୭ ଦିନ ମଧ୍ୟରେ ଚଷମା ବ୍ୟବହାର କରିବା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବେ – ଆଜି ଏହି ଉପାୟ ଗୁଡିକ ଅବଲମ୍ବନ କରି ଦିୟନ୍ତୁ
ଯଦି ଆମ ଆଖି ଦିନକୁ ଦିନ ଖରାପ ହେବାରେ ଲାଗିଛି ଓ ଆମକୁ ଧୀରେ ଧୀରେ କମ ଦେଖାଯାଉଛିଏହା ଯେକୌଣସି କାରଣରୁ ହେଉ,ଏହାର ଏକ ଉପଚାର ଯାହା ଏହି ସମସ୍ୟାକୁ ସମାଧାନ କରିପାରିବ।ଦୂର ଜିନିଷ ଠିକରେ ଦେଖା ନଯିବା ଅଥବା ପାଖ ଜିନିଷ ଠିକରେ ଦେଖାନଯିବା ଭଳି ସମସ୍ୟାର ସମାଧାନ ଏହା କରିପାରିବ।ଆୟୁର୍ବେଦର ୫ ଟି ନିୟମ ଯାହାକୁ ଅନୁସରଣ କରିବା ଦ୍ୱାରା ଆମ ଆଖି ସହ ଜଡ଼ିତ ପ୍ରାୟତଃ ସମସ୍ତ ସମସ୍ୟା ଶେଷ ହୋଇପାରିବ ଓ ଆମ ଆଖିକୁ ପୂର୍ଣ୍ଣ ରୂପେ ଦେଖାଯିବ।
ଆୟୁର୍ବେଦର ନିୟମ କହୁଛି କି ଆମ ଶରୀର ୫ ଟି ତତ୍ତ୍ଵରେ ତିଆରି।ଏହି ୫ଟି ତତ୍ତ୍ଵର ବ୍ୟବହାର ଆମେ ଆମ ଶରୀର ଭିତରେ ଯଦି ସଠିକ ଭାବେ କରିବା ଜଣିଯିବା ତେବେ ଆମ ଶରୀରର ସମସ୍ତ ରୋଗ ଭଲ ହୋଇଯାଇଥାଏ।ତେବେ ଆମ ଶରୀରରେ ଥିବା ତତ୍ତ୍ଵର ସୁଦ୍ଧିକରଣ କରିବା ଆବଶ୍ୟକ ଫଳରେ ଏହା ଆମ ଶରୀରକୁ ଠିକ ରଖିବାରେ ସହାୟକ ହୋଇପାରିବ।ଆମେ ଜାଣୁ ଆମ ଶରୀରରେ ୭୫ ଭାଗ ପାଣି ରହିଥାଏ।ଆମ ଶରୀରରେ ରକ୍ତ ଠାରୁ ଆରମ୍ଭ କରି ସମସ୍ତ ତରଳ ପଦାର୍ଥରେ ପାଣି ରହିଥାଏ।ତେବେ ପ୍ରଥମ ନିୟମ ଅନୁସାରେ ପାଣିର ସୁଦ୍ଧିକରଣ କରିବା ଆବଶ୍ୟକ।
ତମ୍ବା ପାତ୍ରରେ ପାଣି ଆଣି ସେଥିରେ ଅଳ୍ପ ଜିରା ଗୁଣ୍ଡ,ଅଳ୍ପ ନିମ୍ବ ଗୁଣ୍ଡ,ଅଳ୍ପ ଲେମ୍ବୁ ଚିପୁଡ଼ିକି ପିଇବା ଦ୍ଵାରା ଆମର ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ।