October 16, 2024

Odia Express

Here, There and Everywhere

ରୀନା ଦତ୍ତାଙ୍କୁ Aamir Khan ଛାଡପତ୍ର ଦେବାପାଇଁ ଦେଇଥିଲେ ୫୦ କୋଟିର ଭରଣାପୋଷଣର ଖର୍ଚ୍ଚ, ଜାଣନ୍ତୁ କିରଣ ରାଓଙ୍କୁ କେତେ ମିଳିବ

ବଲିଉଡ୍ ଇଣ୍ତଷ୍ଟ୍ରିରେ ମିଷ୍ଟର୍ ପରଫେକ୍ସସନନିଷ୍ଟ ନାଁରେ ଲୋକପ୍ରିୟ ଅଭିନେତା ଅମୀର୍ ଖାନ୍ ନିଜ ଦ୍ୱିତୀୟ ସ୍ତ୍ରୀ କିରଣ ରାଓଅଙ୍କୁ ଅଲଗା ହେବାର ଫଇସଲା ନେଇସାରିଛନ୍ତି, ବିବାହର ୧୫ ବର୍ଷ୍ ପରେ ଦୁହେଁ ଅନ୍ୟଙ୍କ ଠାରୁ ଅଲଗା ହେବାର ଘୋଷଣା କଲେ, ଆପଣଙ୍କୁ କହିଦେବୁ କି ଏହି ଦିନ ଏକ ବୟାନ୍ ସେୟାର୍ କରାଯାଇଥିଲା ଯାହାର ଅନୁସାରେ ଏହି ଛାଡପତ୍ର ପରିବର୍ତ୍ତେ ଏକ ନୁଆ ସଂମ୍ପର୍କ ଆରମ୍ଭ ହେବାର କଥା କୁହାଯାଇଥିଲା ।ଅମିର୍ ଖାନ୍ ଓ କିରନ୍ ରାଓ ଯାହା ବୟାନ୍ ଜାରି କରିଥିଲେ, ସେଥିରେ ଏହି କଥାର ଉଲ୍ଲେଖ କରାଯାଇଥିଲା କି ଆମେ ଦୁହେଁ ନିଜ ପୁଅପାଇଁ ଭଲ ମା ବାପା ହୋଇ ରହିବୁ, ଓ ତାର ଲାଳଣପାଳନ କରିବୁ, ଏହା ସହ ନିଜ ବୟାନରେ କହିଲେ କି ପାଣି ଫାଉଣ୍ତଡେସନ୍,ଓ ଅନ୍ୟ ପ୍ରୋଜେକ୍ଟ ଉପରେ ପୁର୍ବ ପରି କାମ କରିବୁ ।

ସୋସିଆଲ୍ ମିଡିଆରେ ଅମିର୍ ଖାନ୍ ଓ କିରନ୍ ରାଓ ଅଲଗା ହେବାର କାରଣରୁ ଚର୍ଚ୍ଚାରେ ଅଛନ୍ତି, ଅମିର୍ ଖାନ୍ କିରନ୍ ରାଓଙ୍କ ପୁର୍ବରୁ ଟିନା ଦତ୍ତାଙ୍କୁ ବିବାହ କରିଥିଲେ, ଯେବେ ରିନା ଦତ୍ତା ଅମୀର୍ ଖାନ୍ ଙ୍କୁ ଛାଡପତ୍ର ଦେଇଥିଲେ ତେବେ ତାଙ୍କୁ ୫୦ କୋଟି ଟଙ୍କାର ଭରଣାପୋଷଣ ଖର୍ଚ୍ଚ ଦେଇଥିଲେ, ଏହି ଫିଲ୍ମ ଇଣ୍ତଷ୍ଟ୍ରିର ସବୁଠାରୁ ମହଙ୍ଗା ଛାଡପତ୍ର ମାନାଯାଇଥିଲା, ଏବେ ସୋସିଆଲ୍ ମିଡିଆରେ ଅମିର୍ ଖାନ୍ ଓ କିରନ୍ ରାଓଙ୍କ ଅଲଗା ହେବାର ଖବରବହୁତ୍ ଚର୍ଚ୍ଚା ଧରିଛି, ଲୋକଙ୍କର ମନରେ ନାନାପ୍ରକାରର ପ୍ରଶ୍ନ ଆସୁଛି କି କିରନ୍ ରାଓଙ୍କୁ ଅମୀର୍ ଖାନ୍ ଅଲଗା ହେବାରେ କେତେ ସଂମ୍ପତ୍ତି ଦେବେ ।

