December 22, 2024

Odia Express

Here, There and Everywhere

IAS Interview Question – ସେ କେଉଁ ଜାଗା ଅଟେ, ଯେଉଁଠି ୧୦୦ ଲୋକ ଯାଇଥାନ୍ତି କିନ୍ତୁ ଆସିଥାନ୍ତି ୧୦୧ ଜଣ ବୁଦ୍ଧିମାନ ହେଇଥିଲେ ଉତ୍ତର ଦେଇଦେବେ ସଂଗେ ସଂଗେ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ୧) ଅଷ୍ଟ୍ରିଆର ରାଜକୁମାର ଆର୍କ ଡ୍ୟୁକ୍ ଫ୍ରାନ୍ସିସ୍ ଫର୍ଡିନେସ୍ ହତ୍ୟା କେଉଁ ଯୁଦ୍ଧର ତତ୍କାଳିକ କାରଣ ହୋଇଥିଲା ? ଉତ୍ତର –ପ୍ରଥମ ବିଶ୍ୱଯୁଦ୍ଧର ।

୨) କେଉଁ ବଂଶର ସମ୍ରାଟ ଶିନ ହୁଆଁଗଲି ଚିନ୍ ର ମହାନ୍ ପ୍ରାଚୀର ନିର୍ମାଣ କରିଥିଲେ ? ଉତ୍ତର- ଶିନବଂଶର

୩) ଝାରଖଣ୍ତରେ ଆଦିବାସୀ ମ୍ୟୁଜିୟମ୍ କେଉଁଠି ଅଛି ? ଉତ୍ତର- ରାଞ୍ଚିରେ

୪) ଇନ୍ଦ୍ରାବତୀ ରାଷ୍ଟ୍ରିୟ ବାଘ ପରିଯୋଜନା କେଉଁ ରାଜ୍ୟରେ ଅଛି ? ଉତ୍ତର- ଛତିଶଗଡରେ

୫) ସଂଯୁକ୍ତ ରାଜ୍ୟ ଆମେରିକା କେଉଁ ପରିଯୋଜନା ଅନ୍ତର୍ଗତ ପରମାଣୁ ବମ୍ ନିର୍ମାଣ କରିଥିଲା ? ଉତ୍ତର- ମେନ୍ ହଟ୍ଟନ ପରିଯୋଜନା ଅନ୍ତର୍ଗତ ।

୬) ତେଲୁଗୁ ଗଙ୍ଗା ପରିଯୋଜନା ଜଳରେ ଭାଗିଦାର୍ କେଉଁ ରାଜ୍ୟ ଅଛି ? ଉତର- ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର,କର୍ଣ୍ଣାଟକ

୭) ନର୍ମଦା ଓ ତପ୍ତି ନଦୀ ଘେରା କେଉଁ ପର୍ବତ ଅଛି ? ଉତ୍ତର- ସତପୁଡା ପର୍ବତ ।

୮) ଜୈବ ଇନ୍ଧନ ଦ୍ୱାରା ସଂଚାଳିତ ପ୍ରଥମ ବ୍ୟବସାୟିକ ବାଣିଜ୍ୟକ ପ୍ରକ୍ଷେପଣ କେଉଁଟା ଅଟେ, ? ଉତ୍ତର- ଷ୍ଟାର୍ ଡଷ୍ଟ ୧,୦ ୟୁଏସ୍ ଷ୍ଟେଟ୍ ମେନେ ଦ୍ୱାରା ପ୍ରଥମ ବ୍ୟବସାୟିକ ଲଞ୍ଚ କରାଗଲା, ଓ ପୁରା ଭାଏ ଏହା ଜୈବଇନ୍ଧନ ଉପରେ ଆଧାରିତ ।

