October 17, 2024

Odia Express

Here, There and Everywhere

ଏହି ଯୁବକଙ୍କ ଅଛନ୍ତି 27 ଜଣ ସ୍ତ୍ରୀ ଓ 150 ଛୁଆ, ପୁଅ କହିଲେ ବାପା କଣ କରନ୍ତି ସ୍ତ୍ରୀମାନଙ୍କ ସହ

ଜଣେ ବ୍ୟକ୍ତି ଗୋଟେ ନୁହେଁ ଦୁଇଟା ନୁହେଁ ୨୭ ଟି ବାହା ହୋଇଛନ୍ତି, ୬୪ ବର୍ଷିୟ ଏହି ବ୍ୟକ୍ତିଙ୍କ ନାଁ ବିଷ୍ଟନ୍ ବ୍ଲାକମୋର୍ ଅଟେ ଯିଏକି କାନାଡାରେ ଅଛନ୍ତି, ୨୭ ଟି ବିବାହରେ ତାଙ୍କର ୧୫୦ ଟି ଛୁଆ ହୋଇଛନ୍ତି, ଗୋଟେ ସମୟରେ ତାଙ୍କ ସବୁ ୨୭ ଜଣ ସ୍ତ୍ରୀଙ୍କ ସହ ଗୋଟେ ଛାତ ତଳେ ରହୁଥିଲେ ,କିନ୍ତୁ ଏବେ ତାଙ୍କ ୫ ଜଣ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେଇଦେଲେ, ଏବେ ବିଷ୍ଟନ୍ ନିଜ ୨୨ ଜଣା ସ୍ତ୍ରୀଙ୍କ ସହ ରୁହନ୍ତି, ବିଷ୍ଟନଙ୍କ ତିନି ପୁଅ ୧୯ ବର୍ଷର ମର୍ଲିନ୍ , ଓ ମୁରାୟ ବ୍ଲାକମୋର୍ ଏବଂ ୨୧ ବର୍ଷୀୟ ବାରେନ୍ ଟିକ୍ ଟକ୍ ରେ ନିଜ ବଡ ପରିବାର ବିଷୟରେ ଲୋକଙ୍କୁ ଜଣାଇଥିଲେ , ୨୭ ଟି ମା ଓ ୧୫୦ ଭାଇ ଭଉଣୀଙ୍କ ସହ ବଡ ହେବା କିପରି ଲାଗିଥାଏ ଏହା ଏକ୍ସପିରିୟନ୍ସ ସେ ସୋସିଆଲ୍ ମିଡିଆ ଜରିଆରେ ଜଣାଇଥିଲେ ।

ସେମିତି ମର୍ଲିନ୍ କହନ୍ତି କି ତାଙ୍କ ବାପା ବ୍ରିଟିଶ୍ କଲମ୍ବିଆରେ ଏକ ବଡ ଘର ଅଛି ଯେଉଁଠି ସେ ନିଜ ୨୭ ଜଣ ସ୍ତ୍ରୀଙ୍କ ସହ ରହୁଛନ୍ତି, ସେଥିରୁ ୧୫୦ ଜଣ ଛୁଆ ହୋଇଥିଲେ, ଯେପରି ବଡ ପରିବାର ହୋଇଗଲା ସେ ଏହି ଇଲାକାର ଆଖପାଖ ଘର କିଣିଦେଲେ, ଓ ସବୁ ଘରେ ଦୁଇ ଜଣ ସ୍ତ୍ରୀଙ୍କ ୧୮ ଜଣ ଛୁଆ  ରହୁଛନ୍ତି । ମର୍ଲିନ୍ ଭିଡିଓରେ ଏହା ବି କହିଲେ କି ଏତେ ବଡ୍ ପରିବାରକୁ ପାଳିବା ସହଜ ନୁହେଁ, ଯେପରି ଯେବେ କେଉଁ ଭାଇ ଭଉଣୀର ଜନ୍ମଦିନ ଆସୁଥିଲା ତେବେ ବାହାର ଅତିଥିଙ୍କୁ ଡକାଇବାର ଆବଶ୍ୟକତାପଡୁନଥିଲା , ଘରର ସବୁ ସଦସ୍ୟ ଭିଡ ଜମାଇଦେଉଥିଲେ, ଏହି ଜନ୍ମଦିନର ପାର୍ଟିରେ ସବୁ ଭାଇ ଭଉଣୀ ଆସୁନଥିଲେ, ଯେଉଁ ବୟସର ଛୁଆର ବାର୍ଥ ଡେ ହେଉଥିଲା ସେହି ବୟସର ପ୍ରାୟ ଛୁଆ ଏହି ପାର୍ଟିରେ ଡକାଯାଊଥିଲା ।

