October 23, 2024

Odia Express

Here, There and Everywhere

କ୍ରିକେଟ୍ ରୁ ସନ୍ୟାସ ନେବା ପରେ ମହେନ୍ଦ୍ର ସିଂ ଧୋନୀ ଆରମ୍ଭ କରିଦେଲେ ଏହି କାମ, ମାର୍କେଟ୍ ବଢୁଛି ଏହାର ଡିମାଣ୍ତ

1 min read

ଭାତତୀୟ କ୍ରିକେଟ୍ ଟିମ୍ ର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ସଫଳ କ୍ରିକେଟ୍ କ୍ୟାରିୟର୍ ପରେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ବି ସନ୍ୟାସ ନେଇଯାଇଛନ୍ତି , ସେମିତି ସେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ସନ୍ୟାସ ନେଇ ଯାଇଛନ୍ତି କିନ୍ତୁ ତାଙ୍କର ପ୍ରଶଂସକଙ୍କ ସଂଖ୍ୟାରେ କିଛି କମି ଆସିନାହିଁ, କ୍ରିକେଟ୍ ରୁ ରିଟାୟର୍ଡମେଣ୍ଟ ନେବାପରେ ଧୋନୀ ଏବେ ଅର୍ଗାନିକ ଚାଷ କରୁଛନ୍ତି, ଧୋନୀ ନିଜ ଘର ଝାରଖଣ୍ତର ରାଜଧାନୀ ରାଞ୍ଚିର ବଜାରରେ ଧୋନୀଙ୍କ କ୍ଷେତର ପରିବା ବହୁତ ବିକ୍ରି ହେଉଛି, ଏହି ପରିବାର ଚର୍ଚ୍ଚା ଏବେ ରାଞ୍ଚିରୁ ବାହାରି ଅନ୍ୟ ରାଜ୍ୟରେ ପହଞ୍ଚୁଛି । ଆମର ଇଣ୍ତିଆନ୍ କ୍ରିକେଟ୍ ର ପୁର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ଜଗତରୁ ସନ୍ୟାସ ନେଇସାରିଛନ୍ତି, ଓ ଏବେ ନିଜ ଫାର୍ମ ହାଉସ୍ ରେ ଡେୟରୀ ଫାର୍ମ କରିଛନ୍ତି

କହିଦେବୁ କି ଏହି ଦିନରେ ଧୋନୀ ଧୁର୍ବା ସ୍ଥିତ ସିମ୍ବୋ ରେ ୫୫ ଏକର କ୍ଷେତରେ ଫାର୍ମିଙ୍ଗ୍ କରୁଛନ୍ତି, ଓ ସେ ନିଜ୍ ଫାର୍ମ ହାଉସ୍ ରେ ସବୁ ପ୍ରକାରର ପରିବା ଲଗାଇଛନ୍ତି, ଯାହାର ଭାରିମାତ୍ରାରେ ଉତ୍ପାଦନ୍ ହେଉଛି, ଧୋନୀ ନିଜ କ୍ଷେତରେ ଟମାଟର,ଫୁଲକୋବି, ବନ୍ଧାକୋବି, ବ୍ରୋକଲି  ଆଦି ପରିବାର ଚାଷ କରନ୍ତି, ଓ ତାଙ୍କର ଏହି ଫାର୍ମ ହାଉସ୍ ଏହି ସମୟରେ ଅଧିକା ପରିବା ରେ ପରିପୁର୍ଣ୍ଣ, ନିଜର ଅଧିକାଂଶ ସମୟ ସେ ଏହି ଫାର୍ମ ହାଉସ୍ ରେ ବିତାଇଥାନ୍ତି । କହିଦେବୁ କି ଧୋନୀ ନିଜ ୪୩ ଏକର ଫାର୍ମ ହାଉସ୍ ରେ ୩ ଏକର ଟମାଟର ଚାଷ କରୁଛନ୍ତି, To 1156 କିଷମର ଏହି ଟମାଟର ବଜାରରେ ୪୦ ଟଙ୍କା କିଲୋ ବିକ୍ରି ହେଉଛି ।

