ବୁଦ୍ଧିମତାର ଖେଳ – ୧୦୦ ଟଙ୍କା କୁ ଏପରି ରେଜା କରନ୍ତୁ ଯେପରି ନୋଟ ସଂଖ୍ୟା ୧୦ ହେବ କିନ୍ତୁ ୧୦ ଟଙ୍କିଆ ନୋଟ ତା ଭିତରେ ନଥିବ – ସଠିକ ଉତ୍ତର ଏବେ ଦେଖିନିୟନ୍ତୁ
1 min readବନ୍ଧୁଗଣ ଜ୍ଞାନ ଏପରି ଏକ ଜିନିଷ ଯାହା ଯେତେ ବଡ ଲୋକ ହେଉ କିମ୍ବା ଯେତେ ଜ୍ଞାନୀ ଲୋକ ହେଉ ଆହୁରି କିଛି ବାକି ରହିଯାଏ ଶିଖିବା ପାଇଁ |ତେବେ ଆମେ ଅନେକ ବଡ ବଡ ଉତ୍ତର ଦେଇ ପାରୁଥିଲେ ମଧ୍ୟ ଏପରି ଅନେକ ଥର ଦେଖା ଯାଏ ଯେ ସାଧାରଣ କିଛି ପ୍ରଶ୍ନ ରେ ଆମେ ଉତ୍ତର ଖୋଜିବାରେ ବିଫଳ ହେଉ|ତେବେ ଆଜି ଆମେ ଚାଲନ୍ତୁ କିଛି ଚତୁର ସାଧାରଣ ଜ୍ଞାନ ପ୍ରଶ୍ନ ବିଷୟରେ ଆଲୋକପାତ କରିବା | ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କିଛି ଇଣ୍ଟରେଷ୍ଟିଂ ଜିକେ ପ୍ରଶ୍ନ ପଚାରିବି।ଯଦି ଆପଣ ତାହାର ଉତ୍ତର ଦେଉଛନ୍ତି ତ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି।
ପ୍ରଶ୍ନ ୧- ବିଶ୍ଵର ସବୁଠୁ ଛୋଟ ମହାଦ୍ଵିପ କିଏ?
ଉ:- ଅଷ୍ଟ୍ରେଲିଆ
ପ୍ରଶ୍ନ ୨- କେଉଁ ପକ୍ଷୀ ନିଜ କାନ ଦ୍ଵାରା ଦେଖିପାରେ?
ଉ:- ବାଦୁଡ଼ି
ପ୍ରଶ୍ନ ୩- କେଉଁ ପକ୍ଷୀ କେବେବି ଭୂମି ଉପରେ ବସେ ନାହିଁ?
ଉ:- ହରୀୟଲ ପକ୍ଷୀ
ପ୍ରଶ୍ନ ୪- ଟେବୁଲ ଟେନିସ କେଉଁ ଦେଶର ଜାତୀୟ ଖେଳ?
ଉ:- ଚିନ
ପ୍ରଶ୍ନ ୫- ଭଗବାନଙ୍କ ପୂଜା କେଉଁ ଦେଶରେ ସବୁଠୁ ଅଧିକ କରାଯାଏ?
ଉ:- ଭାରତ
ପ୍ରଶ୍ନ ୬- ରାମଚରିତ ମାନସ କିଏ ଲେଖିଛନ୍ତି?
ଉ-: ତୁଳସୀ ଦାସ
ପ୍ରଶ୍ନ ୭- ଭାରତର ପ୍ରଥମ କ୍ରିକେଟ କ୍ୟାପଟେନଙ୍କ ନାମ କଣ ଥିଲା?
ଉ-: ସି.କେ ନାଇଡୁ
ପ୍ରଶ୍ନ ୮-: ଲାଲ ଓ ସବୁଜ ରଙ୍ଗର ଆଲୋକ ମିଶିଲେ କେଉଁ ରଙ୍ଗର ଆଲୋକ ହୁଏ?
