October 19, 2024

Odia Express

Here, There and Everywhere

ନିରଜ ଚୋପ୍ରାଙ୍କ ପରି ସରନାମ୍ 37 ବର୍ଷ ପୁର୍ବରୁ ଜିତିଥିଲେ Gold Medal, ହେଲେ ଆଜି ଏପରି ଜୀବନ କାଟୁଛନ୍ତି

ବୋଧେ କେହି ଜାଣିଥିବେ କି ୩୭ ବର୍ଷ ପୁର୍ବରୁ ଫତେହବାଦ ବ୍ଲକ ଗାଁ ଅଇର ସରନାମ୍ ସିଂ ୧୯୮୪ ରେ ନେପାଳରେ ହୋଇଥିବା ଦକ୍ଷିଣ ଏସିଆଇ ଖେଳରେ(ପୁର୍ବ ସେଫ୍ ଗେମ୍ସ) ରେ ଜ୍ୟାଭେଲିନ୍ ଥ୍ରୋରେ ଗୋଲଡ୍ ମେଡାଲ୍ ଜିତିଥିଲେ । ରିଟାୟର୍ଡ ସେନା ଅଧିକାରୀ ସରନାମ୍ ସିଂ କହନ୍ତି କି ଗାଁରେ ରହୁଥିବା ଛୁଆଙ୍କ ପ୍ରତିସ୍ପର୍ଦ୍ଧା ରେ ରେ ଗୋଲଡ୍ ମେଡାଲ୍ ଜିତିବାର କ୍ଷମତା ଅଛି । ତାଙ୍କ ପ୍ରତିଭାକୁ ନିଖାରିବା ପାଇଁ ଆବଶ୍ୟକତା ରହୁଛି, ସେ ଗାଁରେ ଏମିତି ଛୁଆଙ୍କୁ ସେ ଟ୍ରେନିଙ୍ଗ୍ ଦେବେ ଯେଉଁଥିରେ ଗାଁରେ ନିରଜଙ୍କ ପରି ଗୋଲଡ୍ ଜିତିବା ବାଲା ଖେଳାଳୀ ଆସିବେ ।

କହିଦେବୁ କି ସରନାମ୍ ସିଂ ୨୦ ବର୍ଷ ବୟସରେ ୧୯୭୬ ରେ ସେନାର ରାଜପୁତ୍ ରେଜିମେଣ୍ଟରେ ସାମିଲ୍ ହୋଇଥିଲେ, ଛଅ ଫୁଟ୍ ଦୁଇ ଇଞ୍ଚ ଲମ୍ବା ସରନାମ୍ ସିଂ ସେନାରେ ଚାରିବର୍ଷ ବାସ୍କେଟବଲ୍ ଖେଳିଥିଲେ, ସାଥୀ ସିପାହୀ ତାଙ୍କ ହାଇଟ୍ ଦେଖି ଆଥଲେଟ୍ ହେବାକୁ ପ୍ରୋତ୍ସାହନ ଦେଇଥିଲେ । ସରନାମ୍ ସିଂ କହିଲେ ସାଥୀ ସେନା ଜବାନ୍ ଙ୍କ ଉପଦେଶରେ ସେ ବାସ୍କେଟବଲ୍ ଛାଡିକରି ଜାଭେଲିନ୍ ଥ୍ରୋ ଖେଳିବା ଆରମ୍ଭ କରିଥିଲେ, ୧୯୮୨ ରେ ଏସିଆଇ ଖେଳରେ ଟ୍ରାଏଲ୍ ଦେଇଥିଲେ ,ଯେଉଁଥିରେ ସେ ଚତୁର୍ଥ ସ୍ଥାନ ପାଇଥିଲେ, ସେ ୧୯୮୪ ରେ ନେପାଳରେ ହୋଇଥିବା ପ୍ରଥମ ଦକ୍ଷିଣ ଏସିଆଇ ଖେଳରେ ଜାଭେଲିନ୍ ଥ୍ରୋରେ ଗୋଲଡ୍ ମେଡାଲ୍ ଜିତିଥିଲେ, ଏହି ଖେଳରେ ସିଲଭର ବି ଭାରତୀୟ ଖେଳାଳୀ ପାଇଥିଲେ, ୧୯୮୫ ରେ ସେ ଗୁରୁତେଜ୍ ସିଂ ଙ୍କୁ ୭୬,୭୪ ମିଟର ନ୍ୟାଶାନାଲ୍ ରେକର୍ଡ ଭାଙ୍ଗିକରି ୭୮,୩୮ ମିଟର ଜାଭେଲିନ୍ ଥ୍ରୋ କରିଥିଲେ ।

