October 19, 2024

Odia Express

Here, There and Everywhere

ଜୋକ୍ସ : ଚିଣ୍ଟୁ ୫ ଟଙ୍କାର ସିଙ୍ଗଡା କିଣିଲା, ଓ ଖାଇବାକୁ ଲାଗିଲା, ତେବେ ତାହା ମୁହଁରେ ଅଚାନକ ଏକ ବାଳ ଆସିଗଲା ତାପରେ ଯାହା ହେଲା ଜାଣିଲେ ଆପଣ ଦାନ୍ତ ଚିପି ଚିପି ହସିବେ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷୟତ୍ରୀ- ଯଦି ମନୋବଳ ପକ୍କା ହୋଇଥିବ ତେବେ ଯାହା ହାସିଲ୍ କରିବାକୁ ଚାହିଁବ ତାହା ନିଶ୍ଚିତ ମିଳିଥାଏ ।

ପଙ୍କଜ- ରହିବାକୁ ଦିଅନ୍ତୁ ମ୍ୟାଡାମ୍, ଯଦି ଏମିତି ହୋଇଥାନ୍ତା ତେବେ ମୋର ମିସ୍ ନୁହେଁ ମିସେସ୍ ହୋଇଥାନ୍ତା ।

୨) ବାୟୋଲୋଜିର ଶିକ୍ଷକ- ସେଲ୍ ମତଲବ ଶରୀରର କୋଷିକାଗୁଡିକ, ଫିଜିକ୍ସର ଶିକ୍ଷକ- ସେଲ୍ ମତଲବ ବ୍ୟାଟେରୀ, ଇକୋନୋମିକ୍ସ ଶିକ୍ଷକ- ସେଲ୍ ମତଲବ୍ ବିକ୍ରି, ଇତିହାସର ଶିକ୍ଷକ- ସେଲ୍ ମତଲବ ଜେଲ୍, ଇଂରାଜୀ ଶିକ୍ଷକ- ସେଲ୍ ମତଲବ ମୋବାଇଲ୍ , ମୁଁ ତ ପାଠପଢା ଛାଡିଦେଲି, ଯେଉଁ ସ୍କୁଲରେ ପାଞ୍ଚ ଜଣ ଶିକ୍ଷକ ଏକମତ ନାହାନ୍ତି, ତେବେ ସେହି ସ୍କୁଲରେ ପଢିକରି କଣ ମିଳିବ, ଓ ଏବେ ଯାଇକରି ଜ୍ଞାନ ମିଳିଲା କି ମହିଳା- ସେଲ୍ ମାନେ ଡିସକାଉଣ୍ଟ ।

୩) ମନୋଜ୍- ବାପା ଅନ୍ଦାରକୁ ଡରନ୍ତି, ବାପା- ନା ପୁଅ, ମନୋଜ- ବାଦଲ,ବିଜୁଳି ଓ ଆବାଜ୍ ରୁ ବାପା- ବିଲକୁଲ୍ ନୁହେଁ, ମନୋଜ୍- ତେବେ ଏହାର ମତଲବ କଣ ବାପା, ଆପଣ ମାଙ୍କୁ ଛାଡିକରି ଆଉ କାହାକୁ ଡରୁନାହାନ୍ତି ।

୪) ପପୁ ଡିନର୍ କରିବାକୁ ବସିଲା –ତେବେ ତାର ରୁଟି ଉପରେ ଏକ ମୁଷା ଚାଲିକରି ପଳାଇଲା, ଫେଙ୍କୁ-ପକାଇଦିଅ ମୋତେ ଖାଇବା ଦରକାର୍ ନାହିଁ ମୁଷା ଚାଳିଥିବା ଏହି ରୁଟି , ପପୁ-ଖାଇଦେ ସାଙ୍ଗ, କେଉଁ ମୁଷା ଚପଲ ପିନ୍ଧିଛି କି ?

