Odia Tricky Questions : ୧୧ ରେ କେବେ ୨ ଯୋଡିଲେ ଉତ୍ତର ୧ ଆସିଥାଏ ? ଯଦି ଆପଣ ବୁଦ୍ଧିମାନ ହେଇଥିଲେ ତେବେ ଉତ୍ତର ସଠିକ ଦେବେ
1 min readଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ
୧) ସୁର୍ଯ୍ୟ କିରଣର ତ୍ରିବତା ମାପିବା ବାଲା ଉପକରଣକୁ କଣ କୁହାଯାଏ ? ଉତ୍ତର- ଏକ୍ଟିଓମିଟର୍
୨) ଭୌତିକ ଚତୁର୍ଥ ଆୟାମର ପରିଚୟ କିଏ ଦେଇଥିଲେ ? ଉତ୍ତର- ଆଇନଷ୍ଟାଇନ୍
୩) ଟେକିୟାନ୍ ସହ କଣ ତାପର୍ଯ୍ୟ ଅଛି ? ଉତ୍ତର- ପ୍ରକାଶର ଗତି ରୁ ତୀବ୍ର ଗତି ବାଲା କଣ ।
୪) ଯଦି ଏସିଟୋନ୍ କୁ ଆଲକୋହଲ୍ ସହ ମିଶାଇଦିଅନ୍ତି ତେବେ ଏସିଟୋନ୍ ଏବଂ ଆଲକୋହଲ୍ କେଉଁ ମିଶ୍ରଣକୁ କେଉଁ ପ୍ରକାରରୁ ଅଲଗା କରିପାରିବା ? ଉତ୍ତର- ପ୍ରଭାଜୀ ଆସବନ ଦ୍ୱାରା
୫) କେଉଁ ଜୈବ ଉର୍ବରକ ରୁପରେ ପ୍ରୟୋଗ କରାଯାଏ ? ଉତ୍ତର- ଏଜୋଲା
୬) ମିର୍ଗୀ ନାମକ ରୋଗ ଔଷଧୀ କେଉଁ ଲାଇକେନ୍ ରୁ ପ୍ରାପ୍ତ କରାଯାଏ ? ଉତ୍ତର-ପରମେଲିୟା
୭) କେଉଁ ରାଜ୍ୟର ରାସ୍ତାକୁ ହର୍ବାଲ୍ ରାସ୍ତା ରୁପରେ ବିକଶିତ କରିବାପାଇଁ ଏକ ପରିଯୋଜନା ଆରମ୍ଭ କରାଯାଈଛି, ଓ ଏହି ହର୍ବାଲ୍ ରାସ୍ତାରେ ଲମ୍ବା କେତେ ଅଛି ? ଉତ୍ତର- ଉତ୍ତର ପ୍ରଦେଶ ୮୦୦ କିମି ।
୮) ଶବ୍ଦ EVAPORATE ରେ ଅକ୍ଷ୍ରରେ ଏମିତି କେତେ ଯୋଡା ଅଛି ଯାହାର ମଧ୍ୟରେ ଶବ୍ଦରେ ସେତିକି ଅକ୍ଷର ଅଛନ୍ତି ଯେତିକି ତାଙ୍କ ମଧ୍ୟରେ ଇଂରାଜୀ ବର୍ଣ୍ଣମାଳା ହୋଇଥାଏ ? ଉତ୍ତର- ଚାରୋଟି
୯) ଏକ ନିଶ୍ଚିତ କୁଟ ଭାଷାରେ Protocol କୁ ୬ ଲେଖାଯାଏ ? ତେବେ NASDAQ କୁ କୁଟ ଭାଷାରେ କେମିତି ଲେଖାଯିବ ? ଉତ୍ତର- ୨
