July 21, 2024

Odia Express

Here, There and Everywhere

IAS ପ୍ରଶ୍ନ : କେଉଁ ଦେଶର ୨୦ ହଜାର ନୋଟ୍ ଉପରେ ଭଗବାନ ଗଣେଷଙ୍କ ଫଟୋ ଛପା ଯାଇଛି,ଉତ୍ତର ଏବେ ଜାଣିରଖନ୍ତୁ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧)କେଉଁ ଭାରତୀୟ ନେତାଙ୍କୁ ଭାରତର ଲୌହ ମାନବ ନାଁରେ ଜଣାଯାଏ ? ଉତ୍ତର- ସର୍ଦାର୍ ବଲ୍ଲଭଭାଇ ପଟେଲ୍

୨) କନ୍ୟାକୁମାରୀରେ ରକ୍ ମେମୋରିଆଲ୍ ଶୈଳ ସ୍ମାରକ କୁ କେଉଁ ସ୍ମୃତିରେ ସମର୍ପିତ କରାଯାଇଛି  ? ଉତ୍ତର-ସ୍ୱାମୀ ବିବେକାକନ୍ଦ

୩) ପ୍ରସିଦ୍ଧ ଉଦରଣ ସରକାର୍ ଜନତାର, ଜନତାଦ୍ୱାରା, ଜନତାପାଇଁ କିଏ ଦେଇଥିଲେ ? ଉତ୍ତର- ଆବ୍ରାହମ୍ ଲିଙ୍କନ୍

୪) ଇନକଲାବ୍ ଜିନ୍ଦାବାଦ୍ ନାରା ସର୍ବପ୍ରଥମେ କିଏ ଦେଇଥିଲେ ? ଉତ୍ତର- ସର୍ଦାର୍ ଭଗତ ସିଂ ।

୫) ଭାରତର ସର୍ବୋଚ୍ଚ ପୁରସ୍କାର କେଉଁଟା ଅଟେ ? ଉତ୍ତର- ଭାରତ ରତ୍ନ ।

୬) ଭାରତର ସଂବିଧାନକୁ ବନାଇବାପାଇଁ ଗଠିତ ସଂବିଧାନ ସଭା ଅଧ୍ୟକ୍ଷ୍ୟ କିଏ ଥିଲେ ? ଉତ୍ତର- ଡାଃ ରାଜେନ୍ଦ୍ର ପ୍ରସାଦ

୭) ଭାରତୀୟ ଫିଲ୍ମ୍ ଅଭିନେତା, ଶତ୍ରୁଘ୍ନ ସିହ୍ନା କେଉଁ ରାଜ୍ୟରୁ ସଂବନ୍ଧ ରଖନ୍ତି ? ଉତ୍ତର- ବିହାର

୮) ଯୋଜନାକାଳ ସମୟରେ ରାଷ୍ଟ୍ରିୟ ଆୟରେ କେଉଁ କ୍ଷେତ୍ରର ଯୋଗଦାନ ଅଧିକା ରହିଛି ? ଉତ୍ତର- କୃଷି

୯) ରାଜକୋଷୀୟ ଘାଟା ର ତାପର୍ଯ୍ୟ କଣ ? ଉତ୍ତର- ବଜଟିୟ ଘାଟାର ଯୋଗ ଓ ସରକାରର ବଜାର୍ ରୁଣ ତଥା ଦାୟିତ୍ୱ

୧୦) ମୁଦ୍ରା ସଂଙ୍କୁଚନ ମହତ୍ତ୍ୱପୁର୍ଣ୍ଣ କାରଣ କେଉଁଟା ଅଟେ ? ଉତ୍ତର- ମାଲ ଏବଂ ସେବାର ପୁର୍ତ୍ତି ତୁଳନାରେ ମୁଦ୍ରାର ପୁର୍ତ୍ତିରେ କମି

୧୧) କୋଇଲାର ସବୁଠାରୁ ମୋଟା ପରସ୍ଥ ଭାରତରେ କେଉଁଠି ମିଳେ ? ଉତ୍ତର୍-ସିଙ୍ଗରୋଲିରେ

୧୨) ସଂବିଧାନିକ ସ୍ଥିତି ଅନୁସାରେ ମୁଖ୍ୟ ରୁପରେ ଖଣିଜ ଉପରେ ଅଧିକାର କାହାର ହୋଇଥାଏ ? ଉତ୍ତର- ରାଜ୍ୟ ସରକାରଙ୍କ

