October 22, 2024

Odia Express

Here, There and Everywhere

ନିଜ ସ୍କୁଟିରେ ଲଗାନ୍ତୁ ୩ ଇନ୍ ୧ ସ୍ୱିଚ୍, ବାରମ୍ବାର ମାଗୁଥିବା ଲୋକଙ୍କ ଠାରୁ ମିଳିବ ମୁକ୍ତି – କେହି ଆପଣଙ୍କ ଗାଡି ଆଉ ମାଗିବେ ନାହିଁ

କିଏ ଆଅଣଙ୍କୁ ବାରମ୍ବାର ବାଇକ୍ କିମ୍ବା ସ୍କୁଟି ମାଗିଥାଏ, ଓ ଆପଣ ତାହାଠାରୁ ମୁକ୍ତି ପାଇବାକୁ କିଛି ତରିକା ଖୋଜୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ତରିକା କହିବାକୁ ଯାଉଛୁ, ଆମେ ଆପଣଙ୍କୁ ସ୍କୁଟିରେ ଏକ ଏମିତି ୩ ଇନ୍ ୧ ସ୍ୱିଚ୍ ଲଗାଇବାର ତରିକା ବିଷୟରେ କହିବୁ, ଯାହାକୁ ଆପଣ ଲଗଇଲେ ନା ତ୍ ଚାଲାଣ କଟିବ, ନା ହିଁ ସ୍କୁଟି ଚୋରି ହେବ, ନା ଆପଣଙ୍କୁ କିଏ ବାରମ୍ବାର ସ୍କୁଟି ମାଗିବ । ଏହି ସ୍ୱିଚ୍ କୁ ଲଗାଇବା ପାଇଁ ପ୍ରଥମେ ସ୍କୁଟିର ହେଡ୍ ରେ ଦିଆଯାଇଥିବା ୮ ଟି ସ୍କ୍ରୁ କୁ ଖୋଲିବାକୁ ହେବ, ତାହା ପରେ ହେଡ୍ ଉପରେ ୬ ଟି ସ୍କ୍ରୁ ଖୋଲିବାକୁ ଅଛି, ତାହା ସହ ଆଗ ବାଲା ନମ୍ବର ପ୍ଲେଟ୍ କୁ ବି ଖୋଲିଦିଅନ୍ତୁ, ତାପରେ ଆଗରୁ ଏହାକୁ ଖୋଲନ୍ତୁ, ଏଥିରେ ଆପଣଙ୍କୁ ଇଣ୍ତିକେଟର୍ସ ର ଦୁଇ ସକେଟ୍ ଦେଖାଯିବ, ତାହାକୁ ଧ୍ୟାନର ସହ ବାହାର କରନ୍ତୁ ।

ଏମିତି କରିଲେ ଆପଣଙ୍କ ସ୍କୁଟିର ହେଡ୍ ଲାଇଟ୍ ଅଲଗା ହୋଇଯିବ ତାହାପରେ ହେଡ୍ ଲାଇଟ୍ ସର୍କିଟ୍ ସେମିତି ବାହାର କରିଦେବେ, ଓ ଆଗର ଭାଗ ଅଲଗା କରିଦେବେ, ଏବେ ଆପଣଙ୍କୁ ଏହି ୩ ଇନ୍ ୧ ଲାଇଟ୍ ସ୍ୱିଚ୍ କୁ କିଣିକରି ଆଣିବେ , ଧ୍ୟାନ ରଖିବେ କି ଭଲ କମ୍ପାନୀର ସ୍ୱିଚ୍ ଆଣିବେ , ଏବେ ଏହି ସ୍ୱିଚ୍ ରେ ତଳେ ଦିଆଯାଇଥିବା ଭିଡିଓ ଅନୁସାରେ ୱେୟାର୍ କନେକ୍ସନ୍ କରିଦେବେ , ଏହି ସ୍ୱିଚ୍ ଲଗାଇବା ଦ୍ୱାରା ଆପଣଙ୍କୁ ଏହା ଫାଇଦା ହେବ ଆପଣ ଯେବେ ବି ଏହି ସ୍ୱିଚ୍ କୁ ମିଡ୍ ରେ କରିବେ ତେବେ ସ୍କୁଟି ସେଲଫ୍ ତ ମାରିବେ ,କିନ୍ତୁ ଷ୍ଟାର୍ଟ ହେବ୍ ନାହିଁ

ମାନେ ଯଦି କିଏ ସ୍କୁଟ୍ ମାଗିବାକୁ ଆସେ ତେବେ ଆପଣ ତାକୁ କହିପାରିବେ କି ସ୍କୁଟି ଖରାପ ଅଛି, କିନ୍ତୁ ଯଦି ଆପଣ ଏହି ୨ ପଏଣ୍ଟରେ କରିଦେବେ ତେବେ ଆପଣ ସହଜରେ ଷ୍ଟାର୍ଟ୍ କରିପାରିବେ, ଏମିତିରେ ଯଦି ଆପଣଙ୍କ ଡକ୍ୟୁମେଣ୍ଟ୍ସ୍ ଯେପରି ଲାଇସେନ୍ସ ହେଲା କି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ହେଲା ଯାହାକି ଘରେ ଭୁଲି ଆସିଛନ୍ତି, ତେବେ ପୋଲିସ୍ ଚେକିଙ୍ଗ୍ ହେଉଥିଲେ ତେବେ ଆପଣ ସ୍କୁଟିରୁ ଓହ୍ଲାଇ ସ୍ୱିଚ୍ କୁ ମିଡ୍ ରେ କରିଦେବେ କହିଦେବେ କି ସ୍କୁଟି ଖରାପ ହୋଇଯାଇଛି, ଓ ଚାଲାଣ କାଟିବାରୁ ବଞ୍ଚିପାରିବେ । ଠିକ୍ ଏହି ପରି ଆପଣ କେଉଁଆଡେ ଯାଉଛନ୍ତି ତେବେ ନିଜ ସ୍କୁଟିକୁ ପାର୍କ କରିବା ସମୟରେ ସ୍ୱିଚ୍ କୁ ମିଡ୍ ରେ କରିଦେବେ, ଏମିତିରେ ଆପଣଙ୍କ ସ୍କୁଟି କେବେ ଚୋରି ହେବନାହିଁ, ଏହି ସ୍ୱିଚ୍ କୁ ଲଗାଇବାର ପୁରା ତରିକା ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *