October 17, 2024

Odia Express

Here, There and Everywhere

11 ବର୍ଷ ପୁର୍ବରୁ Virat Kohili ଙ୍କୁ ହୋଇଥିଲା ଏହି ଝିଅ ସହ ପ୍ରେମ, ଏବେ ଭାରତ ଆସିକରି ହୋଇସାରିଛନ୍ତି ଅଭିନେତ୍ରୀ

ବିରାଟ କୋହଲି ଓ ଅନୁଷ୍କା ଶର୍ମା ଙ୍କ ଲଭ୍ ଷ୍ଟୋରୀ କାହାକୁ ବି ଅଛପା ନାହିଁ, ସମସ୍ତେ ଜାଣିଛନ୍ତି କି ବିରାଟ ଅନୁଷ୍କାଙ୍କୁ ବିବାହ କରିଛନ୍ତି, ଓ ସେ ନିଜ ଗୃହସ୍ଥି ବନାଇସାରିଛନ୍ତି, କିନ୍ତୁ ବହୁତ କମ୍ ଲୋକ ତାଙ୍କ ଗାର୍ଲଫ୍ରେଣ୍ତଙ୍କ ବିଷୟରେ ଜାଣିଥିବେ , ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲିଙ୍କ ବାହାଘର ପୁର୍ବରୁ ବହୁତ ସାରା ଆଫେୟାର୍ ଥିଲା, ତାଙ୍କ ଅତୀତରେ କେହି ଜଣେ ଥିଲେ ଯାହାଙ୍କୁ ସେ ବହୁତ ଭଲ ପାଉଥିଲେ, ଆଜି ଆମେ ଆପଣଙ୍କୁ ବିରାଟ କୋହଲିଙ୍କ ଏମିତି ରିଲେସନସିପ୍ ସହ କହିବୁ ଯାହା ବହୁତ କମ୍ ଲୋକ ଜାଣିଥିବେ ।

ନିଜ ବିବାହର ପୁର୍ବରୁ ବିରାଟ ବଲିଉଡ୍ ଅଭିନେତ୍ରୀଙ୍କୁ ଦେଇସାରିଥିଲେ, ବିରାଟ କୋହଲି ଅନୁଷ୍କାଙ୍କୁ ବିବାହ କରିବା ପୁର୍ବରୁ ବ୍ରାଜିଲିୟାନ୍ ମଡେଲ ଓ ବଲିଉଡ୍ ଅଭିନେତ୍ରୀ ଇଜାବେଲ୍ ଲିଟେ ଙ୍କୁ ଡେଟ୍ କରୁଥିଲେ, ସେହି ସମୟରେ ଏହି କପଲ୍ ଙ୍କ ଚର୍ଚ୍ଚାସବୁଆଡେ ହେଉଥିଲା< କିନ୍ତୁ କେବେ ଦୁହେଁ ଏହାକୁ ସାର୍ବଜନିକକରିନଥିଲେ, ଦୁହେଁ ଦୁହିଁଙ୍କୁ ବହୁତ ପସନ୍ଦ କରୁଥିଲେ,  ଓ ତାଙ୍କ ରିଲେସନ୍ ୨ ବର୍ଷ କେବଳ ଚାଲିଥିଲା, କହିଦେବୁ କି ଏହି ଦୁହେଁଙ୍କ ରିଲେସନ୍ ରେ ଇଜାବେଲ୍ କହିଥିଲେ କି ହଁ ମୁଁ ଓ ବିରାଟ ୨ ବର୍ଷ ହେଲା ରିଲେସନସିପ୍ ରେ ଥିଲୁ, ଓ ଏହି ସଂମ୍ପର୍କ ଏବେ ଆପସିକ ସହମତିରେ ବି ଶେଷହେଲା। ମଜାଦାର୍ କଥା ଏହା କି ଇଜାବେଲ୍ ଲିଟେ ବ୍ରାଜିଲ୍ ରେ ଜନ୍ମ ହୋଇଥିଲେ, ଯେବେ ପ୍ରଥମଥର ବ୍ରାଜିଲ୍ ରୁ ଇଣ୍ତିଆ ଆସିଥିଲେ, ସେ କେବଳ ୧୯ ବର୍ଷରଥିଲେ, ଏହାର ସୁଚନା ସେ ଇନଷ୍ଟାଗ୍ରାମ୍ ଏକାଉଣ୍ଟରୁ ୨୦୧୦ ରେ ଦେଇଥିଲା

ଏକ ଫଟୋକୁ ସେୟାର୍ କରି ସେକହିଥିଲେ କି ଯେଉଁ ସବୁ ଜିନିଷର ଆରମ୍ଭ ହୋଇଛି ମିନି ଇଜା ସେ ବଲିଉଡ୍ ରେ ଡେବ୍ୟୁ ଅମିର୍ ଖାନ୍ ଙ୍କ ମୁଭି ତଲାସରୁ କରିଥିଲେ, ଏହାପରେ ସେ ମୁଭି ୧୬ ରେ କାମ କଲେ, ଓ ଜବରଦସ୍ତ ପରିଚୟ ପାଇଥିଲେ, ଏହାଅରେ ସେ ବହୁତ ଅଫର୍ସ ପାଇଥିଲେ, ସେ ପୁରାନି ଜିନ୍ସରେ ଶାନଦାର୍ କାମ  କରିଥିଲେ, କହିଦେବୁ କି ହିନ୍ଦୀ ସିନେମା କରି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ଆଡକୁ ସେ ଏବେ ଚାଲିଯାଈଛନ୍ତି, ଯେଉଁଠି ସେ ଭଲ ପ୍ରଦର୍ଶନ୍ କରୁଛନ୍ତି ।

ସେମିତି ଯଦି ଆମେ ତାଙ୍କର ଅତିତ କଥା କହିବା ତେବେ ବିରାଟ୍ କୋହଲିଙ୍କ ଏକ୍ସ ଗାର୍ଲଫ୍ରେଣ୍ତ ଇଜାବେଲ୍ ଏହି ଫଟୋ ତାଙ୍କର ଛୋଟ ବେଳର ଅଟେ ଓ ସେ ଏବେ ବହୁତ୍ ବଦଳିଗଲେଣି, ଇଜାବେଲ୍ ପୁର୍ବରୁ ବହୁତ ସୁନ୍ଦର ହୋଇସାରିଛନ୍ତି, ଓ ତାଙ୍କ ପର୍ସନାଲିଟି ବହୁତ ବଦଳି ସାରିଛି, ଏହି ଫଟୋରେ ଇଜାବେଲ୍ ଏକ ପ୍ଲେ ସୁଟ୍ ପିନ୍ଦିଛନ୍ତି, ଓ ଏହା ସହ ବାଥରୁମ୍ ସ୍ପ୍ଲିପର୍ସ୍ ପିନ୍ଧିଛନ୍ତି, ସେମିତି ଗଲାରେ ବିଡସ୍ ମାଳା ପିନ୍ଧିଛନ୍ତି, ସେ ସବୁବେଳେ ନ୍ୟୁଡ୍ ଷ୍ଟାଇଲ୍ ରେ ମେକ୍ ଅପ୍ ରେ ଶାନଦାର୍ ଲାଗନ୍ତି, ଏବେ ବିରାଟ ଓ ଇଜାବେଲ୍ ଙ୍କ ଦୁହେଁଙ୍କ ଜୀବନରେ ଆଗକୁ ବଢିସାରିଛନ୍ତି ।

Leave a Reply

Your email address will not be published. Required fields are marked *