୫) ଜର୍ଜ ସାନ୍ତାକୁ –ତୁମକୁ କଏଦ୍ କଣଣପାଇଁ କରିନିଆଯାଇଛି, ସାନ୍ତା- ଜଲଦି ସପିଙ୍ଗ୍ କରିବାପାଇଁ ଜର୍ଜ- ଆଛା କିନ୍ତୁ ଏହା ତ କେଉଁ ଅପରାଧରେ ଯାଉନି, କିନ୍ତୁ ତୁମେ ସପିଙ୍ଗ୍ କେତେ ଜଲଦି କରିନେଲ, ସାନ୍ତା- ଦୋକାନ ଖୋଲା ହେବା ପୁର୍ବରୁ ।

୬) ଜଳୁଥିବା ରାବଣ ଭିଡକୁ କହିଲା- ରାବଣ-ଶଳା, ତୁମର ସ୍ତ୍ରୀକୁ ମୁଁ ଅପହରଣ କରିଛି କିରେ ଯିଏ ସବୁ ବର୍ଷ ମୋତେ ଜଳାଉଛ, ଭିଡରୁ ଗୋଟେ ଲୋକ କହିଲା- ଆମର ତ ଉଠାଇନ ସେଥିପାଇଁ ଜଳାଉଛୁ ।

୭) ବୋହୁର ଫାଷ୍ଟ ଆଫେୟାର୍ କଥା ଶୁଣିବାପରେ ଶଶୁର ବୋହୁକୁ ବହୁତ ପିଟିଲା, ଦ୍ୱିତୀୟ ଆଫେୟାର୍ କଥା ଜଣାପଡିଲା ତ ସ୍ୱାମୀ ବହୁତ୍ ପିଟିଲା, କିନ୍ତୁ ସବୁ ସମୟରେ ଶାଶୁ ଚୁପ୍ ରହିଲା କାହିଁକି ନା ଶାଶୁ ବି କେବେ ବୋହୁ ଥିଲା ।

୮) ସ୍ୱାମୀ କବାଟ ଖୋଲିଲା ତ କୋରିୟର୍ ବାଲା ଆସିଥିଲା, ସ୍ୱାମୀ-ଏଥିରେ କଣ ଅଛି? କୋରିୟର୍ ବାଲା- ସାର୍ ଏହା ଖାଇବା ଜିନିଷ ଅଛି, ମ୍ୟାଡାମ୍ ଅର୍ଡର୍ କରିଛନ୍ତି, ସ୍ୱାମୀ ଫଟାଫଟ୍ ବକ୍ସ ଖୋଲିଲା, ଓ ତାପରେ କୋରିୟର୍ ବାଲାକୁ ବହୁତ ବାଡେଇଲା, ଓ କହିଲା- ଏବେ ଏହାର କମି ରହିଯାଇଥିଲା ତୁମମାନଙ୍କର, ବେଲଣାକାଠି ବି ହୋମ୍ ଡେଲିଭରି କରିବାକୁ ଲାଗିଛ ୯) ଉଡାଜାହାଜରୁ ଡିଅଁ ବଟନ ଦବାଅ, ଓ ତଳେ ସୁରକ୍ଷିତ ପହଞ୍ଚିଯାଅ, ଗ୍ରାହକ୍- ଯଦି ପାରାସୁଟ୍ ଖୋଲିବନି ତ, ପପୁ- ତେବେ ଫେରାଇଆଣିବି ।

୧୦) ଚିଣ୍ଟୁ ୫ ଟଙ୍କାର ଏକ ସିଙ୍ଗିଡା ଖାଇଲା, ଅଚାନକ ତା ମୁହଁରୁ ବାଳ ବାହାରିଲା, ତେବେ ସେ ଦୋକାନୀକୁ କହିଲା, ଏ ଭାଇ ତୁମର ସିଙ୍ଗଡାରୁ ଝିଅର ବାଳ ବାହାରିଛି, ସିଙ୍ଗଡାବାଲା- ଏବେ କଣ ଚାହୁଁଛୁ ତୁ, ୫ ଟଙ୍କାର ସିଙ୍ଗଡାରେ କଣ ପୁରା ଝିଅ ବାହାରିବ ।

Leave a Reply

Your email address will not be published. Required fields are marked *