June 28, 2025

Odia Express

Here, There and Everywhere

ଜ୍ୟୋତିଷ୍ୟ ଶାସ୍ତ୍ର : ଏହି ରାଶିର ଲୋକଙ୍କୁ ମିଳିଥାଏ ସବୁଠାରୁ ସୁନ୍ଦର Wife , ଦେଖନ୍ତୁ ଆପଣଙ୍କ ରାଶି ଅଛି କି ଏହିଥିରେ

1 min read

ସେମିତି ଦେଖିବାକୁ ଗଲେ ସବୁ ମଣିଷର ଏକ ସୁନ୍ଦର ଜୀବନସାଥୀର ସନ୍ଧାନ ରହିଥାଏ , ସମସ୍ତେ ଚାହଁନ୍ତି କି ତାଙ୍କ ଲାଇଫ୍ ପାର୍ଟନର୍ ଭଲ ହୋଇଥାଉ , ଯିଏ ତାକୁ ଭଲ ପାଉ ଓ ତା ପ୍ରତି ବିଶ୍ୱସ୍ତ ରହୁ । କିନ୍ତୁ ଆଜିର୍ ସମୟରେ ଦେଖାଯାଇଛି କି ଏମିତି ବହୁତ କମ୍ ଭାଗ୍ୟବାନ ଲୋକେ ହୋଇଥାନ୍ତି ଯାହାଙ୍କୁ ନିଜ ମନ ମୁତାବିକ ଜୀବନସାଥୀ ମିଳିପାରେ , ଯଦି ମନ ପସନ୍ଦର ଜୀବନସାଥୀ ବ୍ୟକ୍ତିକୁ ମିଳିଯାଏ ତେବେ ଜୀବନ ବହୁତ ସହଜ ହୋଇଯାଏ । ଓ ଜୀବନରେ ସବୁବେଳେ ଖୁସି ରହିଥାଏ , ଆପଣଙ୍କୁ କହିଦେବୁ କି ଏହି ମାମଲାରେ କିଛି ଲୋକ ଜନ୍ମରୁ ବହୁତ୍ ଭାଗ୍ୟବାନ ହୋଇଥାନ୍ତି । ଜ୍ୟୋତିଷ୍ୟ ଶାସ୍ତ୍ରରେ ଏମିତି କିଛି ରାଶିଗୁଡିକ ବିଷୟରେ କୁହାଯାଇଛି ଯାହାଙ୍କ ପୁରୁଷ ଜାତକରେ ବହୁତ ସୁନ୍ଦର ଲାଇଫ୍ ପାର୍ଟନର୍ ମିଳିଥାଏ, ଏତିକି ନୁହେଁ ବରଂ ତାଙ୍କ ସ୍ତ୍ରୀ ସବୁ ଭଲ ଓ ଖରାପ ସମୟରେ ତାଙ୍କ ସହ ଠିଆ ହୋଇଥାଏ, ଏଥିରେ ସବୁଠାରୁ ଧ୍ୟାନ ଦେବା ଭଳି କଥା ଏହା କି ଏହି ରାଶିର ଲୋକେ ପୁରୁଷଙ୍କ ମଧ୍ୟରେ ବହୁତ ଖୁସି ମିଳିଥାଏ, ଯାହାର କାରଣରୁ ତାଙ୍କୁ ଏତେ ଭଲ ସ୍ତ୍ରୀ ମିଳିଥାଏ, ତେବେ ଆସନ୍ତୁ ନଜର ପକାଇବା କେଉଁ ସେହି ରାଶିର ପୁରୁଷ ଯାହାଙ୍କୁ ଏମିତି ଭାଗ୍ୟବାନ ସ୍ତ୍ରୀମାନେ ମିଳିପାରିଥାନ୍ତି ।

୧) ମିଥୁନ ରାଶି- ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ମିଥୁନ ରାଶି ଅଟେ ସେମାନେ ବହୁତ ଖୁସିମିଜାଜ୍ ଓ ମଜାଳିଆ ସ୍ୱଭାବର ଜଣାଯାଆନ୍ତି , ଏହି ରାଶିର୍ ଲୋକଙ୍କ ପର୍ସନାଲିଟି ବହୁତ୍ ଅଧିକା ଆକର୍ଷକ ହୋଇଥାଏ, ଯାହାର କାରଣରୁ ଝିଅମାନେ ତାଙ୍କ ଆଡକୁ ଅଧିକା ଆକର୍ଷିତ ହୋଇଥାନ୍ତି । ଏହା ଛଡା ଏହି ରାଶିର ପୁରୁଷ ମହିଳାଙ୍କ ସହ ସମ୍ମାନଜନକ ବ୍ୟବହାର କରନ୍ତି , ତାଙ୍କର ଏହି ଗୁଣ ତାଙ୍କ ପାର୍ଟନରକୁ ପୁରା ଜୀବନ ଭଲ ପାଇବା ଓ ସାଥିରେ ରହିବାପାଇଁ ବାଧ୍ୟ କରିଦିଏ ।