ଆପଣଙ୍କୁ କହିଦେବୁ କି ୧୯୮୪ ରେ ମୁମ୍ବାଇରେ ହୋଇଥିବା ଓପନ୍ ନ୍ୟାଶାନାଲ୍ ଗେମ୍ସରେ ସେ ଦ୍ୱିତୀୟ ସ୍ଥାନରେ ଆସିଥିଲେ, ୧୯୮୫ ରେ ଜାକର୍ତ୍ତାରେ ହୋଇଥିବା ଏସିୟାନ୍ ଟ୍ରାକ୍ ଆଣ୍ତ ଫିଲଡ୍ ପ୍ରତିସ୍ପର୍ଦ୍ଧା ରେ ପଞ୍ଚମ ସ୍ଥାନରେ ଆସିଥିଲେ, ୧୯୮୯ ରେ ଦିଲ୍ଲୀରେ ହୋଇଥିବା ଏସିୟାନ୍ ଟ୍ରାକ୍ ଆଣ୍ତ ଫିଲଡ୍ ପ୍ରତିସ୍ପର୍ଦ୍ଧା ରେ ଭାଗ ନେଇଥିଲେ ।

ସରନାମ୍ ସିଂ କହିଲେ କି ୧୯୮୫ ରେ ସେ ନ୍ୟାଶାନାଲ୍ ରେକର୍ଡ ବନାଇଲେ, ସେହି ସମୟରେ ମଇଦାନରେ ଏକ କୁଳପତି ଥିଲେ, ସେ ଉତ୍ତର ପ୍ରଦେଶ ସରକାର ସଚିବ କହିଥିଲେ କି ଏହି ପିଲାଟି ରେକର୍ଡ କରିଛି, ଓ ଏହାକୁ ଏକ ହଜାର ଟଙ୍କା ରାଶି ପୁରସ୍କୃତ ଦେବା ଉଚିତ୍, ଏହି ପୁରସ୍କାର ରାଶି ଆଜି ପର୍ଯ୍ୟନ୍ତ ଦିଆଯାଈନଥିଲା । ସେମିତି ସରନାମ୍ ସିଂ କହିଲେ କି ଭଲୋଖରା ଗାଁର ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ଦୁଇ ଡର୍ଜନ ଛୁଆଙ୍କୁ ଟ୍ରେନିଙ୍ଗ୍ ଦେଉଛନ୍ତି

ଏଥିରେ ଏକ କିଶୋର ୭୦ ମିଟର ଜାଭେଲିନ୍ ଥ୍ରୋ କରେ, ସଂସାଧନ ମିଳିଲେ ତାଙ୍କ ଖେଳ ଆହୁରି ସୁଧୁରି ପାରିବ, କିନ୍ତୁ ହାତରେ ଆଘାତ ଲାଗିବା କାରଣରୁ ତାଙ୍କ ଟ୍ରେନିଙ୍ଗ୍ ହାତ ଛଡା ହୋଇଗଲା, ଅସୁବିଧାକୁ ନେଇ ଏକ ବର୍ଷ ପୁର୍ବରୁ ଗାଁ ଛାଡିକରି ଧୋଳପୁର ଯିବାକୁ ପଡିଲା, ଏବେ ସେ ଗାଁ ଫେରିବାକୁ ଅପେକ୍ଷା କରୁଛନ୍ତି, ସରନାମ୍ ସିଂ କହିଲେ କି ଯଦି ଗାଁ ଯାଇପାରିବେ ନାହିଁ ତେବେ ସେ ଧୋଳପୁର ଗାଁରେ ଛୁଆଙ୍କୁ ଖୋଜି ଜାଭେଲିନ୍ ଥ୍ରୋ ପାଇଁ ଟ୍ରେନିଙ୍ଗ୍ ଦେବେ ।

Leave a Reply

Your email address will not be published. Required fields are marked *