October 23, 2024

Odia Express

Here, There and Everywhere

ଓଡ଼ିଆ ନୂଆ ହସକଥା : ନୁଆ ବାହା ହୋଇଥିବା ସ୍ତ୍ରୀ ହାତରୁ ତିଆରି ଖାଦ୍ୟ ପ୍ରଥମଥର ସ୍ୱାମୀ ଖାଉଥିଲା, ଖାଇବାରେ ରାଗ ଅଧିକା ଥିଲା ଆଉ ସେ ସ୍ତ୍ରୀ କି ଯାହା କହିଲେ ଶୁଣିକି ସ୍ତ୍ରୀ ବେହୋସ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ମା- ଆରେ ଶୁଣୁଛ ! ପଡୋଶୀ ଘର ଶର୍ମାଜୀ ଅଛନ୍ତି ନା ? ବାପା- କଣ ହେଲା ତାଙ୍କୁ ? ମା- ଆରେ ତାଙ୍କ ପୁଅ ଗଣିତରେ ୯୯ ନମ୍ବର ଆଣିଛି । ବାପା- ଓ ୧ ନମ୍ବର କୁଆଡେ ଗଲା? ମା- ସେ ଆମର ପୁଅ ନେଇକରି ଆସିଛି, ବାପା- ମୋର ବେତ ବାଡିଟା ଆଣିଲ ଟିକେ ।

୨) ମୁନା ଦୌଡିଦୌଡି ଆସିକରି କହିଲା ମା ପଡୋଶୀ ବାଲା ମଉସାଙ୍କ ବାଇପାସ୍ ହୋଇଗଲା, ଆରେ ସକାଳ ଦେଖିଥିଲି ଯେ ସବୁ ଠିକ୍ ଥିଲା, ତୁରନ୍ତ ଫୋନ୍ ଲଗାଇଲି ତ ତାଙ୍କ କାମବାଲୀ ବାଇ +୨ ପାସ୍ ହୋଇଗଲା ।

୩) ପପୁ- ମା କାଲି ବାପା କାମବାଲି ବାଇ ସହ ଶୋଫାରେ ଶୁଆଇ ମା- ଏବେ ନୁହଁ ପୁଅ, ଯେବେ ରାତିକୁ ଯେବେ ବାପା ଆସିବେ ତେବେ କହିବୁ, ବାପା ଆସୁ ଆସୁ ମା- ହଁ ପୁଅ ଏବେ କହ କଣ ହୋଇଥିଲା ? ପପୁ- ବାପା କାମବାଲି ବାଇ କୁ ସୋଫାରେ ଶୁଆଇକରି ଶର୍ମା ଅଙ୍କଲ୍ ଆପଣଙ୍କ ସହ କରୁଥିଲେ ସେ କରୁଥିଲେ ।

୪) ଝିଅ – ସେଲଫି ନେଉଥିଲା, ଝିଅ-କ୍ଲିଅର୍ ଆସୁନି, ଓ ସେ ନିଜ ଦୁପଟାକୁ କ୍ୟାମେରା ସଫା କଲା, ଝିଅ- ଆରେ ସଫା ଦିଶୁନି କଣପାଇଁ ? ପୁଅ- ଗୋଟେ ଥର ତୋ ଚେହେରା ଦୁପଟାରେ ପୋଛିଦେ ତୁ ।

୫) ସ୍ୱାମୀ- ତରକାରୀରେ ଲୁଣ ପଡିନି ଆଜି, ସ୍ତ୍ରୀ- ସେ କଣ ହେଲା ନା, ଆଜି ତରିକାରୀ ଟିକିଏ ଜଳିଯାଇଥିଲା, ସ୍ୱାମୀ- ତେବେ ତରକାରୀରେ ଲୂଣ କଣପାଇଁ ପକାଇଲନି, ସ୍ତ୍ରୀ-ମା କହିଥିଲେ କି ଜଳିଯାଇଥିବା ଉପରେ ଲୁଣ ଛିଞ୍ଚିବୁନି ବୋଲି ।