୨) ସିଂହ ରାଶି- ଯେଉଁ ଲୋକଙ୍କର ରାଶି ସିଂହ ଅଟେ ,ସେମାନେ ବହୁତ ସାହାସୀ ହୋଇଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର୍ ଅନୁସାରେ ଏହି ରାଶିର ପୁରୁଷଙ୍କ ବ୍ୟବହାର ନିଜ ପାର୍ଟନରଙ୍କ ସାମ୍ନାରେ ଏକଦମ୍ ପ୍ରେମଭରା ହୋଇଥାଏ, ଏମାନେ ନିଜ ପାର୍ଟନରଙ୍କୁ ବହୁତ ଅଧିକା ଭଲ ପାଆନ୍ତି, ଏହି ରାଶିର ପୁରୁଷ ଅଧିକା ରୋମାଣ୍ଟିକ୍ ହୋଇଥାନ୍ତି, ଏହି କାରଣରୁ ତାଙ୍କ ସହ ଭଲ ବନ୍ଧୁତା ଓ ସୁନ୍ଦର ସ୍ତ୍ରୀ ମିଳିଥାଏ,  ଯାହା ତାଙ୍କ ସହ ଜୀବନସାରା ରହିଥାନ୍ତି, ସବୁ ଖରାପ ସମୟରେ ତାଙ୍କ ସାଥ୍ ଦିଅନ୍ତି ।

୩) କନ୍ୟା ରାଶି- ଯେଉଂ ପୁରୁଷମାନେ କନ୍ୟା ରାଶିର ଅଟନ୍ତି ସେମାନେ ବହୁତ୍ ହ୍ୟାଣ୍ତସମ୍ ଓ ଆକର୍ଷକ ହୋଇଥାନ୍ତି, ସୁନ୍ଦର ଝିଅମାନେ ଏହି ରାଶିର ପୁଅମାନଙ୍କ ଉପରେ ପୁରା ଫିଦା ହୋଇଯାଆନ୍ତି, ଏହି ରାଶିର ପୁଅଙ୍କ ଅନ୍ଦାଜ ପ୍ରେମରେ ଭରା ହୋଇଥାଏ , ଓ ଏମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି, ଏହି କାରଣରୁ ତାଙ୍କ ଲାଇଫ୍ ପାର୍ଟନର୍ ତାଙ୍କୁ ବହୁତ ଅଧିକା ଭଲ ପାଆନ୍ତି, ଓ ପୁରା ଜୀବନ ଦିୱାନୀ ହୋଇଥାନ୍ତି ।

୪) ମକର ରାଶି- ଯେଉଁ ପୁଅମାନେ ମକର ରାଶିର ହୋଇଥାନ୍ତି ସେମାନଙ୍କ ମଧ୍ୟରେ କହିବାର ଶୈଳୀ ଭଲ ହୋଇଥାଏ , ଏମାନେ ନିଜ କଥାରେ ଅନ୍ୟଙ୍କ ହୃଦୟକୁ ଜିତିପାରନ୍ତି, ଏହି ରାଶିର ପୁଅଙ୍କୁ ଏହି କଳା, ଇମାନଦାରୀ, ସରପ୍ରାଇଜ୍ ଦେବାର ଅନ୍ଦାଜ ଲାଇଫ୍ ପାର୍ଟନରଙ୍କ ହୃଦୟକୁ ଛୁଇଁଯାଏ , ଏହି ରାଶିର ପୁଅଙ୍କୁ ସୁନ୍ଦର ସ୍ତ୍ରୀ ମିଳିଥାଏ, ଯାହା ପୁରା ଭାବେ ତାଙ୍କ ପ୍ରତି ଇମାନଦାର୍ ହୋଇଥାନ୍ତି ।

୫) ମୀନ ରାଶି- ମୀନ ରାଶିର ପୁଅମାନେ ଇମାନଦାର୍, ହସମୁଖ ସ୍ୱଭାବର୍ ହୋଇଥାନ୍ତି, ସେମିତି ଗୁଣ ସବୁ ଝିଅ ନିଜ ଲାଇଫ୍ ପାର୍ଟନର୍ ହିସାବରେ ଦେଖନ୍ତି, ଏହି ରାଶିର ପୁଅ ହ୍ୟାଣ୍ତସମ୍ ହୋଇଥାନ୍ତି, ଏମାନଙ୍କ ଲାଇଫ୍ ପାର୍ଟନର୍ ବହୁତ ସୁନ୍ଦର ଓ ଭଲ ମିଳାମିଶା ହୋଇଥାନ୍ତି, ଏମାନଙ୍କ ଲାଇଫ୍ ପାର୍ଟନର୍ ତାଙ୍କ ଜୀବନ ସାରା ସାଥିରେ ରୁହନ୍ତି ।

Leave a Reply

Your email address will not be published. Required fields are marked *