ବଲିଉଡ୍ ର ଏହି କଳାକାର ଗଞ୍ଜାପଣ ଲୁଚାଇବା ପାଇଁ ଲଗାଇଛନ୍ତି Fake ବାଳ, ବିନା ବାଳରେ ଦେଖାଯାଆନ୍ତି ଅଲଗା
1 min readଆଜି କାଲିର ସମୟରେ ଅଧିକାଂଶ ସବୁ ଲୋକଙ୍କର୍ ସମସ୍ୟା ବାଳ ଝଡିବା ଯୋଗୁଁ ହୋଇଥାଏ । ଅଧିକା ଚିନ୍ତା, ଅଧିକା କେମିକାଲ୍ ଯୁକ୍ତ ପ୍ରଡକ୍ଟ ବ୍ୟବହାର୍ କରିବା ଓ ବାଳକୁ ଠିକ୍ ଭାବରେ ଯତ୍ନ ନ ନେବା, ଏହି ସବୁ କାରଣରୁ ବାଳ ଝଡିଥାଏ, ଯେବେ ବ୍ୟକ୍ତି ଗଞ୍ଜାପଣ ଶିକାର ହେବାକୁ ଲାଗିଥାଏ, ତେବେ ଏଥିରେ ତାଙ୍କୁ ଅଧିକା ଫାଇଦା ହୋଇଯାଏ, ଯେବେ ଆମେ ବଲିଉଡ୍ ଇଣ୍ତଷ୍ଟ୍ରିର କଥା କହିବା ତେବେ ବଲିଉଡ୍ ରେ ବହୁତ କଲାକାର ଅଛନ୍ତି ଯିଏକି ୫୦-୬୦ ବର୍ଷର ବୟସରେ ଫିଲ୍ମରେ ନିଜ ବାଳ ଲହରାଇବାର ନଜର ଆସିଛନ୍ତି, ବହୁତ ଫ୍ୟାନ୍ସ ଏହା ଭାବନ୍ତି କି କିପରି ଏହି ବୟସରେ ତାଙ୍କ ବାଳ ଏତେ ସୁନ୍ଦର ଓ ଘନ ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ବଲିଉଡ୍ ର କିଛି ଏମିତି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଅସଲରେ ଗଞ୍ଜା ଅଟନ୍ତି, ଯାହାଙ୍କ ବାଳ ଘନ ଦେଖିକରି ଆପଣ ବି ଦିୱାନା ହୋଇଯିବେ, ସେ ପ୍ରକୃତରେ ବିଙ୍ଗ୍ ବ୍ୟବହାର କରୁଛନ୍ତି ଯଦି ଆପଣ ତାଙ୍କୁ ବିନା ବିଙ୍ଗ୍ ରେ ଦେଖିନେବେ ଚିହ୍ନିପାରିବେ ନାହିଁ ।
୧) ସଞ୍ଜୟ ଦତ୍ତ- ସଞ୍ଜୟ ଦତ୍ତ ବଲିଉଡ୍ ଇଣ୍ତଷ୍ଟ୍ରିର ଏକ ଏମିତି ଅଭିନେତା ଅଟନ୍ତି ଯିଏକି କେବେ ନିଜ ଲମ୍ବା ବାଳ ପାଇଁ ଲୋକପ୍ରିୟ ହୋଇଥିଲେ, ସଞ୍ଜୟ ଦତ୍ତଙ୍କ ଲମ୍ବା ଓ ଘନ କଳା ବାଳକୁ ଦେଖି ଝିଅମାନେ ପାଗଳ ହେଉଥିଲେ, କିନ୍ତୁ ଏବେ ବୟସର ସାଥିରେ ସଞ୍ଜୟ ଦତ୍ତ ନିଜ ବାଳକୁ ହରାଇବସିଛନ୍ତି, ଆପଣଙ୍କୁ କହିଦେବୁ କି ସଞ୍ଜୟ ଦତ୍ତ ହେୟାର୍ ଷ୍ଟ୍ରିପ୍ ସର୍ଜରୀ କରାଇଛନ୍ତି, ଓ ଏହି ସର୍ଜରୀ ଦ୍ୱାରା ସେ ଆଉଥରେ ବାଳକୁ ଘନ ଓ ସୁନ୍ଦର ବନାଇଦେଇଛନ୍ତି ।
୨) ଅକ୍ଷୟ ଖାନ୍ନା- ଆପଣଙ୍କୁ କହିଦେବୁ କି ଅକ୍ଷୟ ଖାନ୍ନା ବାଳକୁ ବହୁତ କମ୍ ବୟସରେ ଝଡିବାକୁ ଲାଗିଥିଲା, ଯାହାର କାରାଣରୁ ସେ ବହୁତ୍ ଅଧିକା ଚିନ୍ତିତ ହେଉଥିଲେ, ଯେବେ ସେ ଘର ବାହାରକୁ ବାହାରୁଥିଲେ ତେବେ ବିଙ୍ଗ୍ ବ୍ୟବହାର କରୁଥିଲେ, ଅକ୍ଷୟ ଖାନ୍ନା ବହୁତ ଫିଲ୍ମରେ ବିଙ୍ଗ୍ ବ୍ୟବହାର କରି ଅଭିନୟ କରିଛନ୍ତି ।
