October 19, 2024

Odia Express

Here, There and Everywhere

ଯେବେ Deepika Padukone ଙ୍କୁ ମିଳିଥିଲା ପ୍ରେମରେ ଧୋକା, ତେବେ କହିଥିଲେ ତାକୁ ଆଉ ଗୋଟେ ମଉକା ଦେବା ଥିଲା ମୋର ସବୁଠାରୁ ବହୁତ ବଡ ଭୁଲ୍

ପ୍ରେମ ଏମିତି ଏକ ସଂମ୍ପର୍କ ହୋଇଥାଏ ଯାହାକି ସବୁ ମଣିଷକୁ ନିଜ ଜୀବନରେ କେବେ ନା କେବେ ହୋଇଥାଏ । ଏମିତି କୁହାଯାଏ କି ଯେଉଁଠି ପ୍ରେମ ହୋଇଥାଏ, ସେଠାରେ ମନମୁତାବ ବି ହୋଇଥାଏ, କିନ୍ତୁ ବହୁତଥର ଦେଖାଯାଇଛି କି ଏହି ମନମୁତାବ ଏମିତି ହୋଇଯାଏ କି ଏହାକୁ ଖବର ବନାଇବା ବେଶୀ ଡେରି ହୁଏ ନାହିଁ, ଯଦି ଆମେ ବଲିଉଡ୍ ର କଥା କହିବା ତେବେ ଏହି ଇଣ୍ତଷ୍ଟ୍ରିରେ ସବୁଦିନ କାହା ସହ କାହାର ସଂମ୍ପର୍କ ଯୋଡି ହୋଇଥାଏ ତ କାହାର ସଂମ୍ପର୍କ ଭାଙ୍ଗି ବି ଯାଇଛି, ଆସିବା ଦିନରୁ ଏହି ପ୍ରକାରର ଅନେକ ଖବର ମିଳିଥାଏ, ଇଣ୍ତଷ୍ଟ୍ରିରେ ଏମିତି ବହୁତଥର ହୋଇଛି କି ଯେବେ ପ୍ରେମରେ ରହୁଥିବା ଯୋଡି ଜଣେ ଅନ୍ୟଙ୍କ ଜଣଙ୍କ ଠାରୁ ଅଲଗା ହୋଇଯାଇଛନ୍ତି, ଯାହାର ଚର୍ଚ୍ଚା ହୋଇଥାଏ, ଓ ବହୁତଥର ଏହା ମୁଦ୍ଧା ବି ହୋଇଯାଏ, ବଲିଉଡ୍ ଇଣ୍ତଷ୍ଟ୍ରିରେ କଳାକାରଙ୍କ ପ୍ରେମ ଚର୍ଚ୍ଚା ସବୁବେଳେ ହୋଇଥାଏ, ଏହା ଛଡା ବ୍ରେକ୍ ଅଫ୍ ଖବର ବି ଚର୍ଚ୍ଚାରେ ରହିଥାଏ, ଆପଣଙ୍କୁ କହିଦେବୁ କି ଦିନେ ସମୟ ପୁର୍ବରୁ ରଣବୀର୍ କାପୁର୍ ଓ ଦିପିକା ପାଦୁକୋଣ ଯୋଡି ପର୍ଦାରେ ବହୁତ୍ ପସନ୍ଦ କରାଯାଉଥିଲା