୧୦) ଭିଡିଓ ବ୍ଲଗିଙ୍ଗ୍ ପ୍ରତିଯୋଗିତା ୨୦୨୦ ରେ ବୈଷିକ ସ୍ତରରେ ପ୍ରଥମ ରାଙ୍କିଙ୍ଗ୍ ବିଜେତାକୁ କେତେ ୟୁଏସ୍ ଡଲାର୍ ଦିଆଯାଈଥିଲା ? ଉତ୍ତର- ବୈଷିକ ସ୍ତରରେ ୟୁଏସ୍ ଡଲାର୍ ୨୫୦୦, ୟୁଏସ୍ ଡଲାର୍ ୧୫୦୦ ୟୁଏସ୍ ଡଲାର୍ ୧୦୦୦ କୁ ୧,୨ ଓ ୩ ରାଙ୍କିଙ୍ଗ୍ ପାଇଁ ଘୋଷିତ କରାଯାଇଥିଲା ।
୧୧) ଡିପଫେକ୍ ଭିଡିଓ ପାଇଁ କେଉଁ ଟେକନିକ୍ ଉପଯୋଗ୍ କରାଯାଏ ? ଉତ୍ତର- ଜେନେରେଟିବ୍ ଏଡବରସିୟରଲ୍ ନେଟୱର୍କ
୧୨) ଇଟାରେ ତିଆରି ଘରର ତୁଳନାରେ କଞ୍ଚା ମାଟିରେ ତିଆରି ଘର ଖରା ଦିନରେ ଥଣ୍ତା ଓ ଶୀତଦିନରେ ଅଧିକା ଗରମ ହେବାର କାରଣ କଣ ? ଉତ୍ତର- ଜଳ-ବାଷ୍ପ ରୁ ଗରମ ଦିନରେ ଥଣ୍ତା ଓ ଛିଦ୍ରରେ ଆସୁଥିବା ଖରାର କାରଣରୁ ଥଣ୍ତା ଦିନରେ ଗରମ ହୋଇଯାଏ ।
୧୩) ଉନି କପଡା ଥଣ୍ତାରୁ ଶରୀରର ରକ୍ଷା କରନ୍ତି କାହିଁକି ? ଉତ୍ତର- ସେ ଉଷ୍ମାର କୁଚାଳକ ହୋଇଥାନ୍ତି ।
୧୪) ପାଣିର କେଉଁ ଦ୍ରବ୍ୟମାନ କୁ ୦ ଡିଗ୍ରୀ ସେଲସିୟମ୍ ରୁ ୧୦ ଡିଗ୍ରୀ ସେଲସିୟମ୍ ପର୍ଯ୍ୟନ୍ତ ଗରମ କରିଲେ ଏହାର ଆୟତନ ରେ କଣ ପ୍ରଭାବ ପଡିଥାଏ ? ଉତ୍ତର- ପ୍ରଥମେ କମିବାପରେ ବୃଦ୍ଧି ହେବାକୁ ଲାଗେ ।
୧୫) ରାଷ୍ଟ୍ରପତି ନିର୍ବାଚକ ମଣ୍ତଳ ରେ କିଏ ସାମିଲ୍ ହୋଇଥାନ୍ତି ? ଉତ୍ତର- ସଂସଦର୍ ଦୁହେଁ ସଦନର ନିର୍ବାଚିତ ସଦସ୍ୟ ତଥା ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ ।
୧୬) ୧୧ ରେ କେବେ ୨ ଯୋଡିଲେ ଉତ୍ତର ୧ ଆସେ ? ଉତ୍ତର- ଘଡିର ସମୟ ଗଣନା ସମୟ ୧୧ ଟା ପରେ ୨ ଘଣ୍ଟା ସମୟରେ ବାହାରିଆ କିମ୍ବା ୨ କୁ ଯୋଡିବା ରୁ ୧ ଆସିଥାଏ , ଏମିତି ତେବେ ହୋଇଥାଏ ଯେବେ ସମୟ ଗଣନା ୧୨ ଘଣ୍ଟାର ଆଡକୁ ଯାଇଥାଏ ।