୧୫୦ ଟି ଛୁଆଙ୍କୁ ପଢାଇବାପାଇଁ ବିଷ୍ଟନ୍ ଏକ ସ୍କୁଲ୍ ଖୋଲିଥିଲେ, ସେମିତି ମର୍ଲିନ୍ କ୍ଲାସରେ ୧୯ ଜଣ ଛୁଆ ଥିଲେ, ଓ ତାଙ୍କ ଭାଇ ଭଉଣୀ ଥିଲେ ଏବେ ପରିବାର ଏମିତି ବଡ ଯେ ଖାଇବା ପିଇବା ଖର୍ଚ୍ଚ ବି ଅଧିକା ହେଉଥିବ, ଏମିତିରେ ବିଷ୍ଟନ୍ ନିଜେ କ୍ଷେତରେ ପରିବା ଚାଷ କରିବାକୁ ଲାଗିଲେ, ସେ ଟମାଟର ଓ ଆଳୁ କେବେ ବଜାରରୁ କିଣିଆଣୁନଥିଲେ, ଦିନରେ ଛୁଆଙ୍କୁ ପଢାଇବାପରେ ଯେଉଁ ସମୟ ରହୁଥିଲା ସେ କ୍ଷେତି କରୁଥିଲେ ।

ଆଗକୁ ମର୍ଲିନ୍ କହିଲେ କି ବହୁତ ପୁର୍ବରୁ ନିଜ ଫ୍ୟାମିଲି ବିଷୟରେ କହିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ଡର ଥିଲା କି ତାଙ୍କର ମଜାକ୍ ଉଡେଇବେ,  ମର୍ଲିନ୍ ଏବେ ନିଜ ଭାଇ ଭଉଣୀଙ୍କ ଠାରୁ ଅଲଗା ରହୁଛନ୍ତି, ତାଙ୍କ ଭାଇ ଭଉଣୀଙ୍କ ବୟସ ବହୁତ ବଡ ଅନ୍ତର ଅଛି, ତାଙ୍କର ସବୁଠାରୁ ବଡ ଭାଇଙ୍କ ବୟସ ୪୪ ବର୍ଷ ଅଟେ, ଓ ଯେବେ କି ଛୋଟ୍ ଭାଇ ଏବେ ଏକ ବର୍ଷର ହୋଇଛି ।

ସୁଚନାପାଇଁ କହିଦେବୁ କି ଆପଣଙ୍କୁ କହିଦେବୁ କି ବିଷ୍ଟନ୍ ବ୍ଲାକମୋର୍ ସବୁ ୨୭ ଟି ବିବାହ ଲୁଚାଇକରି କରିଥିଲେ, ୨୦୧୬ ରେ ଅଧିକା ବିବାହ କରିଥିବା କୁ ନେଇ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଏହା କେବଳ ୬ ମାସ ପାଇଁ ହେଲା, ତାହାପରେ ସେ ନିଜ ସ୍ତ୍ରୀମାନଙ୍କ ସାଙ୍ଗରେ ଆରାମରେ ରହୁଛନି, ଓ ସ୍କୁଲ୍ ଚଲାଇକରି ଜିବନ ଆରାମରେ ବଞ୍ଚୁଛନ୍ତି।

Leave a Reply

Your email address will not be published. Required fields are marked *