ଉ-: ହଳଦିଆ
ପ୍ରଶ୍ନ ୯-: ପରିବାହିରେ ଚୁମ୍ବକୀୟ ବଳରେଖାର ସଂଖ୍ୟା ପରିବର୍ତ୍ତନ କଲେ,ପରିବାହୀର ବିଦ୍ୟୁତ ସ୍ରୋତ ଉତ୍ପନ ହୋଇଥାଏ ଏହା କେଉଁ ବୈଜ୍ଞାନିକ କହିଥିଲେ?
ଉ-: ମାଇକେଲ ଫାରାଡ଼େ
ପ୍ରଶ୍ନ ୧୦-: ଜଣେ ସୁସ୍ଥ ଓ ସ୍ଵାଭାବିକ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କେତେ?
ଉ-: ୨୫ ସେମି
ପ୍ରଶ୍ନ ୧୨-: ୧୮୩୮ ମସିହାରେ ବ୍ରିଟିଶ ସେନାର କେଉଁ କ୍ୟାପଟେନ ଖଜୋରାହୋର ମନ୍ଦିର ଗୁଡ଼ିକୁ ପୁଣିଥରେ ଖୋଜିଥିଲେ?
ଉ-: ଟି.ଏସ.ବର୍ଟ
ପ୍ରଶ୍ନ ୧୩-: ଭାରତୀୟ ରିଜର୍ଭ ବ୍ୟାଙ୍କର କେଉଁ ପୂର୍ବତନ ଗଭର୍ଣ୍ଣରଙ୍କୁ ପ୍ରଥମ ପି.ସି ମହାଲନୋବିସ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି?
ଉ-: ସି. ରଙ୍ଗରାଜନ
ପ୍ରଶ୍ନ ୧୪-: ଏଗୁଡ଼ିକ ମଧ୍ୟରୁ ଯେଉଁ ଦେଶ ଗ୍ରୀଷ୍ମ କାଳୀନ ଓ ଶୀତ କାଳୀନ ଦୁଇଟି ଯାକ ଅଲିମ୍ପିକ ଖେଳ ଆୟୋଜନ କରିନାହିଁ।?
ଉ-: ଅଷ୍ଟ୍ରେଲିଆ
ପ୍ରଶ୍ନ ୧୫-: କେଉଁ ବିଶ୍ଵ ନେତା ସାହିତ୍ୟରେ ନୋବେଲ ପୁରସ୍କାର ପାଇଛନ୍ତି?
ଉ-: ଉଇନଷ୍ଟନ ଚର୍ଚ୍ଚିଲ
ପ୍ରଶ୍ନ ୧୬-: ଏଗୁଡ଼ିକ ମଧ୍ୟରୁ କେଉଁ ଦେଶ ଦ୍ୱୟର ସୀମା ପରସ୍ପରକୁ ଲାଗି ନାହିଁ?
ଉ-: ନେପାଳ- ଭୁଟାନ
ପ୍ରଶ୍ନ ୧୭-: ବିକ୍ରମ ବାତ୍ରା,ମନୋଜ କୁମାର ପାଣ୍ଡେ,ଯୋଗେନ୍ଦ୍ର ସିଂ ଯାଦବ,ଏବଂ ସଞ୍ଜୟ କୁମାର ଏ ସମସ୍ତଙ୍କର କେଉଁ ଯୁଦ୍ଧ ସହିତ ସମ୍ବନ୍ଧ ରହିଛି?
ଉ-: ୧୯୯୯ କାରଗିଲ ଯୁଦ୍ଧ
ପ୍ରଶ୍ନ – ୧୦୦ ଟଙ୍କା କୁ ଏପରି ରେଜା କରନ୍ତୁ ଯେପରି ନୋଟ ସଂଖ୍ୟା ୧୦ ହେବ କିନ୍ତୁ ୧୦ ଟଙ୍କିଆ ନୋଟ ତା ଭିତରେ ନଥିବ
ଉତ୍ତର – ୫୦ ଟଙ୍କିଆ ଗୋଟିଏ ନୋଟ ,୨୦ ଟଙ୍କିଆ ୨ଟି ନୋଟ ,୫ ଟଙ୍କିଆ ୫ଟି ନୋଟ,୨ ଟଙ୍କିଆ ୨ଟି ନୋଟ ଓ ୧ ଟଙ୍କିଆ ଗୋଟିଏ ନୋଟ ହେବ