୧୩) ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେଉଁ ବ୍ୟାଙ୍କ୍ ମାଧ୍ୟମରେ ଭାରତର ବିଦେଶ ବେପାର ବିତ୍ତ ପୋଷଣ କରିବାରେ ସାହାଯ୍ୟ କରେ ? ଉତ୍ତର- ଏକଜିମ୍ ବ୍ୟାଙ୍କ୍

୧୪) ନିବେଶର ସଂନ୍ଧର୍ଭ A, AA+ ଓ AAA ତାପର୍ଯ୍ୟ କଣ ଅଟେ ? ଉତ୍ତର- କ୍ରେଡିଟ୍ କାର୍ଡ

୧୫) କୋର୍ ବ୍ୟାଙ୍କିଙ୍ଗ୍ ସର୍ଭିସେସ୍ ରେ କୋର୍ ର ପୁରା ନାଁ କଣ ? ଉତ୍ତର- CORE-Centralized online real time exchange

୧୬) କେଉଁ ସମିତି ଆଧାରରେ ନୋବାର୍ଡ କୁ ସ୍ଥାପିତ କରାଗଲା ? ଉତ୍ତର- ଶିବରମନ ସମିତି

୧୭) ବିଶ୍ୱର କେଉଁ ବ୍ୟାଙ୍କ୍ ଉଦାର ରୁଣ ପ୍ରଦାନ କରିବାର ଝରକା କୁହାଯାଏ ? ଉତ୍ତର- ଅନ୍ତରାଷ୍ଟ୍ରିୟ ବିକାଶ ସଂଘ

୧୮) ଏମିତି କେଉଁ ଜିନିଷ ଅଛି ଯାହା ସବୁବେଳେ ବଢୁଥାଏ, କେବେ କମ୍ ହୁଏ ନାହିଁ ? ଉତ୍ତର- ବୟସ

୧୯)ଆର୍କଟିକ୍ ରେ ରହୁଥିବା ପେଙ୍ଗୁଇନ୍ସ ଙ୍କ ଅଣ୍ତା କଣ ପାଇଁ ଖାଇହେବନି, ଉତ୍ତର- କାରଣ ଆର୍କଟିକ୍ ରେ ପେଙ୍ଗୁଇନ୍ସ ମିଳନ୍ତି ନାହିଁ , ସେ ଆଣ୍ଟ୍ରାଟିକା ରେ ମିଳିଥାନ୍ତି ।

୨୦) ମହାସାଗରରେ ବୁଡି ହୋଇଥିବା ବସ୍ତୁକୁ ଦେଖିବାପାଇଁ କିମ୍ବା ତାଙ୍କର ପତ୍ତା ଲଗାଇବା ପାଈଁ କେଉଁ ପ୍ରକାରର ଯନ୍ତ୍ରର ଉପଯୋଗ ହୁଏ ? ଉତ୍ତର- ସୋନାର୍ ଯନ୍ତ୍ର

୨୧) କୁଲିଜ ନଳିକା ପ୍ରୟୋଗରୁ କେଉଁ କିରଣ ମୁଖ୍ୟ ରୁପରେ ଉତ୍ପନ୍ନ କରିବାପାଈଁ ଜଣାଯାଏ ? ଉତ୍ତର-ଏକ୍ସ କିରଣ

୨୨) ବର୍ତ୍ତମାନ ସମୟରେ ତାପର ଏସ୍ ଆଇ ମାତ୍ରକ କଣ ଅଟେ? ଉତ୍ତର- କେଲବିନ୍

୨୩) ଯେବେ ଆମେ କେଉଁ ବସ୍ତୁକୁ ଥଣ୍ତା କରିଥାଉ ତେବେ ତାହାର ଅଣୁରେ କଣ ପ୍ରଭାବ ପକାଏ ? ଉତ୍ତର- ଚାଲ କମି ଯାଏ

୨୪) କେଉଁ ଦେଶର ୨୦ ହଜାର ନୋଟ୍ ଉପରେ ଭଗବାନ ଗଣେଷଙ୍କ ଫଟୋ ଛପାଯାଇଛି ? ଉତ୍ତର- ଇଣ୍ତୋନେସିଆ (୨୦୦୮ ପରେ ଏହାର ଚଳନ ଆଉ ହେଇନାହିଁ ।)

Leave a Reply

Your email address will not be published. Required fields are marked *