March 15, 2025

Odia Express

Here, There and Everywhere

ରାତି ସାରା ଫ୍ରିଜ୍ ରେ ରଖିଥିବା ଅଟାକୁ ନେଇ କେବେ କରିବା କଥା ନୁହେଁ ରୁଟି, ଆଜି ହିଁ ଜାଣିନିଅନ୍ତୁ ଏହାର ପଛରେ କାରଣ

ଆଜିକାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ସବୁ ବ୍ୟକ୍ତିଙ୍କ ପାଖରେ ସମୟ ରୁହେନାହୀଁ, ସେହି କାରଣରୁ ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର କରିବା ଅଧିକା ବଢିଯାଇଛି, ଯେପରି ଆଜିକାଲି ଫ୍ରିଜ୍ ର ବ୍ୟବହାର ଅଧିକା ବଢିଯାଇଛି, ଓ ପ୍ରାୟ ସବୁ ଜିନିଷକୁ ଆମେ ଫ୍ରିଜରେ ରଖୁ । ଯେପରି ଆଜିକାଳି ପରିବା ଫ୍ରିଜରେ ରଖିବା ପାଇଁ ବ୍ୟବହାର ହୋଇଥାଏ ,ଯାହାକି ବହୁତ ଦିନ ଯାଏଁ ସତେଜ ହୋଇରହିଥାଏ, ତାହା ଛଡା କ୍ଷୀରରୁ ନେଇକରି ସବୁ ଜିନିଷ ଆମେ ଫ୍ରିଜରେ ରଖିଥାନ୍ତି, ସେମିତି ଫ୍ରିଜରେ ଅଧିକା ଜିନିଷ ପର୍ଯ୍ୟନ୍ତ ରଖିବା ଉଚିତ୍ ନୁହେଁ , କିନ୍ତୁ ଆମେ ବହୁତ ଦିନ ଯାଏଁ ସେହି ଜିନିଷକୁ ରଖିଦେଉ ଯାହାକି ବହୁତ ବଡ ଭୁଲ୍ ଅଟେ । ସେମିତି ଆଜିକାଲି ଆମେ ଅଟାକୁ ଦଳି ତାହାକୁ ଫ୍ରିଜରେ ବହୁତ ଦିନ ଯାଏଁ ରଖିଦେଉ, ଓ ଯେବେ ଆମକୁ ରୁଟି ତିଆରି କରିବାର ହୋଇଥାଏ ତେବେ ଆମେ ତାହାକୁ ବାହାର କରି ରୁଟି ତିଆରି କରୁ

ସେମିତି ଆଜିକାଲି ଲୋକଙ୍କ ପାଖରେ ଏତେ ସମୟ ବି ନାହିଁ କି ସେ ରୁଟି ବନାଇବାପାଇଁ ବାରମ୍ବାର ଅଟା ଦଲିପାରିବେ, ସେଥିପାଇଁ ସେମାନେ ଫ୍ରିଜ୍ ରେ ରଖିଦିଅନ୍ତି । ସେମିତି ଫ୍ରିଜ୍ ରେ ଅଟା ଦଳିକରି ରଖିବା ଉଚିତ୍ ନୁହେଁ , ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇପାରେ, ଯଦି ଆପଣ କେଉଁ ପରିବା କିମ୍ବା ଅନ୍ୟ କେଉଁ ଜିନିଷକୁ ଫ୍ରିଜରେ ରଖି ଖାଉଛନ୍ତି ତେବେ ଠିକ୍ ଅଛି କିନ୍ତୁ ଅଟାକୁ ଦଳି ଫ୍ରିଜରେ ରଖିବା ସହ ତାକୁ ରୁଟି କରି ଖାଇବା ଉଚିତ୍ ନୁହେଁ ,ଦଳା ହୋଇଥିବା ଅଟାରୁ ତିଆରି ରୁଟି ବହୁତ ରୋଗକୁ ନିମନ୍ତ୍ରଣ କରିଥାଏ

ଅଟାକୁ ଦଳି ଆପଣ ଫ୍ରିଜ୍ ରେ ରଖିଲେ ସେଥିରେ ବହୁତ ସାରା କିଟାଣୁ ବସିପାରନ୍ତି, ଯଦି ଆପଣଙ୍କ ଅଟା ଟିକିଏ କଲର୍ ଚେଞ୍ଜ୍ ହୋଇଥିବାର ଦେଖାଯାଏ ତେବେ ତାହାକୁ ଖାଦ୍ୟରେ ବ୍ୟବହାର କରିବାଉଚିତ୍ ନୁହେଁ, ଅଟାକୁ ଫ୍ରିଜ୍ ରେ ରଖି ଖାଇଲେ ପେଟପୀଡା ପରି ଗଂମ୍ଭୀର ରୋଗର ସମସ୍ୟା ଉତ୍ପନ୍ନ ହୋଇଥାଏ , ଥରେ ଏକ ରିପୋର୍ଟରେ ଦାବି କରାଗଲା କି ଯଦି ଆପଣ ଫ୍ରିଜରେ ଦଳା ହୋଇଥିବା ଅଟାକୁ ରଖନ୍ତି ତେବେ କ୍ୟାନ୍ସର୍ ପରି ଖତରନାକ୍ ରୋଗ ହୋଇପାରେ, ସେହି କାରଣରୁ କେବେ ବି ଅଟାକୁ ଫ୍ରିଜ୍ ରେ ନ ରଖନ୍ତୁ, ଓ ସବୁବେଳେ ଫ୍ରେସ୍ ଅଟାକୁ ଦଳି ସେଥିରୁ ତିଆରି ରୁଟିର ସେବନ କରନ୍ତୁ, ମହିଳାଙ୍କୁ ଆମର ନିବେଦନ ଅଛି କି କେବେ ବି ଅଟାକୁ ଦଳି ଫ୍ରିଜ୍ ରେ ନ ରଖନ୍ତୁ, ଓ ନିଜ ପରିବାରକୁ ରୋଗରେ ନ ପକାନ୍ତୁ ।

Leave a Reply

Your email address will not be published. Required fields are marked *