October 24, 2024

Odia Express

Here, There and Everywhere

Odia Jokes : ଗୋଟେ ହାତୀ ରୋମାଣ୍ଟୀକ୍ ମୁଡ୍ ରେ ଏକ ପିମ୍ପୁଡିକୁ ଚିଡେଇଦେଲା, ପିମ୍ପୁଡି ରାଗରେ ହାତିର ଯାହା କଲା ଶୁଣିକି ହସି ହସି ବେଦମ ହେଇଯିବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ସାଙ୍ଗମାନେ ହେଲେ Asian Paints ଯିଏକି ଦୁନିଆଁକୁ ବଦଳାଇଦିଅନ୍ତି ।

ଗାର୍ଲଫ୍ରେଣ୍ତ- Everest Masala ଟେଷ୍ଟରେ ବେଷ୍ଟ

ସ୍ତ୍ରୀ ମାନେ ହେଲେ-Mosquito coil-କୋଣ କୋଣରୁ ଖୋଜିକି ମାରେ

୨) ଶର୍ମାଜିଙ୍କ ମୁଣ୍ତରେ ବହୁତ ପୀଡା ହେଉଥିଲା, ଶର୍ମାଜୀ ଡାକ୍ତରଙ୍କ ପାଖକୁ ଗଲେ, ଓ ଡାକ୍ତର୍ଙ୍କୁ କିଛି ଭଲ ମେଡିସିନ୍ ଦେବାକୁ କହିଲେ, ଡାକ୍ତର କହିଲେ- ଶର୍ମାଜୀ, ଏହି ସମୟରେ ଆପଣଙ୍କୁ ଆରାମ କରିବାର ବହୁତ ଦରକାରା ଅଛି, ମୁଁ ଆପଣଙ୍କୁ କିଛି ନିଦର ମେଡିସିନ୍ ଦେଉଛି, ଏହାକୁ ରାତିରେ ନିଜ ସ୍ତ୍ରୀକୁ ଖୁଆଇଦେବେ ।

୩) କିଏ କହେ କି ପବନ ମାଗଣା ବୋଲି, ୱାହ୍ ୱାହ୍ , କିଏ କହେ କି ପବନ ମାଗଣା ବୋଲି, କେବେ ୧୦ ଟଙ୍କା ଚିପ୍ସ କିଣିକି ଦେଖ , ସେଥିରେ ୭ ଟଙ୍କାର ପବନ ଓ ୩ ଟଙ୍କାର ଚିପ୍ସ ଥିବାର ମିଳିବ ।

୪) ଅଧ୍ୟାପିକା- ସେ କପଡା ଧୋଇଲେ , ଓ ତାକୁ କପଡା ଧୋଇବାକୁ ପଡିଲା, ଏହି ଦୁହେଁ ବାକ୍ୟରେ ଅନ୍ତର କୁହ ? ପୁ- ମ୍ୟାଡାମ୍- ପ୍ରଥମ ବାକ୍ୟରେ ବ୍ୟକ୍ତି ଅବିବାହିତ ହେବାରୁ ଅନ୍ୟ ଜଣଙ୍କ ତାଙ୍କୁ ବିବାହିତ ହେବାର ଜଣାପଡୁଛି ।

୫) ଗାର୍ଲଫ୍ରେଣ୍ତ- ତୁମେ ମଦ ବହୁତ ପିଉଛ , ବୟଫ୍ରେଣ୍ତ- ଆରେ ସେ ଜିନିଷ ସେମିତି, ଗାର୍ଲଫ୍ରେଣ୍ତ- ବୋତଲରେ ତ ଲେଖା ହୋଇଛି କି ବିପଦ, ତାପରେ କଣପାଇଁ ପିଉଛ ? ବୟଫ୍ରେଣ୍ତ- ଆରେ ପାଗେଲି- ଆମେ ଖତରୋ କେ ଖିଲାଡି ଅଟୁ ।

୬) ଗାର୍ଲଫ୍ରେଣ୍ତର ଫୋନ୍ ଆସିଲା- ଜାନୁ କଣ କରୁଛ ? ବୟଫ୍ରେଣ୍ତ ଉତ୍ତର ଦେଲା- ପଇସା ଯୋଡୁଛି, ଗାର୍ଲଫ୍ରେଣ୍ତ- ତୁମେ କେତେ ଭଲ, ମୋର ପାଇଁ ନୁଆ ଫୋନ୍ ନେବାପାଇଁ ପଇସା ଏକାଠି କରୁଛ ନା, ବୟଫ୍ରେଣ୍ତ- ନାରେ ବାୟାଣୀ, ମୋର ୫୦ ଟଙ୍କା ନୋଟ୍ ଫାଟିଗଲା, ତାକୁ ଯୋଡୁଛି ।

୭) ଯଦି ବସନ୍ତି ମାଉସି ଠାକୁର୍ କୁ ରାକ୍ଷୀ ବାନ୍ଧିଦିଏ ତ ବସନ୍ତି ଓ ଠାକୁରଙ୍କ କଣ ସଂମ୍ପର୍କ ହେଲା? ନିଜ ନିଜ କାମ କର କେଉଁ ସଂମ୍ପର୍କ ନୁହେଁ କାରଣ ଠାକୁରର ହାତ ହିଁ ନଥିଲା ।

୮) ଏକ ଝିଅ ଘର ଲୋକଙ୍କର କହିବା ବିନା ପୁଅକୁ ଦେଖିଲା ଓ ବାହାହୋଇଗଲା, ପ୍ରଥମ ରାତିରେ ଝିଅ ପୁଅକୁ ପଚାରିଲା, ତୁମେ ପାଠପଢାରେ କେଉଁ ଡିଗ୍ରୀ ହାସିଲ୍ କରିଛ ହିନ୍ଦୀରେ କୁହ ? ପୁଅ- ନେତ୍ର ଚାୟ ନେତ୍ର, ଝିଅ- ଆରେ ଏଇଟା କଣ? ପୁଅ- ଆଇଟିଆଇ, ଝିଅ- କୋମାରେ

୯) ଶିକ୍ଷକ-ପପୁ ତୁ କହ ମଣିଷ ଓ ପଶୁ ଙ୍କ ଛୁଆରେ କଣଫରକ ? ପପୁ- ସାର୍ ଗଧାର ଛୁଆ ଗଧ ହିଁ ହୋଇଥାଏ, ଓ ପେଚାର ଛୁଆ ବି ପେଚା ହୋଇଥାଏ, କିନ୍ତୁ ମଣିଷର ଛୁଆ ଗଧା ବି ହୋଇପାରେ, ଓ ପେଚା ବି,  ପପୁକୁ କ୍ଲାସର ମନିଟର୍ ବନାଇଦିଆଗଲା ।

୧୦) ଗୋଟେ ହାତୀ ରୋମାଣ୍ଟିକ୍ ମୁଡ୍ ରେ ଏକ ପିମ୍ପୁଡିକୁ ଚିଡେଇଦେଲା, ପିମ୍ପୁଡି ରାଗରେ ହାତିର ସ୍ତ୍ରୀ ପାଖକୁ ଗଲା ଓ କହିଲା ,ତୁ ତୋର ଆବାରା ସ୍ୱାମୀ କୁ ସଂମ୍ଭାଳି ନେ ନହେଲେ ଆମ ମରଦ ବି ବହୁତ ଛିଛୋରେ ଅଟନ୍ତି, ଓ ତୁମେ ବାହାରକୁ ବି ବାହାରୁଛ

Leave a Reply

Your email address will not be published. Required fields are marked *