୯) ରାଜ୍ୟର କେଉଁ ବନ ବିଭାଗ ପ୍ରଥମଥର ଜଳ ପକ୍ଷୀଙ୍କର ଜନଗଣନା କରିଥିଲେ ? ଉତ୍ତର- ପଶ୍ଚିମ ବଙ୍ଗଳା ପ୍ରଥମେ ରାଜ୍ୟର ପାଖାପାଖି ୫୪ ଟି ବିଭିନ୍ନ ସ୍ଥାନରୁ ଜଳ ପକ୍ଷୀଙ୍କର ଜନଗଣନା କରିଥିଲେ ।

୧୦) କେଉଁ ମାଟିକୁ ରେଗୁର୍ ମାଟି ନାଁରେ ଜଣାଯାଏ ? ଉତ୍ତର- କଳା ମାଟି

୧୧) ଆମର ଆକାଶଗଙ୍ଗାର କେନ୍ଦ୍ରର ପରିକ୍ରମା କରିବାରେ ସୂର୍ଯ୍ୟଙ୍କୁ ଅନୁମାନିତ କେତେ ସମୟ ଲାଗିଥାଏ ? ଉତ୍ତର- ୨୫ ମିଲିୟମ୍ ବର୍ଷ ।

୧୨) ପ୍ରଶ୍ନ- ଧାନ ଚାଷ ପାଇଁ ଆଦର୍ଶ ଜଳବାୟୁ ପରିସ୍ଥିତି କଣ ହୋଇଥାଏ ? ଉତ୍ତର- ୧୦୦ ସେଣ୍ଟିମିଟର ଉପରକୁ ବର୍ଷା ଓ ୨୫୦ ସେଲସିୟମ୍ ଉପରେ ତାପକ୍ରମ ।

୧୩) କେଉଁ ଗ୍ରହର ଦିନର ମାନ ଓ ତାହାର୍ ଅକ୍ଷ ଝୁଲିବା ପୃଥିବୀର ସମତୁଲ୍ୟ ଅଟେ ? ଉତ୍ତର- ମଙ୍ଗଲ ଗ୍ରହ

୧୪) ବିଲି ବିଲି କଣ ଅଟେ ? ଉତ୍ତର- ଅଷ୍ଟ୍ରେଲିଆରେ ଚାଳୁଥିବା ଉଷଣକଟିବନ୍ଧିୟ ଝଡ

୧୫) ବେଙ୍ଗଇ କଣ ଅଟେ ? ଉତ୍ତର- ପଶ୍ଚିମ ଏସିଆର ଜନଜାତି

୧୬) ବିଶ୍ୱର ସବୁଠାରୁ ଉଚ୍ଚତମ ଜଳପ୍ରପାତ କେଉଁ ଦେଶରେ ଅଛି? ଉତ୍ତର- ବେନଜୁଏଲା, ଦକ୍ଷିଣଆଫ୍ରିକା

୧୭) ଗଙ୍ଗା ଡେଲଟା ଶୀର୍ଷରେ କେଉଁ ପାହାଡ ଅଛି ? ଉତ୍ତର- ରାଜମହଲ ପାହାଡ ।

୧୮) ଖାସି ଓ ଜେନ୍ତିଆ ପାହାଡ କେଉଁ ରାଜ୍ୟରେ ଅଛି ? ଉତ୍ତର- ମେଘାଳୟରେ

୧୯) ଅମରକଣ୍ଟକ ପଠାରରୁ ବାହାରିକରି ଅଲଗା ଅଲଗା ଦିଗରେ ବହୁଥିବା ଦୁଇ ପ୍ରମୁଖ ନଦୀଗୁଡିକ କଣ ? ଉତ୍ତର- ନର୍ମଦା ଓ ସୋନ୍ ନଦୀ

୨୦) ସେ କେଉଁ ଜାଗା ଅଛି ଯେଉଁଠିକୁ ୧୦୦ ଲୋକ ଯାଇଥାନ୍ତି କିନ୍ତୁ ଆସିଥାନ୍ତି ୧୦୧ ଜଣ ଲୋକ ? ଉତ୍ତର- ବରଯାତ୍ରୀ ।

Leave a Reply

Your email address will not be published. Required fields are marked *