୬) ସାନ୍ତା- ନିଜର ଏକ୍ସରେ କରାଇଲା, ଡାକ୍ତର- ଆପଣଙ୍କ ଏକ୍ସରେ ରିପୋର୍ଟରୁ ଜଣାପଡିଲା କି ତୁମର ହାଡି ଭାଙ୍ଗିଯାଇଛି, ସାନ୍ତା- ଚାଲ ଭଗବାନଙ୍କ ଦୟା କି ଏକ୍ସରେ ହିଁ ଭାଙ୍ଗିଛି, ଯଦି ସତରେ ଭାଙ୍ଗିଥାନ୍ତା ତେବେ ବହୁତ୍ ଖର୍ଚ୍ଚ ହୋଇଥାନ୍ତା ।

୭)ପୋଲିସ୍ ବାଲା- ତୁମର ସବୁ କାଗଜପତ୍ର ଠିକ୍ ଅଛି, କିନ୍ତୁ ଚାଲାଣ କାଟିବାକୁ ହେବ ୨୦୦୦ ଟଙ୍କା ଦିଅ, ବ୍ୟକ୍ତି- କିନ୍ତୁ ଚାଲାଣ କଣପାଇଁ ? ପୋଲିସ୍ ବାଲା- ତୁମର ସବୁ କାଗଜପତ୍ର ସଂମ୍ଭାଳିକରି ପଲିଥିନ୍ ରଖିବାପାଈଁ କାରଣ ପଲିଥିନ୍ ବ୍ୟାନ୍ ହୋଇଛି ।

୮) ବାପା- ନାଲାୟକ୍ ତୁ ମାକୁ ଉଚ୍ଚା ଆବାଜ୍ ରେ କଥା କଲୁ, ପୁଅ- ମୋତେ ଜଣାଅଛି ବାପା, ଆପଣଙ୍କୁ ଇର୍ଷା ହେଉଛି ନା, ବାପା- ମୋତେ କାହିଁକି ଇର୍ଷା ହେବ , ପୁଅ-କାରଣ ଆପଣ ଏମିତି କିଛି କରିପାରିବେ ନାହିଁ ।

୯) ଭକ୍ତ- ଭଗବାନ ମୁଁ ପାପି ଅଟେ, ମୋତେ କିଛି ଦଣ୍ତଦିଅ, ମୋତେ ବର୍ବାଦ କରିଦିଅ ,ଅସୁବିଧାରେ ପକାଇଦିଅ, ମୋର ପଛରେ ଭୁତ ଲଗାଇଦିଅ, ଭଗବାନ-ଆରେ ଗୋଟେ ଲାଇନ୍ ରେ କହ ନା, ସ୍ତ୍ରୀ ଦରକାର ବୋଲି ।

୧୦) ନୁଆ ନୁଆ ବିବାହ ପରେ ସ୍ତ୍ରୀ ହାତରୁ ତିଆରି ଖାଦ୍ୟ ପ୍ରଥମଥର ଖାଉଥିବା ବେଲେ ରାଗ ଅଧିକା ହୋଇଥିଲା କିନ୍ତୁ ସେ କଥାକୁ ବଢାଇବାକୁ ଚାହୁଁନଥିଲା, ସ୍ୱାମୀ-ଆରେ ଆଜି ଖାଇବା ବଢିଆ ହୋଇଛି, ସ୍ତ୍ରୀ- କିନ୍ତୁ ତୁମେ କାହିଁକି କାନ୍ଦୁଛ ? ସ୍ୱାମୀ-ଖୁସିରେ , ସ୍ତ୍ରୀ- ଟିକିଏ ଆଉ ଦେବି କି ? ସ୍ୱାମୀ-ଆରେ ନା, ମୁଁ ଏତେ ଖୁସି ସହିପାରିବିନି, ସେତିକି ଥାଉ ।

Leave a Reply

Your email address will not be published. Required fields are marked *