January 22, 2025

Odia Express

Here, There and Everywhere

ଗେହ୍ଲି ଝିଅକୁ ପୋଲିସ୍ ବର୍ଦିରେ ଦେଖିବାକୁ ଚାହୁଁଥିଲେ ବାପା, କଡା ପରିଶ୍ରମ ବଳରେ ପୂଜା ହେଲେ IPS ଅଫିସର୍ , ବାପାଙ୍କ ସ୍ୱପ୍ନକୁ କଲେ ସାକାର

ମଣିଷ ନିଜ ଜୀବନରେ ଆଗକୁ ବଢିବାପାଇଁ କଣ ନା କଣ କରିଥାଏ, କିନ୍ତୁ ବହୁତ କମ୍ ଲୋକ ଏମିତି ହୋଇଥାନ୍ତି ଯିଏ ନିଜ ଲକ୍ଷ୍ୟକୁ ହାସିଲ୍ କରିପାରନ୍ତି ଏମିତି କୁହାଯାଏ କି ଯଦି ବ୍ୟକ୍ତିକୁ ନିଜ ଲକ୍ଷ୍ୟ ହାସିଲ୍ କରିବାର ଅଛି ତେବେ ଏହାପାଇଁ ମଜବୁତ୍ ଇଚ୍ଛାଶକ୍ତି ଓ କଡା ପରିଶ୍ରମ ଆବଶ୍ୟକତା ଅଛି କାରଣ ଲକ୍ଷ୍ୟର ମାର୍ଗ ବହୁତ ସାରା ବାଧା ଉପୁଜେ ଯାହାକୁ ପାର୍ କରି ବ୍ୟକ୍ତି ସଫଳତା ହାସିଲ୍ କରିପାରେ , ଯେପରି ଆମେ ଜାଣିଛେ ସବୁ ମା ବାପାଙ୍କ ଏହା ସ୍ୱପ୍ନ ହୋଇଥାଏ କି ତାଙ୍କ ଛୁଆ ପଢିକରି ତାଙ୍କ ନାଁ ସହ ଦେଶର ନାଁ ବି ଉଜ୍ଜଳ କରନ୍ତୁ । ସବୁ ମା ବାପା ନିଜ ଛୁଆଙ୍କ ସଫଳତା ଦେଖିବାକୁ ଚାହଁନ୍ତି , ଆଜି ଆମେ ଏହି ଲେଖ ମାଧ୍ୟମରେ ଆଇପିଏସ୍ ପୂଜା ଅବାନାଙ୍କ ବିଷୟରେ କହିବାକୁ ଯାଊଛୁ

ଯିଏକି ୨୨ ବର୍ଷର ବୟସରେ ୟୁପିଏସ୍ ସି ପରୀକ୍ଷା ପାସ୍ କରିନେଲେ ଓ ସେ ଏହି ଦିନ ରାଜସ୍ଥାନ ପୋଲିସ୍ ରେ ଡିସିପି ପଦରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୂଜା ଅବାନା ଏହି ସଫଳତା ହାସିଲ୍ କରିବାପାଈଁ ବହୁତ ଅସୁବିଧାର ସାମ୍ନା କରିଥିଲେ, ତାଙ୍କ ବାପା ବି ଝିଅର ପୋଲିସ୍ ର ବର୍ଦିରେ ଦେଖିବାକୁ ଚାହୁଁଥିଲେ, ନିଜ କଡା ପରିଶ୍ରମ ଦମରେ ସେ ନିଜ ବାପାଙ୍କ ସ୍ୱପ୍ନକୁ ପୁରା କରିଦେଖାଇଥିଲେ, ଆପଣଙ୍କୁ କହିଦେବୁ କି ପୁଜା ଅବାନା ମୁଳ ରୁପରେ ନୋଏଡା ଜିଲ୍ଲାର ଅଟ୍ଟା ଗାଁର ବାସିନ୍ଦା ଅଟନ୍ତି ଓ ରାଜସ୍ଥାନ କ୍ୟାଡରରେ ତାଙ୍କ ପ୍ରଥମ ପୋଷ୍ଟିଙ୍ଗ୍ ପୁଷ୍କରରେ ହୋଇଥିଲା, ପୂଜାଙ୍କୁ ଅସଫଳତା ସାମ୍ନା ବି କରିବାକୁ ପଡିଥିଲା, କିନ୍ତୁ ଏହାପରେ ବି ସେ ହାର୍ ମାନିନଥିଲେ ।

ଯେପରି ମା ବାପାଙ୍କ ସ୍ୱପ୍ନ ହୋଇଥାଏ କି ତାଙ୍କ ଛୁଆ ଏକ ବଡ ଅଫିସର୍ ହୁଅନ୍ତୁ, ଠିକ୍ ସେହିପ୍ରକାରରେ ପୁଜା ଅବାନା ବାପାଙ୍କ ଗେହ୍ଲି ଝିଅକୁ ପୋଲିସ୍ ବର୍ଦିରେ ଦେଖିବାକୁ ଚାହୁଁଥିଲେ, ପୁଜା ଅବାନା ନିଜ ବାପାଙ୍କ ଇଚ୍ଛା ପୁରା କରିବାପାଈଁ ୟୁପିଏସ୍ ସି ପରୀକ୍ଷା ଦେବାର ଫଇସଲା କଲେ, ପୁଜା ଅବାନା ୨୦୧୦ ରେ ପ୍ରଥମଥର ୟୁପିଏସ୍ ସି ପରିକ୍ଷା ଦେଇଥିଲେ କିନ୍ତୁ ସଫଳ ହୋଇପାରିନଥିଲେ , ଏହାପର୍ ସେ ବହୁତ୍ ନିରାଶ୍ ହୋଇଥିଲେ କିନ୍ତୁ ସେ ହାର୍ ମାନିନଥିଲେ , ବରଂ ନିଜ ପ୍ରସ୍ତୁତି ଅଧିକା ବଢାଇଦେଲେ, ସେ ନିଜ ମଧ୍ୟରେ ଥିବା ଦୁର୍ବଳତାକୁ ସୁଧାରିବାପାଇଁ ଜୋର୍ ଦେଲେ, ଲଗାତାର ୟୁପିଏସ୍ ସି ପରୀକ୍ଷା ଦେବାପାଇଁ ବାହାରିଆସିଲେ ,ପରେ ସେ ଆଉଥରେ ୟୁପିଏସ୍ ସି ପରୀକ୍ଷାଦେଲେ, ଯେଉଁଥିରେ ତାଙ୍କୁ ସଫଲତା ମିଳିଗଲା ।

ଆପଣଙ୍କୁ କହିଦେବୁ କି ପୁଜା ଅବାନା ଦ୍ୱିତୀୟ ପ୍ରୟାସରେ ଅଲ୍ ଇଣ୍ତିଆ ୩୧୬ ତମ ରାଙ୍କ୍ ହାସିଲ୍ କରିଥିଲେ, କେବଳ ୨୨ ବର୍ଷର ଆୟୁରେ ସେ ଆଇପିଏସ୍ ଅଫିସର୍ ହେବାରେ ସଫଳ ହେଲେ, ଟ୍ରେନିଙ୍ଗ୍ ପରେ ପୁଜାଅବାନା ପ୍ରଥମ ପୋଷ୍ଟିଙ୍ଗ୍ ପୁଷ୍କରରେ ହୋଇଥିଲା, ତାହାପରେ ବିଭିନ୍ନ ପଦରେ ରହିକରି ସେ ଜୟପୁର୍ ଟ୍ରାଫିକ୍ ଉପାଯୁକ୍ତ ସେବାରେ ଦେଇଥିଲେଓ ଏବେ ସିରୋହିରେ ଡିସିପି ପଦରେ ନିଯୁକ୍ତ ହୋଇଛନ୍ତି ।

ଆପଣଙ୍କୁ କହିଦେବୁ କି ୨୦୧୨ ରେ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ପୁଜା ଅବାନା ନିଜ କାମର କାରଣରୁ ଚର୍ଚ୍ଚାରେ ରହିଛନ୍ତି, ଏହା ଛଡା ସେ ନିଜ ଲୁକ୍ ଓ ଷ୍ଟାଇଲ୍ କୁନେଇକରି ଚର୍ଚ୍ଚାରେ ବିଷୟ ହୋଇଛି, ପୁଜା ଅବାନା ସୋସିଆଲ୍ ମିଡିଆରେ ଅଧିକା ସକ୍ରିୟ ଅଛନ୍ତି, ଓ ସେ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ନିଜ ଷ୍ଟାଇଲିଷ୍ଟ ଫଟୋ ଗୁଡିକ ସେୟାର୍ କରନ୍ତି, ଯାହାକି ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି ।

Leave a Reply

Your email address will not be published. Required fields are marked *