙ୍କ ଜୀବନରେ କେବେ ବି କେଉଁ ଅସୁବିଧା ନହେଉ, କିନ୍ତୁ ଏମିତି ସଂମ୍ଭବ ହୋଇପାରିବ ନାହିଁ, ଯଦି ମଣିଷ ଜୀବନରେ ଏବେ ଖୁସି ଅଛି ତେବେ ହୋଇପାରେ କି ଆସୁଥିବା ସମୟରେ ତାଙ୍କ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଯଦି ଏବେ ଅସୁବିଧା ଅଛି ତେବେ ଆପଣଙ୍କ ଜୀବନରେ ଖୁସି ହିଁ ଆସିବ, ଏମିତି ନୁହେଁ କି ଆପଣ ନିଜ ଜୀବନରେ ଅସୁବିଧାରୁ ମୁକ୍ତି ପାଇପାରିବେ ନାହିଁ । ଶାସ୍ତ୍ରରେ ଏମିତି ବହୁତ ଉପାୟ କୁହାଯାଇଛି ଯାହାର ସାହାଯ୍ୟରେ ବ୍ୟକ୍ତି ନିଜ ଜୀବନରେ ବହୁତ ସାରା ଅସୁବିଧାକୁ ସମାଧାନ କରିପାରିବ, ଏଥିରୁ ଗୋଟେ ହେଲା ଗାଇକୁ ରୁଟି ଖୁଆଇବା, ଯଦି ଆପଣ ଗାଇକୁ ରୁଟି ଖୁଆଉଛନ୍ତି ତେବେ ଏଥିରୁ ଆପଣଙ୍କୁ ନୁହେଁ ବରଂ ବହୁତ ଫାଇଦା ହେବ

ଧର୍ମ ଗ୍ରନ୍ଥର୍ ଅନୁସାରେ ଗାଇକୁ ଗୋମାତା ବୋଲି ମାନାଯାଏ, ଗାଇକୁ ଏକ ପବିତ୍ର ପଶୁ ରୁପରେ ଦେଖାଯାଏ । ବୈଦିକ କାଳରୁ ଗାଇକୁ ବହୁତ ଉପଯୋଗୀ ପଶୁ ବୋଲି ମାନାଯାଈଛି, ହିନ୍ଦୁ ଧର୍ମର ଭିତରେ ଗାଇକୁ ଅଧିକା ମହତ୍ତ୍ୱ ବି ଦିଆଯାଏ ,ହିନ୍ଦୁ ଧର୍ମର ଭିତରେ ଭାରତୀୟ ଗାଇକୁ ଗୋ ମାତା ଦର୍ଜା ମିଳିଛି, ଏମିତି କୁହାଯାଇଛି କି ଗାଈର ଭିତରେ ୩୩ କୋଟି ଦେବତାଙ୍କ ବାସ ହୋଇଥାଏ, ଓ ଗାଇର ଦାନକୁ ମହାଦାନ୍ କୁହାଯାଏ ,ଏମିତି ମାନାଯାଏ କି ଯଦି ଆପଣ ଗାଇକୁ ସେବା କରିବେ ତେବେ ଏଥିରେ ସନ୍ତାନର ପ୍ରତି ମନୋକାମନା ପୁରା ହୋଇଯାଏ , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଗାଇକୁ କଣ ଖୁଆଇବା ଉଚିତ୍ ଯାହାଦ୍ୱାରା ଆମ ଜୀବନର ଅସୁବିଧା ଦୁର ହୋଈଯିବ ।, ଏହା ବିଷୟରେ କହିବୁ ।

୧) ଏମିତି ମାନ୍ୟତା ଅଛି କି ଯଦି ଗାଇକୁ ରୁଟିରେ ଗୁଡ ମିଶାଇ ଖୁଆଇବେ ତେବେ ଏଥିରେ କୁ ଶକ୍ତି ଦୁର ହୋଇଯିବ, ଏତିକି ନୁହେଁ ଏଥିରୁ ଆପଣଙ୍କୁ ବହୁତ ଫାଇଦା ମିଳିପାରିବ ।

୨) ଯଦି ଆପଣ ଗାଇକୁ ଗୁଡ ଓ ରୁଟି ଖୁଆଇବେ ତେବେ ଏଥିରେ ବିଗିଡିଯାଇଥିବା କାମ ବି ହୋଇଯିବ, ଏତିକି ନୁହେଁ ଜୀବନର ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ହାସିଲ୍ ହେବ, ଏମିତି ମାନାଯାଏ କି ଯଦି ବସିଥିବା ଗାଇକୁ ଆପଣ ଗୁଡ ଓ ରୁଟି ଖୁଆଇବେ ତେବେ ଅଧିକା ଫଳଦାୟୀ ହେବ ।

୩) ଏମିତି ମାନାଯାଏ କି ଯଦି ଗାଇକୁ ରୁଟି ଖୁଆଇବେ ତେବେ ଏଥିରେ ପରିବାରର ଛୁଆ ଓ ଆସୁଥିବା ପିଢିଙ୍କ ଜୀବନରେ ଖୁସିମୟ ପରିବେଶ ଆସିଥାଏ, ଏତିକି ନୁହେଁ ବରଂ ବହୁତ ଲାଭ ଓ ଗୁଣ ପ୍ରଦାନ୍ କରୁଥିବା ମାନାଯାଇଛି ।

୪) ଯଦି ଆପଣ ନିଜ ଘରେ ସୁଖ ଓ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ କେଉଁ ଅପରିଚିତ୍ ତରିକାରେ ଗାଇକୁ ଗୁଡ ଓ ରୁଟି ଖୁଆନ୍ତୁ, ଏମିତି କରିଲେ ଘରେ ସୁଖ ସମୃଦ୍ଧିର ବାସ ହେବ ।

୫) ଯଦି ବ୍ୟକ୍ତିର କୂଣ୍ତଳୀରେ କେଉଁ ଗ୍ରହ୍ ନକ୍ଷତ୍ରର ଖରାପ ଅବସ୍ଥା ଚାଲିଛି ତେବେ ଏମିତି ସ୍ଥିତିରେ ସେହି ବ୍ୟକ୍ତି ଗାଇକୁ ରୁଟି ନିଶ୍ଚିତ ଭାବେ ଖୁଆଇବା ଉଚିତ୍ , ଏମିତି କରିଲେ ଖରାପ ଗ୍ରହର ପ୍ରଭାବ ଶୁଭ ଫଳ ଦେବାକୁ ଲାଗିବେ ।

୬) ଯଦି ଆପଣ ଚାହୁଁଛନ୍ତିକି ଆପଣଙ୍କ ଘର ପରିବାରର ସବୁ ସଦସ୍ୟ ନିଜ୍ ନିଜ କ୍ଷେତ୍ରରେ ଲଗାତାର ସଫଳତା ହାସିଲ୍ କରନ୍ତୁ ତେବେ ଏଥିପାଇଁ ଆପଣ ନିୟମିତ ରୁପରେ ଗାଇକୁ ଚାରା ଖୁଆଇପାରିବେ, ଓ ଗାଇର ସେବା କରିପାରିବେ

Leave a Reply

Your email address will not be published. Required fields are marked *