୩) ଅକ୍ଷୟ କୁମାର- ବଲିଉଡ୍ ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ବାଳ ୪୦ ବର୍ଷ ପରେ ଝଡିବାକୁ ଲାଗିଥିଲା, ଏମିତି ଖବର ଆସୁଛି କି ଅକ୍ଷୟ କୁମାର ଫିଲ୍ମରେ ବିଙ୍ଗ୍ ବ୍ୟବହାର କରୁଥିଲେ, କିନ୍ତୁ ଅକ୍ଷୟ୍ କୁମାର ସମୟ ରହିବା ଭିତରେ ଫଲିକ୍ୟୁଲର୍ ୟୁନିଟ୍ ଟ୍ରାନ୍ସାପ୍ଲାଣ୍ଟେସନ୍ ସାହାରା ନେଲେ, ଓ ଆଜି ତାଙ୍କ ମୁଣ୍ତରେ କଳା ଓ ଘନ ବାଳ ଦେଖିବାକୁ ମିଳେ ।
୪) ଗୋବିନ୍ଦା- ୯୦ ଦଶକର ସୁପରଷ୍ଟାର୍ ଗୋବିନ୍ଦା ନିଜ ଡ୍ୟାନ୍ସ ଓ ଭଲ ଅଭିନୟ ପାଇଁ ଜଣାଯାଆନ୍ତି, ଆପଣଙ୍କୁ କହିଦେବୁ କି ଗୋବିନ୍ଦାଙ୍କ ବାଳ ବହୁତ ଅଧିକା ଝଡିବାକୁ ଲାଗିଥିଲା, ଯାହାପରେ ସେ ଅଚାନକ ବିନା ବାଳରେ ନଜର ଆସିବାକୁ ଲାଗିଲେ, ଖବର ଅନୁସାରେ ଏମିତି କୁହାଯାଏ କି ସଲମାନ ଖାନ୍ କହିବା ଦ୍ୱାରା ସେ ଦୁବାଇ ଯାଇକରି ହେୟାର୍ ଟ୍ରାନ୍ସପ୍ଲାଣ୍ଟ କରାଇନେଇଥିଲେ ।
୫) ରଜନୀ କାନ୍ତ- ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଲୋକପ୍ରିୟ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ କିଏ ବା ନଜାଣେ, ସେ ନିଜ ଦମଦାର୍ ଅଭିନୟରୁ ଭଲ ନାଁ କମାଇଥିଲେ, ଏତିକି ନୁହେଁ ସେ ଦକ୍ଷିଣ ଭାରତରେ ଲୋକେ ତାଙ୍କୁ ଭଗବାନ କହି ପୁଜା କରୁଛନ୍ତି, ରଜନୀ କାନ୍ତଙ୍କ ଫିଲ୍ମ ଦେଖିବା ଦର୍ଶକଙ୍କୁ ବହୁତ ପସନ୍ଦ ଲାଗେ, ରଜନୀ କାନ୍ତଙ୍କ ଚେହେରାରେ ତାଙ୍କ ବୟସ ସଫା ସଫା ନଜର ଆସିଯାଏ , ତାଙ୍କ ବାଳ ଏବେ ଆଉ ନାହିଁ, ଆପଣଙ୍କୁ କହିଦେବୁ କି ରଜନୀକାନ୍ତ ଫିଲ୍ମରେ କାମ କରିବା ସମୟରେ ନକଲି ବାଳ ବ୍ୟବହାର କରିଥାନ୍ତି, କିନ୍ତୁ ଯେବେ ରଜନୀକାନ୍ତର ସୁଟିଙ୍ଗ୍ ନଥାଏ, ସେ ସାମାନ୍ୟ ରୁପରେ ଥାନ୍ତି ।
୬) କପିଲ୍ ଶର୍ମା- ଲୋକପ୍ରିୟ କମେଡିଆନ୍ କପିଲ୍ ଶର୍ମା ଏହି ଲିଷ୍ଟରେ ଆସନ୍ତି, ଯଦି ଆପଣ କପିଲ୍ ଶର୍ମାଙ୍କ ପ୍ରାରମ୍ଭିକ କ୍ୟାରିୟର ଉପରେ ଭିଡିଓ ଦେଖିବେ ତେବେ ତାଙ୍କ ମୁଣ୍ତରେ ବହୁତ କମ୍ ବାଳ ଥିଲା, ଏମିତି କୁହାଯାଏ କି ଲୋକପ୍ରିୟତା ପାଇବା ସହ କପିଲ୍ ଶର୍ମା ହେୟାର୍ ଟ୍ରାନ୍ସପ୍ଲାଣ୍ଟ କରାଇନେଇଥିଲେ ।
୭)ସଲମାନ୍ ଖାନ୍- ବଲିଉଡ୍ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ସଲମାନ୍ ଖାନ୍ ବାଳ ବୟସ ସହ ଝଡିବାକୁ ଲାଗିଥିଲା ,ସେ ହେୟାର୍ ଟ୍ରାନ୍ସପ୍ଲାଣ୍ଟ କରିନେଇଥିଲେ ।