October 18, 2024

Odia Express

Here, There and Everywhere

ସ୍କୁଲରେ ପଢୁଥିବା ଛୋଟ ଛୁଆଟି ଆରମ୍ଭ କରିଦେଲା ନିଜର କମ୍ପାନୀ, ଆଜି କମାଉଛି କୋଟିଏ ଉପରେ ଟଙ୍କା – ଦେଖନ୍ତୁ କିପରି..

ଯଦି ଜୀବନରେ କିଛି ହାସିଲ୍ କରିବାର ଅଛି ତେବେ ସେଥିପାଇଁ ଦୃଢ ମନୋବଳ ଆବଶ୍ୟକ, ଏଥିପାଇଁ କୌଣସି ନିଦ୍ଧିଷ୍ଟ ବୟସର ଆବଶ୍ୟକତା ପଡେନାହିଁ, ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ତେବେ ଆପଣ କେଉଁ ବି ବୟସରେ ସେ କାମ କରିପାରିବେ, ଓ ଉପଲ୍ଲବ୍ଧୀ ହାସିଲ୍ କରିପାରିବେ । ବିଜନେସ୍ କରିବା କିମ୍ବା ନିଜସ୍ୱ କମ୍ପାନୀ ହୋଇଥିବ ଏମିତି ସବୁ ବ୍ୟକ୍ତିକୁ ଲାଗିଥାଏ ,ଓ ନିଜର୍ ବିଜନେସ୍ ଓ କମ୍ପାନୀ ଠିଆ କରିବାପାଇଁ ସେ ବହୁତ ପରିଶ୍ରମ ବି କରେ, ନିଜର ବିଜନେସ୍ ଓ କମ୍ପାନୀ ଠିଆ କରିବାପାଇଁ ସେତିକି ଚାଲାକ୍ ହେବା ଜରୁରୀ, ଓ ତାହା ମଧ୍ୟରେ ସେହି ଇଚ୍ଛାଶକ୍ତି ବି ହେବା ଜରୁରୀ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଛୋଟ ଛୁଆ ବିଷୟରେ କହିବୁ, ଯିଏ ସ୍କୁଲରେ ପାଠପଢିକରି ମଧ୍ୟ ଏକ ବିଜନେସ୍ ଆରମ୍ଭ କଲେ,  ଓ ଆଜି ସେ ଏକ ବଡ କମ୍ପାନୀର ମାଲିକ ହୋଇପାରିଛନ୍ତି, ଯିଏ ଏତେ କମ୍ ବୟସରେ ସଫଳତା ହାସିଲ୍ କରିଛନ୍ତି ଯାହାକି ଶୁଣିଲାବେଳକୁ ଆମକୁ ଆଶ୍ଚର୍ଯ୍ୟଚକିତଲାଗେ ।

ଆମେ ଯେଉଁ ଛୋଟ ଛୁଆର ବିଷୟରେ କଥା ହେଉଛୁ ତାଙ୍କର ନାଁ ହେଲା ତିଳକ, ଯିଏ ଛୋଟ ବୟସରେ ବଡ କାମ କରିଛନ୍ତି, ସେ ନିଜର ବିଜନେସ୍ ଆରମ୍ଭ କରିଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ବି ହୋଇଯାଇଛନ୍ତି, ତିଲକ୍ ପେପର୍ସ ଆଣ୍ତ ପାର୍ସଲ୍ ନାମକ ଏକ ଲଜିଷ୍ଟିକ୍ ସେବା ଦେଉଥିବା ଡେଲିଭରି ସେବା ଆରମ୍ଭ କରିଥିଲେ, ଯାହା ଛୋଟ ଜିନିଷର ଡେଲିଭରି ଦେଇଥାଏ । ତିଲକ କହିଥିଲେ କି ସେ ଏକ ବହି ଦରକାର କରୁଥିଲେ ଯାହା ତାଙ୍କୁ ଅନ୍ୟ ସହରରୁ ମଗାଇବାର ଥିଲା କିନ୍ତୁ ତାଙ୍କୁ ସେ ବହି ନେଇକରି ଆସିବାପାଇଁ କେହି ନଥିଲେ, ଓ ତେବେ ମୋର ଦିମାଗରେ ଏକ ଆଇଡିଆ ଆସିଲା କି ମୁଁ ନିଜେ ଡେଲିଭରି କରିବାର ବିଜନେସ୍ ଆରମ୍ଭ କରିଦେବି, ତାପରେ ତିଲକ ଏହି ଆଇଡିଆକୁ ଏକ ବ୍ୟାଙ୍କର୍ କୁ କହିଲେ ସେ ବ୍ୟାଙ୍କର୍ ତାଙ୍କୁ କମ୍ପାନୀ ଆରମ୍ଭ କରିବାର ଉପଦେଶ ଦେବା ସହ କମ୍ପାନୀ ଖୋଲିକରି କାର୍ଯ୍ୟପ୍ରଣାଳୀ କହିଦେଲେ, ଓ ତାପରେ ତିଳକଙ୍କୁ ବଡ ସଫଳତା ମିଳିଲା ଓ ସେ ନିଜ ବିଜନେସ୍ କୁ ଆରମ୍ଭ କରିଦେଲେ ।

ତିଲକ୍ ନିଜ ସହ ମୁମ୍ବାଇର ଡବା ବାଲାଙ୍କ ସହ ମିଶିକରି ଡେଲିଭରି କରିବାର ପ୍ଲାନ୍ କଲେ, ୨୪ ଘଣ୍ଟା ମଧ୍ୟରେ ଡବା ବାଲା ଡେଲିଭରି କରନ୍ତି, ଯାହାକୁ ତିଲକ କୁ ନିଜ ବିଜନେସ୍ ବଢାଇବାରେ ସହଜ ହେଲା, ତିଲକ୍ ଏହି କମ୍ପାନୀ ଅନ୍ୟ କମ୍ପାନୀରୁ ଫାଇଦା ହେଲା, ଓ ତିଲକ୍ କମ୍ପାନୀର ଡେଲିଭରି ଫାଇଦା ପେଥୋଲୋଜି ଲ୍ୟାବ୍ସ, ବୁଟିକ୍ ସପ୍, ଓ ବ୍ରୋକେଜ୍ ପରି କମ୍ପାନୀ ଉଠାଇଥିଲେ , ତିଲକ୍ ଏହି କମ୍ପାନି ସହ ୨୦୦ କର୍ମଚାରୀ ଅଛନ୍ତି, ଓ ୩୦୦ ଡବା ବାଲା ଯୋଡି ହୋଇଛନ୍ତି, ଯାହାଙ୍କୁ ତିଲକଙ୍କ କାରଣରୁ ଚାକିରି ମିଳିଛି, ତିଲକଙ୍କ ଗୋଟେ ଲକ୍ଷ୍ୟ ଅଛି କି ତାଙ୍କ କମ୍ପାନୀକୁ ଜଲଦି ହିଁ ୧୦୦ କୋଟି ଆୟ କରିବାର ଅଛି, ତିଲକ୍ ଏହି କମ୍ପାନୀରୁ ସବୁଦିନ ୧୦୦୦ ରୁ ଅଧିକା ପାର୍ସଲ୍ ଡେଲିଭରି କରାନ୍ତି, ତାଙ୍କ ଡେଲିଭରି ଚାର୍ଜ ୪୦ ଟଙ୍କାରୁ ନେଇକରି ୧୨୦ ଟଙ୍କା ପର୍ଯ୍ୟନ୍ତ ଅଛି ।

Leave a Reply

Your email address will not be published. Required fields are marked *