ଯେପରି ସମସ୍ତେ ଜାଣିଛନ୍ତି କି ଅମିର୍ ଖାନ୍ ଫିଲ୍ମ ଇଣ୍ତଷ୍ଟ୍ରିର ମିଷ୍ଟର୍ ପରଫେକ୍ସନନିଷ୍ଟ ଭାବେ ଜଣାଯାଆନ୍ତି, ଓ ସେ ବର୍ଷକରେ ଗୋଟେ ହିଁ ଫିଲ୍ମ କରନ୍ତି, ଓ ତାଙ୍କ ଫିଲ୍ମ କମାଇ ମାମଲାରେ ଜବରଦସ୍ତ ହୋଇଥାଏ, ସେମିତି ଯଦି ଆମେ କିରନ୍ ରାଓଙ୍କ ବିଷୟରେ କହିବା ତେବେ କିରନ୍ ଫିଲ୍ମରେ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ ଫିଲ୍ମ ଲଗାନ୍ ରେ ସେ ଆଶୁତୋଷ ଗୋବାରିକରଙ୍କ ସହ ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ, ଯଦି ଦୁହେଁଙ୍କର ସଂମ୍ପତ୍ତିର କଥାକୁହାଯାଏ ତେବେ ଦୁହେଁ ଆର୍ଥିକ ରୁପରେ ମଜବୁତ୍ ଅଛନ୍ତି ।

ମିଡିଆ ରିପୋର୍ଟ୍ସ ଅନୁସାରେ ଅମିର୍ ଖାନ୍ ଙ୍କ ନେଟ୍ ୱର୍ଥ ଇନକମ୍ ୧୮୦ ମିଲିୟନ୍ କୁହାଯାଉଛି, ଏତିକି ନୁହେଁ ବରଂ ଫିଲ୍ମ ଇଣ୍ତଷ୍ଟ୍ରିରେ ସବୁଠାରୁ ମହଙ୍ଗା ଅଭିନେତାଙ୍କ ଲିଷ୍ଟରେ ତାଙ୍କ ନାଁ ଆସେ, ସେ ଜଣେ ଭଲ ଅଭିନେତା ହେବା ସହ ଭଲ ଫିଲ୍ମ ପ୍ରଡୁସର୍ ଡାଇରେକ୍ଟର, ଓ ରାଇଟର୍ ବି ଅଟନ୍ତି, ଏବେ ଅଧିକାଂଶ ଲୋକଙ୍କର ମନରେ ଏହି ପ୍ରଶ୍ନ ଆସୁଥିବ କି ନିଜ ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡପତ୍ର ଦେଲାପରେ ଅଭିନେତା ଅମିର୍ ଖାନ୍ ଙ୍କୁ ତାଙ୍କର ଲାଳଣପାଳନ ପାଇଁ କେତେ ପଇସା ଦେବାକୁ ପଡିବ, ଓ କେଉଁ ସର୍ତ୍ତରେ ନିଜ ସ୍ତୀଙ୍କ ସହ ସେ ଅଲଗା ହୋଇଛନ୍ତି ।

ମିଡିଆ ଖବରଅନୁସାରେ କିରନ ରାଓଙ୍କ ସମୁଦାୟ ସଂମ୍ପତ୍ତି କଥାକହିଲେ ୪୦ ମିଲିୟନ୍ ଅଟେ, ଯାହା ସଂମ୍ପତ୍ତି ସେ ଫିଲ୍ମ ଡାଇରେକ୍ଟର ଭାବେ କମାଇଥିଲେ, କିରନ୍ ରାଓ ଏକ ଭଲ ଡାଇରେକ୍ଟର ଅଟନ୍ତି , ସେ ବହୁତ ଭଲ ଭଲ ଫିଲ୍ମର ନିର୍ମାଣ କରିଛନ୍ତି, ଏବେ ପ୍ରଶ୍ନ ଆସେ କି କିରନ୍ ରାଓ ଅମୀର୍ ଖାନ୍ ଙ୍କ ଠାରୁ ଅଲଗା ହେବାରେ କେତେ ଟଙ୍କା ପାଇବେ, ଏକ ସୋସିଆଲ୍ ମିଡିଆ ରିପୋର୍ଟ ମୁତାବିକ କିରନ୍ ରାଓଙ୍କୁ ୫୦୦ କୋଟି ସଂମ୍ପତ୍ତି ମିଳିପାରେ ,କିନ୍ତୁ ଏହି ବିଷୟରେ ଏବେ କିଛି ସାକ୍ଷ୍ୟ ପ୍ରମାଣ ମିଳିପାରିନାହିଁ, ନା ହିଁ କେଉଁ ଖବରକାଗଜରୁ ଏହି ଖବର ମିଳିପାରିଛି । ଦେଖାଯାଉ ଏବେ କଣ ହେଉଛି ।

 

Leave a Reply

Your email address will not be published. Required fields are marked *