March 18, 2025

Odia Express

Here, There and Everywhere

Odia Jokes : ଅଧ୍ୟାପକ- ରୋହନ୍ ଯଦି ତୁମର ପାଖରେ ପନ୍ଦରଟି ସେଓ ଥିବ ସେଥିରୁ ଛଅଟି ତୁମେ ନିର୍ମଳାକୁ ଦେଇଦେବ, ଚାରିଟି ସୁନିତାକୁ ଦେଇଦେବ, ଓ ପାଞ୍ଚଟି ଡଲିକୁ ଦେଇଦେବ ତେବେ ତୁମକୁ କଣ ମିଳିବ ?

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଏକ ମହାନ୍ ବ୍ୟକ୍ତିର ଉଦାହରଣ- ମୁଁ ଚଢେଇ ପାଳିଲି, ଉଡିଗଲା ମୁଁ ଗୁଣ୍ତୁଚିମୁଷା ପାଳିଲି ପଳେଇଲା , ମୁଁ ଗଛ ଲଗାଇଲି ଚଢେଇ ଓ ଗୁଣ୍ତୁଚିମୁଷା ଦୁହେଁ ଫେରିଆସିଲେ, ମୋର ସହ କିଛି ଏମିତି ହେଲା, ମୁଁ ଚିପ୍ସ ଆଣିଲି, ସାଙ୍ଗମାନେ ଖାଇ ଚାଲିଗଲେ, ମୁଁ ବାଦାମ ଆଣିଲି, ସାଙ୍ଗମାନେ ଖାଇ ଚାଲିଗଲେ, ମୁଁ ମଦ ଆଣିଲି, ସାଙ୍ଗ ଚିପ୍ସ ଓ ବାଦାମ ନେଇକରି ଫେରି ଆସିଲେ ।

୨) ଏକ ଚାଲାକ୍ ଭିଣେଇ ଶାଳିକୁ ପ୍ରେମଭରା କଥା କହୁଥିଲା, ଭିଣେଇ ରୋମାଣ୍ଟିକ୍ ହୋଇକରି ଶାଳିକୁ ପଚାରେ, କୁହ, ରାତି ଓ ସୁହାଗରାତିରେ କଣ ଫରକ ଅଟେ ? ଶାଳୀ- ସୁହାଗରାତି ଦିନ ଆମେ କେବଳ ସ୍ୱାମୀର ସହ ଶୋଇପାରିବା, ଯେବେ କି ବାକି ରାତି ପାଇଁ କୌଣସି କଟକଣା ନାହିଁ ଭିଣେଇ –ଏବେ କୋମାରେ ଅଛି ।

୩)ସ୍ୱାମୀ ନୁଆ କାର୍ କୀଣିଲା ଓ ଭାବିଲା ସ୍ତ୍ରୀକୁ ସରପ୍ରାଇଜ୍ ଦେବ, ଘରେ ପହଞ୍ଚିବାକ୍ଷଣି ସ୍ତ୍ରୀ ଜୋର୍ ରେ ଆବାଜ୍ ଦେଇକରି କହିଲା –ଡାର୍ଲିଙ୍ଗ୍ ତୁମେ ଏତେ ବର୍ଷର ସ୍ୱପ୍ନ ଆଜି ପୁରା ହୋଇଗଲା, ସ୍ତ୍ରୀ ଦୌଡିକରି ରୋଷେଇ ଘରୁ ବାହାରକୁ ଆସିଲା ଓ ଚିଲ୍ଲାଇଲା ହାଏ, ଶାଶୁମା କଣ ହୋଇଗଲା ସକାଳୁ ତ ଭଲ ଥିଲେ ।

୪) ସ୍ତ୍ରୀ ବାପଘରୁ ଫେରିଆସିଲା, ସ୍ୱାମୀ କବାଟଖୋଲିବା ପରେ ଜୋର୍ ଜୋର୍ ରେ ହସିବାକୁ ଲାଗିଲା, ସ୍ତ୍ରୀ-ଏମିତି କଣପାଇଁ ହସୁଛ ଯେ ? ସ୍ୱାମୀ-ଗୁରୁଜୀ କହିଥିଲେ ଯେବେ ବିପଦ୍ ଆସିବ ତେବେ ତାହାର ସାମ୍ନା ହସିକରି କରିବା କଥା ।

୫) ଶିକ୍ଷକ- ପପୁ ଶାଳୀ ଅଧା ଘରବାଲି ହୋଇଥାଏ , ଏହାର ମତଲବ କଣ କହ , ପପୁ –ସାର୍ ଏହି ସେହି ସ୍କିମ୍ ଅଟେ ଯାହା ବରକୁ କୁହାଯାଏ କିନ୍ତୁ ଦିଆଯାଏ ନାହିଁ, ମାଷ୍ଟର୍ –ବେହୋସ୍

୬) ବାନ୍ତା ନିଜ ପାଳିତ୍ କୁକୁରକୁ ବିକ୍ରି କରୁବାକୁ ଭାବୁଥିଲା, ସାନ୍ତା- ତାକୁ କିଣିବାର୍ ଥିଲା, ସାନ୍ତା- କଣ ଏହି କୁକୁରବିଶ୍ୱସ୍ତ କି ?

ବାନ୍ତା- ହଁ, ମୁଁ ଏହାକୁ ଦୁଇଥର ବିକ୍ରି କରିସାରିଛି, ସେ ଏତେ ବିଶ୍ୱସ୍ତ କି ମୋର ପାଖକୁ ପଳେଇଆସୁଛି ।

୭) ମୋହନ ନିଜ ସାଙ୍ଗକୁ – ମୁଁ ଗୋଟେ ଦିନରେ ବାଘର ବେକ ଭାଙ୍ଗିଦେଲି, ଚିତାକୁ ଦୁଇଖଣ୍ତ କରିଦେଲି, ଓ ଏକ ହାତିର ଗୋଡ ମାରି ଛୋଟାକରିଦେଲି, ସାଙ୍ଗ ଆଶ୍ଚର୍ଯ୍ୟରେ- ତାପରେ କଣ ହେଲା ? ମୋହନ- ହେବ କଣ ? ଦୋକାନୀ ନିଜ ଖେଳନାର ଭଙ୍ଗାଭଙ୍ଗି କରିଥିବା ଦୋଷୀରେ ମୋତେଜେଲ୍ ପଠାଇଦେଲା ।

୮) ଗାର୍ଲଫ୍ରେଣ୍ତ- ରଙ୍ଗ ଲଗାଇବାର କଣ ନେବ ? ବୟଫ୍ରେଣ୍ତ- ମଜାକ୍ ରେ- ଅଧିକା କିଛି ନୁହେଁ ଚାରିଟି ଚୁମା, ଗାର୍ଲଫ୍ରେଣ୍ତ- ଓ ଯଦି ପାଣି ପକାଇଦେବି ତ, ବୟଫ୍ରେଣ୍ତ- ଖାଲି ୧୦ ଟି ଚୁମା, ଗାର୍ଲଫ୍ରେଣ୍ତ- ଆସିଯାଅ ଦାଦି ବାହାରକୁ ଲଗାଇଦିଅ ରଙ୍ଗ ନିଜ ନିକୁ କୁ ।

୯) ପୁଅ –ତୁମେ ଝିଅମାନେ ଲଭ୍ ମ୍ୟାରେଜ୍ କଣପାଇଁ କର ? ଝିଅ- ଅଜଣା ଲୋକକୁ ଭେଟିବାରୁ ଭଲ କି ଜଣାପରିଚିତ କମିନା ମିଳିଯାଉ, ଝିଅ- ତୁମେ ପୁଅମାନେ ଲଭ୍ ମ୍ୟାରେଜ୍ କଣପାଇଁ କର? ପୁଅ- ଆନାକୋଣ୍ତା ମିଳିବାରୁ ଭଲ କି ପୁର୍ବରୁ ପାଳିଥିବା ନାଗୁଣି ମିଳିଯାଉ ।

୧୦) ଅଧ୍ୟାପକ- ରୋହନ୍ , ତୋ ପାଖରେ ୧୫ ଟି ସେଓ ଅଛି ଯେଉଁଥିରେ ୬ ଟି ତୁମେ ନିର୍ମଳାକୁ ଦେଲ, ୪ ଟି ସୁନିତାକୁ ଦେଲ ଓ ୫ ଟା ଡଲିକୁ, ତେବେ ତୁମ ପାଖରେ କଣ ରହିଲା ? ରୋହନ୍ ଉତ୍ତର ଦେଲା- ସାର୍ ମୋତେ ତିନୋଟି ନୁଆ ଗାର୍ଲଫ୍ରେଣ୍ତ ମିଳିଯିବ, ହୋଇଗଲା ରୋହନର ଜୋର୍ ଦାର୍ ପ୍ରହାର ,

Leave a Reply

Your email address will not be published. Required fields are marked *