ଏତିକି ନୁହେଁ ଅଫ୍ ସ୍କ୍ରିନ୍ ରେ ଏହି ଦୁହେଁଙ୍କ ଯୋଡି ବେଷ୍ଟ୍ ଯୋଡି ଭାବେ ଜଣାଯାଉଥିଲା, କିନ୍ତୁ ଯେବେ ଏହି ଦୁହେଁଙ୍କର୍ ବ୍ରେକ୍ ଅଫ୍ ହେଲା ତେବେ ମିଡିଆରେ ଏକ ବଡ ଖବର ହୋଇଗଲା । ଏମିତି କୁହାଯାଉଛି କି ଦିପିକା ପାଦୁକୋଣ ରଣବୀର୍ କାପୁରଙ୍କୁ ଅଲଗା ଅଭିନେତ୍ରୀଙ୍କ ସହ ଦେଖିଥିଲେ, ମହଜୁଦା ସମୟରେ ଦିପିକା ନିଜ ବିବାହିତ ଜୀବନ ଖୁସିରେ ବ୍ୟତିତ କରୁଛନ୍ତି, କିନ୍ତୁ ଗୋଟେ ସମୟ ପୁର୍ବରୁ ଅଭିନେତ୍ରୀଙ୍କୁ ତାଙ୍କ ସଂମ୍ପର୍କରେ ଧୋକା ମିଳିସାରିଛି, ଯାହାର କାରଣରୁ ସେ ପୁରା ଭାଙ୍ଗିଯାଇଥିଲେ, ଓ ଚିନ୍ତାରେ ରହିବାକୁ ବାଧ୍ୟ ହୋଇଥିଲେ , ଏହି କଥାର ଖୁଲାସା ଦିପିକା ପାଦୁକୋଣ ଏକ ଇଣ୍ଟରଭ୍ୟୁରେ ଦେଇଥିଲେ । ଯେପରି ଆମେ ଜାଣିଛେ କି ଦିପିକା ପାଦୁକୋଣ ରଣବୀର୍ ସିଂଙ୍କୁ ବିବାହକରିଥିଲେ

୨୦୧୮ ରେ ଦିପିକା ରଣବୀରଙ୍କୁ ବିବାହ କଲେ କିନ୍ତୁ ବିବାହ୍ ପୁର୍ବରୁ ଦୁହେଁ ପରସ୍ପର୍ ବହୁତ ଦିନ ଯାଏଁ ଡେଟ୍ କରିଥିଲେ, ଯାହାପରେ ଯାଇ ବିବାହ କରିଥିଲେ, ଏତିକି ନୁହେଁ ବରଂ ରଣବୀର୍ କାପୁର୍ ଓ ଦିପିକା ପାଦୁକୋଣଙ୍କ ବିବାହରେ ବହୁତ ସମସ୍ୟା ଦେଖାଯାଇଥିଲା, କିନ୍ତୁ ଗୋଟେ ସମୟ ଏମିତି ଆସିଲା କି ଦୁହେଁ ପରସ୍ପର ଠାରୁ ଅଲଗା ହୋଇଗଲେ, ଦିପିକା ପାଦୁକୋଣ କିଛି ସମୟ ପୁର୍ବରୁ ଏହି କଥାର ଖୁଲାସା କରିଥିଲେ କି ସେହି ସମୟରେ କଣ ହୋଇଥିଲା, ସେ ଏହି ବିଷୟରେ ସଚ୍ଚାଇ କହିବାବେଳେ ରଣବୀରଙ୍କ ନାଁ ନେଇନଥିଲେ ।

ଦିପିକା ଏକ ଇଣ୍ଟରଭ୍ୟୁରେ କହିଥିଲେ କି ସେ ସବୁଠାରୁ ପ୍ରଥମେ ଧୋକା ଦେଲେ, ଓ ପରେ ମୋତେ କ୍ଷମା ମାଗିଲେ, ଦିପିକା ପାଦୁକୋଣ କହିଲେ କି ମୋର ପାଇଁ ସେକ୍ସର ମତଲବ କେବଳ ଫିଜିକାଲ୍ ହେବା ନୁହେଁ ସେଥିରେ ବି ଇମୋସନ୍ ଯୋଡି ହୋଇଥାଏ, ମୁଁ ଯେବେ ବି କାହା ସହ ସଂମ୍ପର୍କରେ ରହିଥିଲି ତାକୁ କେବେ ଧୋକା ଦେଇନଥିଲି, ମୁଁ ତାକୁ ଧୋକା ଦେବି କିମ୍ବା ଚିଟ୍ କରିବି ତେବେ ମୁଁ ସଂମ୍ପର୍କ ରେ କଣପାଇଁ ରହିବି ? ଏହା ଭଲ କି ମୁଁ ସିଙ୍ଗଲ୍ ଅଛି ଓ ମସ୍ତି କରୁଛି, କିନ୍ତୁ ସମସ୍ତେ ଏପରି ନୁହନ୍ତି, ଏଥିପାଇଁ ମୋତେ ବହୁତ ଦୁଃଖ୍ ସହିବାକୁ ପଡିଲା, ମୁଁ ତାକୁ ଆଉଥରେ ମଉକା ଦେଲି, ଯେବେ କି ମୁଁ ତାକୁ ଖୁଲମ୍ ଖୁଲା ଗୋଟେ ସମୟରେ ଅଚାନକ ଧରିନେଇଥିଲି । ଦିପିକା ଏହାର ସତ୍ୟତା ବିଷୟରେ କହିଲେ କି ପରେ ସେ ମୋତେ କ୍ଷମା ମାଗିଲେ ମୁଁ ତାଙ୍କୁ କ୍ଷମା କରିଦେଲି

