October 21, 2024

Odia Express

Here, There and Everywhere

ଜାଣନ୍ତୁ କିପରି ବ୍ୟକ୍ତି ସହ ବିବାହ କରିବାକୁ ଚାହୁଁଛନ୍ତି ଜୟା କିଶୋରୀ, ଜାଣନ୍ତୁ ଏହି ଯୁବା ପ୍ରବଚିକାଙ୍କ ବିଷୟରେ କିଛି ଖାସ୍ କଥା

କହିଦେବୁ କି ଜୟା କିଶୋରୀ ସେମିତି ଜଣେ ପ୍ରବଚିକା ଅଟନ୍ତି , କିନ୍ତୁ ସେ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଓ ଜ୍ଞାନର କଥା ଲୋକଙ୍କୁ ସେୟାର୍ କରନ୍ତି, ଏବେ ଏଥିରେ କୌଣସି ସନ୍ଦେହ ନାହିଁ କି ସେ ଏକ ଯୁବା ପ୍ରବଚିକା ଅଟନ୍ତି । ତେବେ ଏମିତିରେ ନିଜ ଜୀବନକୁ ନେଇକରି ତାଙ୍କର ବି କିଛି ସ୍ୱପ୍ନ ନିଶ୍ଚିତ ଥିବ , ଆଜି ଆମେ ଜୟାକିଶୋରୀଙ୍କ ଏକ ଭିଡିଓ ଭାଇରାଲ୍ ବିଷୟରେ କହିବାକୁ ଯାଊଛୁ ଯାହାକି ହେଲା ସେ କିପରି ବ୍ୟକ୍ତିଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ଓ ତାଙ୍କର୍ ଇଚ୍ଛା କଣ ଅଛି, ସୁଚନା ଅନୁସାରେ ଜୟା କିଶୋରୀ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି, କିନ୍ତୁ ତାଙ୍କ ପାଖରେ ଏବେ ବି ସମୟ ଅଛି, ଜାଣନ୍ତୁ କେଉଁ ବ୍ୟକ୍ତିକୁ ସେ ବିବାହ କରିବାକୁ ଚାହୁଁଛନ୍ତି,

ଏହି ବିଷୟରେ ଜୟା କିଶୋରୀ କହନ୍ତି କି ସେ ବ୍ୟକ୍ତି ଯିଏ କେବଳ ତାଙ୍କର ଭଲ ସହ ନୁହେଁ ବରଂ ତାଙ୍କର ଯିଏ ଖରାପ ଚିନ୍ତାଧାରା କରେ ତାକୁ ବି ପ୍ରେମ ପୁର୍ବକ ବ୍ୟବହାର କରୁ , ଏମିତି ବ୍ୟକ୍ତି ହିଁ ଜୀବନସାଥି ହୋଇପାରିବ, ଏହା ଛଡା ଜୟା କିଶୋରୀଙ୍କ ମାନିବା କଥା କି ଯେଉଁ ବ୍ୟକ୍ତି ନିଜ ବିବାହର ଫଇସଲା ତୁରନ୍ତ ନିଏ ସେ ବହୁତଥର ଲମ୍ବା ସମୟ ଯାଏଁ ଏହି ସଂମ୍ପର୍କ ନିଭାଇପାରେ ନାହିଁ, ଏହା ସହ ଜୟା କିଶୋରୀ କହିଲେ କି ସଂମ୍ପର୍କ ଭାଙ୍ଗିବାର୍ ଏକ ଖାସ୍ କାରଣ ଏହା ବି ଅଟେ କି ଲୋକେ ଜଣେ ଅନ୍ୟଙ୍କୁ ଠିକ୍ ସେ ବୁଝିପାରନ୍ତି ନାହିଁ, ଏଥିପାଇଁ ବାହାଘରର ଫଇସଲା କେବଳ ହୃଦୟରୁ ନୁହେଁ ବରଂ ଦିମାଗରୁ ନେବା ଉଚିତ୍ ।

ସେମିତି ବିବାହ ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଜୟାକିଶୋରୀ କହିଲେ କି ବିବାହର ମତଲବ ଏହା କି ଆମେ ଯେଉଁ ବ୍ୟକ୍ତିର ସହ ଗୋଟେ ଛାତ ତଳେ ରୁହନ୍ତି ତାକୁ ସଂମ୍ପର୍କ ଯୋଡିବା ପୁର୍ବରୁ ପ୍ରଥମେ ସେହି ବ୍ୟକ୍ତିର ସ୍ୱଭାବ ବିଷୟରେ ଭାବିବା ଜରୁରୀ, ଏମିତିରେ ଯଦି ଆପଣ ସେହି ବ୍ୟକ୍ତିର ସ୍ୱଭାବକୁ ବୁଝିପାରନ୍ତି ତେବେ ହିଁ ବିବାହ କରନ୍ତୁ, ନହେଲେ କିଛି ସମୟ ଆହୁରି ନିଅନ୍ତୁ, ବିବାହକୁ ନେଇକରି ଜୟା କିଶୋରୀଙ୍କ କହିବା କଥା କି ଯେବେ ଆପଣ କେଉଁ ବ୍ୟକ୍ତିକୁ ପ୍ରଥମଥର ଦେଖାକରନ୍ତି ତେବେ ଆପଣଙ୍କୁ ତାଙ୍କର ସବୁ ଜିନିଷ ପସନ୍ଦ ନିଶ୍ଚିତ ଆସେ ।

ଏଥିପାଇଁ ଯଦି ଆପଣ କେଉଁ ବ୍ୟକ୍ତିକୁ ଠିକ୍ ଭାବେ ଚିହ୍ନିପାରନ୍ତି ,ତେବେ ତାକୁ ଖୋଲିକରି କହିଦିଅନ୍ତୁ, କାରଣ ବ୍ୟକ୍ତିର କଥାବାର୍ତ୍ତା ହିଁ ତାର ବିଷୟରେ ସବୁ କିଛି କହିଥାଏ,ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଯଦି ଆପଣ କେଉଁ ବ୍ୟକ୍ତିର ସ୍ୱଭାବକୁ ବୁଝିପାରିବେ ତେବେ ଆପଣ ନିଜେ ଜାଣିପାରିବେ କି ବ୍ୟକ୍ତି କିପରି ଅଟେ, ଜୟା କିଶୋରୀ ନିଜ ବିବାହକୁ ନେଇକରି କିଛି ପ୍ରାମାଣିକ ଘୋଷଣା କରିନାହାନ୍ତି, କିନ୍ତୁ ଏତିକି ନିଶ୍ଚିତ କି ତାଙ୍କ ପସନ୍ଦର ଜୀବନ ସାଥିଙ୍କ ବିଷୟରେ କିଛି ଖାସ୍ କଥା କହିଛନ୍ତି,

Leave a Reply

Your email address will not be published. Required fields are marked *