ଏହା ସହିତ କିଛି ସମୟ ପାଇଁ ଖାଲି ପାଦରେ ବଗିଚାରେ ହେଉ ଅଥବା ଖୋଲା ପଡ଼ିଆରେ ହେଉ ଚାଲିବା ଦରକାର। ପାଦରେ ଦେଶୀ ଗାଈ ର କ୍ଷୀର ଅଥବା ଶୁଦ୍ଧ ସୋରିଷ ତେଲ ମାଲିଶ୍ କରିବା ଦ୍ୱାର ଦୃଷ୍ଟି ଶକ୍ତି ଠିକ କରିବାରେ ଏହା ସହାୟକ ହୋଇଥାଏ।ଏହା ସହିତ ଯେତେବେଳେ ସକାଳୁ ସୂର୍ଯ୍ୟ ଉଦୟ ହୋଇଥାଏ ସେତେବେଳେ ସିଧାସଳଖ ସୂର୍ଯ୍ୟଙ୍କ କିରଣକୁ ଦେଖିବା ଦ୍ଵାରା ଏହା ଦୃଷ୍ଟି ଶକ୍ତିକୁ ଠିକ କରିବାରେ ସାହାଯ୍ୟ କରିଥାଏ।
ଏପରି କରିବା ଦ୍ବାରା ଆମକୁ ମାନସିକ ଚାପରୁ ମୁକ୍ତି ମିଳିଥାଏ।ଏହା ସହିତ ପ୍ରାଣାୟମ କରିବା ଆବଶ୍ୟକ ଯାହା ଫଳରେ ଆମ ଶରୀରରେ ଥିବା ଆଭ୍ୟନ୍ତରୀଣ ଦୁର୍ବଳତାକୁ ଏହା ଠିକ କରିବାରେ ସହାୟକ ହୋଇପାରିବ।ନିଜର ଦୃଷ୍ଟି ଶକ୍ତିକୁ ଠିକ କରିବା ପାଇଁ ଆମକୁ ନିଜର ଖାଦ୍ୟ ପ୍ରତି ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ।ଯେପରିକି ଆମେ ଯେତେ ଅଧିକ ତାଜା ପରିବା ଓ ଫଳ ଖାଇବା ଆବଶ୍ୟକ।ଯେତେବେଳେ ବି ଆମେ କିଛି ଖାଦ୍ୟ ଖାଇଥାଉ ଧ୍ୟାନ ରଖିବା ଯେପରି ଖାଦ୍ୟରେ ଅଧିକ ମାତ୍ରାରେ ପରିବା ଓ ଫଳ ରହିଥିବ।
ଏହା ଆମ ଶରୀରରେ ଭିଟାମିନର ମାତ୍ରାକୁ ବଜାୟ ରଖିବାରେ ସହାୟକ ହୋଇଥାଏ।ଅଁଳାର ବ୍ୟବହାର ଅଧିକ କରିବା ଆବଶ୍ୟକ,ଶୁଖିଲା ଖାଦ୍ୟ ମଧ୍ୟରେ ବାଦାମ ର ବ୍ୟବହାର କରିବା ଆବଶ୍ୟକ।ଆମେ ବାଦାମ,ଜିରା , ମିଶ୍ରି ଏହି ତିନୋଟିକୁ ମିଶାଇ ପାଣିରେ ପକାଇ ଏହାକୁ ପିଇବା ଦ୍ଵାରା ଦୁର୍ବଳ ଦୃଷ୍ଟିଶକ୍ତିକୁ ଏହା ଠିକ କରିବାରେ ସହାୟକ ହୋଇଥାଏ।ଆମେ ଏହାକୁ ମିଶାଇ ଗୁଣ୍ଡ କରି ମଧ୍ୟ ଏହାକୁ ପାଣିରେ ପକାଇ ବ୍ୟବହାର କରିପାରିବା।ଏହା ସହିତ ଯୋଗ ଓ ପ୍ରାଣାୟମ କରିବା ଆବଶ୍ୟକ ଯାହା ଆମ ଦୃଷ୍ଟି ଶକ୍ତିକୁ ଠିକ କରିବାରେ ସହାୟକ ହୋଇଥାଏ।