October 21, 2024

Odia Express

Here, There and Everywhere

ଭାରତୀୟ କ୍ରିକେଟ୍ ଟିମ୍ ର ମ୍ୟାଚ୍ ୱିନର୍ ବୋଲର୍ ୟଜୁବେନ୍ଦ୍ର ଚେହେଲ୍ ହୋଇସାରିଛନ୍ତି ଏତେ କୋଟି ଟଙ୍କାର ସଂମ୍ପତ୍ତିର ମାଲିକ, ଦେଖନ୍ତୁ ତାଙ୍କର ଘର ପରିବାରର ଫଟୋ

1 min read

ଇଣ୍ତିଆନ୍ କ୍ରିକେଟ୍ ଟିମ୍ ର୍ ମ୍ୟାଚ୍ ୱିନର ବୋଲର୍ କୁହାଯାଉଥିବା ୟଜୁବେନ୍ଦ୍ର ଚେହେଲ୍ ଆଜିର ସମୟରେ ଆମ ଭାରତୀୟ କ୍ରିକେଟ୍ ଟିମ୍ ର ସବୁଠାରୁ ସଫଳ ବୋଲର୍ ଲିଷ୍ଟରେ ଆସିସାରିଛନ୍ତି, ତାଙ୍କର ଖତରନାକ୍ ବୋଲିଙ୍ଗ୍ ଆଗରେ ବ୍ୟାଟ୍ସମ୍ୟାନ୍ ଡରନ୍ତି, ଓ ୟଜୁବେନ୍ଦ୍ର ଚେହେଲ୍ ଆଜି ଯେଉଁ ସଫଳତା ହାସିଲ୍ କରିଛନ୍ତି ସେଥିପାଇଁ ସେ ନିଜ ଜୀବନରେ ବହୁତ ସଂଘର୍ଷ କରିଥିଲେ , ଓ ନିଜ କଡା ପରିଶ୍ରମ ଓ ପ୍ରତିଭା ଦମରେ ହିଁ ଆଜି ୟଜୁବେନ୍ଦ୍ର ଚେହେଲ୍ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ଟିମ୍ ର ଏକ ଅଂଶ ହୋଇସାରିଛନ୍ତି, ଓ ୟଜୁବେନ୍ଦ୍ର ଚେହେଲ୍ ଏହି ଦିନରେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ମ୍ୟାଚରେ ଶାନଦାର୍ ପ୍ରଦର୍ଶନ କରୁଛନ୍ତି, ଓ ଭାରତୀୟ କ୍ରିକେଟ୍ ଟିମ୍ ର ଏକ ଭଲ ଜଣାଶୁଣା ବୋଲର୍ ହୋଇସାରିଛନ୍ତି,

କହିଦେବୁ କି ୟଜୁବେନ୍ଦ୍ର ଚେହେଲ୍ ନିଜ କ୍ୟାରିୟର ଆରମ୍ଭ ଦିନରୁ ନିଜ ଶାନଦାର୍ ବୋଲିଙ୍ଗ୍ ଜାଦୁ ଦେଖାଇଥିଲେ , ଓ ୟଜୁବେନ୍ଦ୍ର ଚେହେଲ୍ ଙ୍କ ଦ୍ୱାରା କରାଯାଇଥିବା ବୋଲିଙ୍ଗ୍ କାରଣରୁ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ଜିତ୍ ହାସିଲ୍ କରିଥିଲା, ୟଜୁବେନ୍ଦ୍ର ଚେହେଲଙ୍କ ବୟସ ୩୦ ବର୍ଷ ଅଟେ, ଓ ସେ ଜଣେ ଶାନଦାର୍ ବୋଲର୍ ହେବା ସହ ଶାନଦାର୍ ଫିଲଡିଙ୍ଗ୍ ବି କରନ୍ତି, ଓ ନିଜ ଦିମାଗକୁ ବଢିଆ ଢଙ୍ଗରେ ବ୍ୟବହାର କରନ୍ତି, ଓ ଏହା ବି କୁହାଯାଏ କି ୟଜୁବେନ୍ଦ୍ର ଚେହେଲ୍ ତାଙ୍କ ବୋଲିଙ୍ଗ୍ ରେ ଛକା ଖାଇବାକୁ ଭୟ କରନ୍ତି ନାହିଁ ।

କହିଦେବୁ କି ୟଜୁବେନ୍ଦ୍ର ଚେହେଲ୍ ଆଜିକା ସମୟରେ ଇଣ୍ତିଆନ୍ ଟିମ୍ ର ସବୁଠାର୍ ମହଙ୍ଗା ଖେଳାଳୀ ରୁପରେ ଜଣାଯାଆନ୍ତି, ଓ କଥା ହେବା ୟଜୁବେନ୍ଦ୍ର ଚହଲ୍ ଙ୍କ ସମୁଦାୟ ସଂମ୍ପତ୍ତି ବିଷୟର୍ ତେବେ ମିଡିଆ ରିପୋର୍ଟ ଅନୁସାରେ ୨୦୨୧ ରେ କ୍ରିକେଟିୟର୍ ୟଜୁବେନ୍ଦ୍ର ଚେହେଲ୍ ଙ୍କ ସମୁଦାୟ ସଂମ୍ପତ୍ତି ୪ ମିଲିୟନ୍ ମାନେ ୩୦ କୋଟି ଜଣାଯାଇଥିଲା । କଥା ହେବା ଚେହେଲଙ୍କ ଆୟର ମୁଖ୍ୟ ସ୍ରୋତ ହିସାବରେ ତେବେ ସବୁଠାରୁ ଅଧିକା ଆୟ ବିସିସିଆଇ ଫିସ୍, ଆଇପିଏଲ୍ ଫିସ୍, ଓ ବ୍ରାଣ୍ତ ପ୍ରମୋଶନ୍ ହୋଇଥାଏ, ଓ କଥା ହେବା ବାର୍ଷିକ କମାଇର ତେବେ ସେ ପ୍ରତି ବର୍ଷ ୧୦-୧୨ କୋଟି ଟଙ୍କା ଇନକମ୍ କରନ୍ତି ।

ୟଜୁବେନ୍ଦ୍ର ଚେହେଲ୍ ଦିଲ୍ଲୀର ଏକ ବହୁତ ହିଁ ଆଲିଶାନ୍ ଓ ସୁନ୍ଦର ଘରେ ରହୁଛନ୍ତି, ଓ ଏହା ଛଡା ୟଜୁବେନ୍ଦ୍ର ଚେହେଲଙ୍କ ଗାଡିର ବହୁତ୍ ଅଧିକା ସଉକ ଅଛି, ଓ ଏହ୍ ବିଷୟରେ କହିବାକୁ ଗଲେ ଲାବ୍ରୋଗିନି ଓ ରୋଲ୍ସ ରୋୟାଲ୍ ପରି କାମ୍ ସାମିଲ୍ ଅଛି ।

କଥା ହେବା ୟଜୁବେନ୍ଦ୍ର ଚେହେଲଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ ତେବେ ଗତ ୨୨ ଡିସେମ୍ବର ୨୦୨୦ ରେ ନିଜ ଗାର୍ଲଫ୍ରେଣ୍ତ ଧନଶ୍ରୀ ବର୍ମାଙ୍କ ସହ ସେ ବିବାହ କରିଥିଲେ,  ଓ ଏହି କପଲ୍ ବିବାହର ଫଟୋ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି, ଓ ତାଙ୍କ ଫ୍ୟାନ୍ସ ଏହି ଯୋଡିକୁ ବହୁତ ପସନ୍ଦ କରୁଛନ୍ତି । ୟଜୁବେନ୍ଦ୍ର ଚେହେଲଙ୍କ୍ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ୍ ମିଡିଆରେ ବହୁତ ଅଧିକା ଆକ୍ଟିଭ୍ ରୁହନ୍ତି, ଓ ସେ ବହୁତଥର ନିଜ ସୁନ୍ଦରତା ଓ ଗ୍ଲାମରସ ଫଟୋ ସେୟାର୍ କରନ୍ତି, ଓ ଏହା ସହ ଧନଶ୍ରି ନିଜ ଡ୍ୟାନ୍ସ ଭିଡିଓକୁ ନେଇକରି ବହୁତ୍ ଅଧିକା ଚର୍ଚିତ ହୋଇଛନ୍ତି, ସେ ନିଜ ଡ୍ୟାନ୍ସ ଭିଡିଓ ଫ୍ୟାନ୍ସଙ୍କ ସହ ସେୟାର୍ କରନ୍ତି ।

କହିଦେବୁ କି ୟଜୁବେନ୍ଦ୍ର ଚେହେଲ୍ ଓ ଧନଶ୍ରୀ ବର୍ମା ଏକ ଭଲ ଲୋକପ୍ରିୟ କପଲ୍ ଅଟନ୍ତି, ଏମାନେ ତାଙ୍କର ସୁନ୍ଦର ଓ ରୋମାଣ୍ଟିକ୍ ଫଟୋଗୁଡିକ ଫ୍ୟାନ୍ସଙ୍କସହ ସେୟାର୍ କରନ୍ତି, ଯଦି କଥା ହେବା ୱାର୍କଫ୍ରଣ୍ତ ବିଷୟରେ ସେ ଏବେ ଇଣ୍ତିଆନ୍ କ୍ରିକେଟ୍ ଟିମ୍ ସହ ଶ୍ରୀଲଙ୍କା ବିପକ୍ଷରେ ସୀମିତ୍ ଓଭର ସିରିଜ୍ ପାଇଁ କଲମ୍ବୋ ଯାଇଛନ୍ତି, ଯାହାର ଆରମ୍ଭ ୧୮ ଜୁଲାଇକୁ ହେବାର ଅଛି ।

Leave a Reply

Your email address will not be published. Required fields are marked *