ଏହା ମୋର ମୁର୍ଖାମୀ ଥିଲା, ମୋତେ ସେହି ଜିନିଷରୁ ବାହାରକୁ ଆସିବାରେ ସମୟ ଲାଗିଲା, କିନ୍ତୁ ଯେବେ ଏହି ଜିନିଷରୁ ବାହାରକୁ ଆସିଛି ତେବେ ମୋତେ ଆଉ କେହି ସେହି ସମୟକୁ ଫେରାଇନେଇପାରିବ ନାହିଁ, ଯେବେ ସେ ମୋତେ ପ୍ରଥମଥର ଧୋକା ଦେଲା ତେବେ ମୋତେ ଲାଗିଲା କି ଏହି ରିଲେସନସିପ୍ ମୋ ସହ କିଛି ଅସୁବିଧା ହେବନାହିଁ, କିନ୍ତୁ ଯେବେ ଧୋକା ଦେବା କାହାର ଅଭ୍ୟାସ ହୋଇଥାଏ ତେବେ ସେ ଏମିତି କରିଥାଏ

ସେ ଆଗକୁ କହିଲେ କି ମୁଁ ମୋର ରିଲେସନସିପ୍ ରେ ବହୁତ କିଛି ଦେଲି କିନ୍ତୁ ମୋତେ ତା ବଦଳରେ କିଛି ମିଳିଲା ନାହିଁ, ଧୋକା କେଉଁ ସଂମ୍ପର୍କର ବ୍ରେକର୍ ହୋଇଥାଏ, ଯେବେ ରିଲେସନସିପ୍ ରେ ଧୋକା ଆସିଯାଏ ଇଜ୍ଜତ ଚାଲିଯାଏ , ବିଶ୍ୱାସ ଆସିଯାଏ କି କାରଣ ଆପଣଙ୍କ ସଂମ୍ପର୍କର ପିଲାର୍ ହୋଇଥାଏ ଯାହାକୁ ଆପଣ କେବେ ଭାଙ୍ଗିପାରିବେ ନାହିଁ ।

କହିଦେବୁ କି ରଣବୀର୍ କାପୁର୍ ଓ ଦିପିକା ପାଦୁକୋଣ ୨ ବର୍ଷ ରିଲେସନସିପ୍ ରେ ଥିଲେ କିନ୍ତୁ ୨୦୦୯ ରେ ଦୁହେଁଙ୍କ ବ୍ରେକ୍ ଅଫ୍ ହୋଇଗଲା, ଯାହାର କାରଣରୁ ଦିପିକା ପାଦୁକୋଣ ପୁରା ଭାଙ୍ଗିଯାଇଥିଲେ, ଓ ଚିନ୍ତାରେ ଆସିଯାଇଥିଲେ, ସେମିତି ଦିପିକା ପାଦୁକୋଣଙ୍କୁ ରିଲେସନସିପ୍ ରେ ବହୁତ ଦୁଃଖ ମିଳିଲା କିନ୍ତୁ ଏବେ ତାଙ୍କୁ ରଣବୀର୍ ସିଂଙ୍କ ରୁପରେ ବହୁତ ଭଲ ପାଉଥିବା ସ୍ୱାମୀ ମିଳିଗଲା, ଦିପିକା ପାଦୁକୋଣ ଓ ରଣବୀର୍ ସିଂଙ୍କ ଯୋଡି ବଲିଉଡ୍ ରେ ସବୁଠାରୁ କ୍ୟୁଟ୍ ଯୋଡି ଭାବେ ଜଣାଯାଏ , ଏବେ ଦିପିକା ନିଜ ବୈବାହିକ ଜୀବନରେ ଖୁସିରେ ବ୍ୟତିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *