October 17, 2024

Odia Express

Here, There and Everywhere

Odia Jokes : ସ୍ତ୍ରୀ ପଚାରିଲା ମୋମତାଜ୍ ଚାଲିଯିବାପରେ ତାଙ୍କ ସ୍ମୃତିରେ ଶାହଜାହାନ୍ ତାଜମହଲ୍ ବନାଇଲେ ,ମୋର ସ୍ମୃତିରେ ଆପଣ କଣ ବନାଇବେ

1 min read

୧)ସାନ୍ତା- ନିଜ ମାକୁ- ମା ଖୁସିଖବର ଅଟେ, ଆମେ ଦୁଇ ରୁ ତିନି ହୋଇଗଲେ, ମା- ବଧାଇ ପୁଅ, କଣ ହେଲା ପୁଅ କି ଝିଅ ? ସାନ୍ତା- ନା ପୁଅ ନା ଝିଅ, ମୁଁ ଦ୍ୱିତୀୟ ବିବାହ କରିନେଲି ।

୨)ଜ୍ୱାଇଁ ନିଜ ଶାଶୁକୁ କହେ –ଶାଶୁ ମା ଆପଣଙ୍କ ଝିଅର ମୁଣ୍ତରେ ଦିମାଗ୍ ବୋଲି କିଛି ନାହିଁ , ପ୍ରଥମେ ଜଣାଥିଲେ ମୁଁ ବାହାହୋଇନଥାନ୍ତି , ଶାଶୁ ମା- ଯେବେ ତୁମେ ଦେଖିବାକୁ ଆସିଥିଲ ତେବେ ତୁମେ ଖାଲି ହାତ ମାଗିଥିଲ, ଦିମାଗ ବିଷୟରେ କଥା ହୋଇନଥିଲ ।

୩) ଶିକ୍ଷ୍ୟ –ଗୁରୁଜୀ- ଏମିତି ସ୍ତ୍ରୀକୁ କଣ କହନ୍ତି ଯିଏ ଗୋରି ହୋଇଥିବ, ଲମ୍ବା ହୋଇଥିବ, ଓ ସୁନ୍ଦର ହୋଇଥିବ ଓ ଚାଲାକ୍ ହୋଇଥିବ , ସ୍ୱାମୀଙ୍କୁ ବୁଝାଉଥିବ, କେବେ ଝଗଡା କରୁନଥିବ , ଗୁରୁଜୀ- ତାକୁ ମନର ଭ୍ରମ କହନ୍ତି , ପୁଅ- ମନର ଭ୍ରମ

୪) ଏକ ଦଶ ବର୍ଷର ଛୁଆ ବହୁତ ଧ୍ୟାନରେ ବହି ପଢୁଥିଲା, ଯାହାର ଟାଇଟେଲ୍ ଥିଲା ଛୁଆଙ୍କ ଲାଳନପାଳନ କିପରି କରିବେ ? ଛୁଆ- ମୁଁ ଏହା ଦେଖିବାକୁ ଚାହୁଁଛି କି ମୋର ପାଳନ ପୋଷଣ ଠିକ୍ ସେ ହେଉଛି କି ନାହିଁ ।

୫) ଶିକ୍ଷକ- ଏକ ଲୋକକଥାକୁ ବାକ୍ୟରେ  ପ୍ରୟୋଗ କରି କୁହ, ମୁହଁରେ ପାଣି ଆସିଯିବା , ଛାତ୍ର- ଯେପରି ମୁଁ ନଳର ଥୋଡି ଲଗାଇକରି ନଳ ଚାଲୁକରିଲି ମୋର ମୁହଁରେ ପାଣି ଆସିଗଲା, ଶିକ୍ଷକ- ଗେଟ୍ ଆଉଟ୍

୬) ଶିକ୍ଷୟତ୍ରୀ- ଗୋଲୁକୁ- ପାଞ୍ଚରୁ ପାଞ୍ଚ୍ ଫେଡିଲେ କେତେ ରହିବ ? ଗୋଲୁ-  ଜଣାନାହିଁ ମ୍ୟାଡାମ୍, ଶିକ୍ଷକ- ଯଦି ତୁମର୍ ପାଖରେ ୫ ତି ଭଟୁରା ଅଛି ଓ ତୁମେ ୫ ଟି ଭଟୁରା ତୋ ଠାରୁ ନେଇଯିବି ତୋର ପାଖରେ କଣ ରହିବ ? ଗୋଲୁ- ଛୋଲେ

୭) ନର୍ସରି କ୍ଲାସର ଛୁଆ କହିଲା- ମ୍ୟାମ୍ ମୁଁ ଆପଣଙ୍କୁ କେମିତି ଲାଗେ ? ମ୍ୟାମ୍ –ସୋ ସ୍ୱିଟ୍, ଛୁଆ ନିଜ ସାଇଡ୍ ର ପୁଅକୁ – ଦେଖିଲୁ ମୁଁ କହିଥିଲି ନା ଲାଇନ୍ ମାରୁଛନ୍ତି ।

୮) ଶିକ୍ଷକ- ଇରାଦା ପକା ହେବା ଦରକାର , ପଥରରୁ ବି ପାଣି ବାହାର କରାଯାଇପାରିବ , ପପୁ- ମୁଁ ତ ଲୁହାରୁ ବି ପାଣି ବାହାର୍ କରିଦେଉଛି, ଶିକ୍ଷକ- କେମିତି ? ପପୁ- ହ୍ୟାଣ୍ତ ପମ୍ପରେ

୯) ଛୁଆ ଘରୁ ମାଡ ଖାଇକରି ସ୍କୁଲ୍ ଯାଉଥିଲା, ରାସ୍ତାରେ କିଏ ପଚାରିଲା ପୁଅ ପଢୁଛୁ ? ଛୁଆ-ନା, ସ୍କୁଲ୍ ଡ୍ରେସ୍ ପିନ୍ଧିକରି ତୋର ବାପାର ବରଯାତ୍ରୀରେ ଯାଉଛି ।

୧୦) ସ୍ତ୍ରୀ ପଚାରିଲା- ମୋମତାଜ୍ ଚାଲିଯିବାପରେ ତାଙ୍କ ସ୍ମୃତିରେ ଶାହଜାହାନ୍ ତାଜମହଲ କରିଥିଲେ, ମୁଁ ଚାଲିଯିବି ଯଦି ତୁମେ ମୋର ସ୍ମୃତିରେ କଣ ବନାଇବ ? ସ୍ୱାମୀ ବି ପ୍ରେମରେ କହିଦେଲା, ପୁରି ତରକାରୀ ବନାଇକରି ଦେବି ଜାନୁ ।

Leave a Reply

Your email address will not be published. Required fields are marked *