କହିଦେବୁ କି ଧୋନୀଙ୍କ ଏହି ଫାର୍ମ ହାଉସ୍ ରେ ସବୁଠାରୁ ଅଧିକା ଟମାଟର ଉତ୍ପାଦନ ହୁଏ ପ୍ରତିଦିନ ୮୦ କିଲୋ ଟମାଟର ଉତ୍ପାଦନ୍ ହେଉଛି, ରାଞ୍ଚିର ସେମ୍ବୋରେ ଧୋନୀଙ୍କ ଫାର୍ମ ହାଉସ୍ ଅଛି, ଏଠାରେ ଟମାଟର ଛଡା କୋବି, ମଟର ଓ ଅନ୍ୟ ପ୍ରକାରର ପରିବା ଲଗାଯାଇଛି, ଧୋନୀ ଚାହଁନ୍ତି କି ତାଙ୍କ ଫାର୍ମ ହାଉସ୍ ରେ ଫଳିଥିବା ପରିବା ଆମଦାନୀ ଜାରି ରହୁ, କହିଦେବୁ କି ଧୋନୀଙ୍କ ଫାର୍ମ ହାଉସ୍ ରେ ପ୍ରସ୍ତୁତ ହୋଇଥିବା ଟମାଟରର କିଷମ ବାକିରୁ ଅଲଗା ଅଟେ, ଧୋନିଙ୍କ ଏଗ୍ରିକଲଚର୍ କନସୁଲାଣ୍ଟ ରୋଶନ୍ କୁମାର କହନ୍ତି କି ଧୋନୀ କହିଲେ କି ଯେବେ ସେ ଫାର୍ମ ହାଉସ୍ ଆସିବେ ତ ଏଠାରେ ମଟର କ୍ଷେତରେ ବସିକରି ଖାଇବେ ।

କହିଦେବୁ କି ଧୋନୀଙ୍କ ଫାର୍ମ ହାଉସ୍ ରେ ଗୋଶାଳାରେ ପ୍ରାୟ ୭୦ ଟି ଗାଇକୁ ରଖିଛନ୍ତି, ଯେଉଁଥିରେ ଭାରତୀୟ ବ୍ରିଡ୍ ର ସହିବାଲ୍, ଓ ଫ୍ରାନ୍ସ ବ୍ରିଡ୍ ର ଫ୍ରିଜିୟନ୍ ଗାଇ ରହିଛନ୍ତି, ଏହି ସବୁ ଗାଇକୁ ପଞ୍ଜାବରୁ ଅଣାଯାଇଛି, କହିଦେବୁ କି ଏହି ଫାର୍ମ ହାଉସ୍ ପୁରା ଦେଖାଶୁଣା ଶିବନନ୍ଦନ ଓ ତାଙ୍କ ସ୍ତ୍ରୀ ସୁମନ ଯାଦବ କରୁଛନ୍ତି, ଆୟର୍ ଏବେ ଦୁହେଁ ସ୍ୱାମୀ ସ୍ତ୍ରୀ ମିଶିକରି ପୁରା କାରୋବାର୍ ସଂମ୍ଭାଳୁଛନ୍ତି , ସେମିତି ଶିବନନ୍ଦନ ଏକ ଇଣ୍ଟର ଭ୍ୟୁରେ କହିଲେ କି ସେ ଏବେ ପର୍ଯ୍ୟନ୍ତ ଲକ୍ଷେ ଟଙ୍କା ଧୋନୀଙ୍କ ଏକାଉଣ୍ଟରେ ଦେଇଛନ୍ତି, ଓ ବହୁତ ହିଁ ଖୁସି ଅଛନ୍ତି, ଧୋନୀଙ୍କ ସୁନ୍ଦର ଫାର୍ମ ହାଉସ୍ ଚାର୍ଜ ଦେଇଥିବାରୁ, ଓ ସେ କହିଲେ କି ଧୋନୀ ଯେବେ ରାଞ୍ଚି ଆସନ୍ତି, ତେବେ ଏହି ଫାର୍ମ ହାଉସ୍ କୁ ନିଶ୍ଚିତ ଆସନ୍ତି, ଓ ଦୁଇ ତିନିଦିନ ରହିକରି ଯାଆନ୍ତି, ଓ ଧୋନୀ ନିଜ ଫାର୍ମ ହାଉସ୍ ରେ ପାଳିତ ଗାଇଙ୍କ ପାଖରେ ଯାଇକରି ସମୟ ଅତିବାହିତ କରନ୍ତି,

Leave a Reply

Your email address will not be published. Required fields are marked *