March 14, 2025

Odia Express

Here, There and Everywhere

GK Questions – ଏମିତି କେଉଁ ଜାଗା ଅଛି ଯେଉଁଠି ନଦୀରେ ପାଣି ନାହିଁ, ଜଙ୍ଗଲରେ ଗଛ ନାହିଁ – ରାସ୍ତା ଅଛି ଗାଡି ନାହିଁ, ଜାଗା ଅଛି କିନ୍ତୁ ଘର ନାହିଁ ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କେଉଁ ପ୍ରାଣୀର ହୃଦୟର ଓଜନ ୬୦୦ କିଲୋ ପର୍ଯ୍ୟନ୍ତ ହୋଇଥାଏ ? ଉତ୍ତର- ବ୍ଲୁ ହ୍ୱେଲ୍ ହୃଦୟର ଓଜନ ୬୦୦ କିଲୋ ପର୍ଯ୍ୟନ୍ତ ହୋଇଥାଏ ।

୨) କେଉଁ ସତ୍ୟାର୍ଥ୍ ପ୍ରକାଶ ରଚନା କରିଥିଲେ ? ଉତ୍ତର- ସତ୍ୟାର୍ଥ୍ ପ୍ରକାଶ ରଚନା ସ୍ୱାମୀ ଦୟାନନ୍ଦ ସରସ୍ୱତୀ କରିଥିଲେ ।

୩) ଡାଲଚିନି ଗଛର କେଉଁ ଭାଗରୁ ପ୍ରାପ୍ତ ହୋଇଥାଏ ? ଉତ୍ତର- ଛାଲରୁ

୪) ଅମୃତ ବଜାର ପତ୍ରିକାର ପ୍ରକାଶନ କେଉଁ ବର୍ଷ ଆରମ୍ଭ ହୋଇଥିଲା ? ଉତ୍ତର- ଏହାର ପ୍ରକାଶନ ୧୯୬୮ ରେ କରାଯାଇଥିଲା ।

୫) ଭୁଗର୍ଭରୁ ବାହାରୁଥିବା କଞ୍ଚା ତେଲ ଆଦି କେଉଁ ବିଧିରୁ ପୃଥିକ କରାଯାଏ ? ଉତ୍ତର-ପ୍ରଭାଜୀ ଆସବନରୁ

୬) ନୀଳନଦୀ ତଟ କେଉଁ ସଭ୍ୟତାର ବିକାଶ ହୋଇଥିଲା ? ଉତ୍ତର- ମିଶ୍ର ସଭ୍ୟତା ।

୭) ସୁପ୍ରିମ୍ କୋର୍ଟ ଜର୍ଜଙ୍କ ସଂଖ୍ୟା କିଏ ବଦଳାଇପାରିବ ? ଉତ୍ତର- ସଂସଦ ଆଇନ୍ ବନାଇବାର ଅଧିକାର ଅଛି, ସଂସଦ ଆଇନ୍ ଦ୍ୱାରା ଜର୍ଜଙ୍କ ସଂଖ୍ୟାକୁ ବଦଳାଇପାରେ ।

୮) ସୁପ୍ରିମକୋର୍ଟରେ ମୁଖ୍ୟ ନ୍ୟାୟାଧିଶ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ କମ୍ ସେ କମ୍ କେତେ ବର୍ଷ ପର୍ଯ୍ୟନ୍ତ କାମ କରିପାରେ? ଉତ୍ତର- ୧୦ ବର୍ଷ ପର୍ଯ୍ୟନ୍ତ ।

୯) ଦିଲ୍ଲୀର NCT ରାଷ୍ଟ୍ରିୟ ରାଜଧାନୀ ପ୍ରଦେଶ ସଂବିଧାନ କେଉଁ ସଂଶୋଧନରେ ତିଆରି ହୋଇଥିଲା? ଉତ୍ତର- ୬୯ତମ ସଂବିଧାନ ସଂଶୋଧନ ୧୯୯୧ ରେ ହୋଇଥିଲା, ଯାହାର ଅନ୍ତର୍ଗତ ଦିଲ୍ଲୀ ବିଶେଷ କେନ୍ଦ୍ର ଶାସିତ ପ୍ରଦେଶର ଦର୍ଜା ମିଳିଲା, NCT ର ସ୍ଥାପନା ଫେବୃୟାରୀ ୧୯୯୨ କୁ ପୁରା ହୋଇଥିଲା ।

୧୦) ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧିଶଙ୍କ ଅବକାସ ପ୍ରାପ୍ତ କରିବାର ବୟସ କେତେ ଅଟେ ? ଉତ୍ତର- ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ତଥା ନ୍ୟାୟାଧିଶ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ ।

୧୧) ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧିଶଙ୍କ ବେତନ କେବେ କମ୍ କରାଯାଇପାରିବ ? ଉତ୍ତର- ଅନୁଚ୍ଛେଦ ୩୬୦ ଅନ୍ତର୍ଗତ ରାଷ୍ଟ୍ରପତି ଦ୍ୱାରା ବିତ୍ତିୟ ଆପତ ଘୋଷଣା ଉପରେ ଏହା କମ୍ କରାଯାଇପାରିବ ।

୧୨) ରାଜ୍ୟସଭାରେ ମହାଭିୟୋଗ(Impeachment) ସହୁଥିବା ନ୍ୟାୟାଧିଶ କିଏ ? ଉତ୍ତର- ସୋମିତ୍ର ସେନ୍ ।

୧୩) ଭଟ୍ଟନାଗର୍ ପୁରସ୍କାର କେଉଁ ବର୍ଷରେ ଆରମ୍ଭ କରାଯାଇଥିଲା ? ଉତ୍ତର- ୧୯୫୭ରେ

୧୪) ସ୍ୱର୍ଣ୍ଣିମ ଚତ୍ତୁର୍ଭୁଜ ଯୋଜନା ସଂବନ୍ଧ କେଉଁ ଯୋଜନା ସହ ଅଟେ ? ଉତ୍ତର- ସଡକ ଯୋଜନା ।

୧୫) ସ୍ୱତନ୍ତ୍ର ଭାରତରେ କେଉଁ ମହିଳା କେଉଁ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ଥିଲେ ? ଉତ୍ତର- ଶ୍ରୀମତୀ ସରୋଜିନୀ ନାଇଡୁ ।

୧୬) ଅଜମେର୍ ରେ ଅଢେଇ ଦିନର ଝୋପଡା କିଏ କରିଥିଲେ ? ଉତ୍ତର-କୁତୁବଦ୍ଧିନ୍ ଆଇବାକ୍

୧୭) ବିକଶିତ ଦେଶର ମୁଦ୍ରା କଣ କୁହାଯାଏ ? ଉତ୍ତର- ହାଇ କରେନ୍ସି ।

୧୮) ସଂସଦରେ ବିପକ୍ଷ ନେତାଙ୍କୁ ଆଧିକାରିକ ରୁପରେ କ୍ୟାବିନେଟ୍ ମନ୍ତ୍ରୀ ରୁପରେ କେଉଁ ବର୍ଷ ମାନ୍ୟତା ପ୍ରଦାନ କରାଯାଇଥିଲା ? ଉତ୍ତର- ୧୯୭୭ ରେ

୧୯) ଶରୀରର କେଉଁ ସେହି ଅଙ୍ଗ ଅଛି ଯାହାକୁ ଜନ୍ମରୁ ନେଇକରି ମରିବା ପର୍ଯ୍ୟନ୍ତ କେବେ ବଢେ ନାହିଁ ? ଉତ୍ତର- ଆଖି

୨୦) ଏମିତି କେଉଁ ଜାଗା ଅଛି ଯେଉଁଠି ନଦୀ ଅଛି କିନ୍ତୁ ପାଣିନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ରାସ୍ତା ଅଛି ଗାଡି ନାହିଁ, ଜାଗା ଅଛି କିନ୍ତୁ ଘର ନାହିଁ । ଉତ୍ତର- ମ୍ୟାପ୍ ବା ନକ୍ସା ।

Leave a Reply

Your email address will not be published. Required fields are marked *