December 26, 2024

Odia Express

Here, There and Everywhere

ଏହି ୩ଟି ରାଶି ଉପରେ ଶନିଦେବଙ୍କ ହୋଇଥାଏ ବିଶେଷ କୃପା – ଏମାନେ ଶନି ଙ୍କ ସମସ୍ତ କୃପା ଲାଭ କରିଥାନ୍ତି..

1 min read

ଏହି ୩ଟି ରାଶି ଉପରେ ଶନିଦେବଙ୍କ ହୋଇଥାଏ ବିଶେଷ କୃପା।ଶନିଦେବ ଏମାନଙ୍କୁ କରନ୍ତି ମାଲାମାଲ।ଜ୍ୟୋତିଷ ଅନୁସାରେ କୁହାଯାଏ କି ଯଦି କୌଣସି ଜାତକର କୁଣ୍ଡଳୀରେ ଶନି ଦୁର୍ବଳ ହୋଇଥାନ୍ତି ତେବେ ଜାତକକୁ କାର୍ଯ୍ୟରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।ସେହିଭଳି ଯଦି କୁଣ୍ଡଳୀରେ ଶନି ସବଳ ହୋଇଥାଏ ତାହେଲେ ଏହା ମନୁଷ୍ୟକୁ ସିପାହୀରୁ ରାଜା ମଧ୍ୟ କରିଦେଇପାରେ।ଏଥିପାଇଁ ଲୋକ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ମଧ୍ୟ କରିଥାନ୍ତି।ଶନିଦେବଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଇଥାଏ ଯିଏ ଜାତକଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି।ଆଜି ଆମେ ଏମିତି କିଛି ଜାତକଙ୍କ ବିଷୟରେ କଥା ହେବା ଯାହାଙ୍କ ବିଷୟରେ ଏହା କୁହାଯାଏ କି ଏମାନଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ରହିଥାଏ ଏବଂ ଶନିଦେବଙ୍କ ଅଶୀର୍ବାଦରେ ଏମାନଙ୍କୁ ଜୀବନରେ ସବୁକିଛି ମିଳିଥାଏ।ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟସାଳି ରାଶ ସବୁ କିଏ କିଏ ଅଟନ୍ତି।

ପ୍ରଥମ ହେଉଛି ତୁଲା ରାଶି:-ଜ୍ୟୋତିଷ ଅନୁଯାୟୀ ତୁଳା ରାଶିକୁ ଶନିଦେବଙ୍କ ସବୁଠୁ ପ୍ରିୟ ରାଶି କୁହାଯାଏ।ଏହା ମଧ୍ୟ କୁହାଯାଏ କି ଏହି ରାଶିର ଜାତକ ବହୁତ ପରିଶ୍ରମୀ ଏବଂ ସଚ୍ଚୋଟ ହୋଇଥାନ୍ତି।ଶନିଦେବଙ୍କ ବିଶେଷ କୃପା ହୋଇଥିବା କାରଣରୁ ଏମାନେ ଜୀବନରେ ନିଜ ପରିଶ୍ରମ ବଳରେ ଭଲ ଏବଂ ବଡ ଅବସ୍ଥିତି ପଇଥାନ୍ତି।ଏମାନେ କୌଣସି କାମ ଅସଫଳ ହେଲେ ହାର ମାନନ୍ତି ନାହିଁ ଏବଂ ନିରନ୍ତର ଚେଷ୍ଟା କରି ସେହି କାର୍ଯ୍ୟରେ ସଫଳ ହୋଇଥାନ୍ତି ଏବଂ ଶେଷରେ ନିଜ ଲକ୍ଷକୁ ନିଜ ପରିଶ୍ରମ ବଳରେ ପଇଥାନ୍ତି।

ଦ୍ୱିତୀୟ ହେଉଛି କୁମ୍ଭ ରାଶି:-ଜ୍ୟୋତିଷ ଅନୁସାରେ କୁମ୍ଭ ରାଶିର ସ୍ଵାମୀ ନିଜେ ଶନି ହୋଇଥାନ୍ତି ଯାହା କାରଣରୁ ଏହି ରାଶି ଉପରେ ମଧ୍ୟ ଶନିଦେବଙ୍କର ବିଶେଷ କୃପା ରହିଥାଏ।ଏହି ରାଶିର ଜାତକ ସ୍ୱଭାବରେ ଅତ୍ୟନ୍ତ ସରଳ,ଶାନ୍ତ,ସଚ୍ଚୋଟ ତଥା ଅତ୍ୟଧିକ ପରିଶ୍ରମୀ ଏବଂ ଆତ୍ମବିଶ୍ୱାସୀ ହୋଇଥାନ୍ତି।ଏମାନଙ୍କ ମଧ୍ୟ କ୍ରିଏଟିଭିଟି ମଧ୍ୟ ବହୁତ ରହିଥାଏ।ଶନିଙ୍କ କୃପା ଯୋଗୁ ଏମାନେ ନିଜ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପଇଥାନ୍ତି ଏବଂ ନିଜ କରିୟରରେ ବହୁତ ଉପରକୁ ଯାଇଥାନ୍ତି।ଏମାନଙ୍କୁ ସବୁବେଳେ ଶନିଦେବଙ୍କ ଉପାସନା କରିବା ଉଚିତ।

ତୃତୀୟ ହେଉଛି ମକର ରାଶି:-ଜ୍ୟୋତିଷ ଅନୁସାରେ ମକର ରାଶିର ସ୍ୱାମୀ ଗ୍ରହ ମଧ୍ୟ ଶନି ହୋଇଥାନ୍ତି।ଏମାନଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ରହିଥାଏ ଯାହା ପାଇଁ ଏମାନେ କଠିନ ପରିଶ୍ରମ ଏବଂ ନିରନ୍ତର ପ୍ରୟାସ ଜରିଆରେ ନିଜ ଜୀବନରେ ଆଗକୁ ବଢ଼ିଥାନ୍ତି।ଶନିଦେବଙ୍କ ଆଶୀର୍ବାଦରେ ଏମାନଙ୍କୁ ଜୀବନରେ ସବୁପ୍ରକାର ସୁଖ ସୁବିଧାର ପ୍ରାପ୍ତି ହୋଇଥାଏ।ଏମାନେ ଶନିଦେବଙ୍କ ଆଶୀର୍ବାଦ ସାହାଯ୍ୟରେ ସମାଜରେ ନିଜ ଅଲଗା ପରିଚୟ ତିଆରି କରିବାରେ ସଫଳ ହୋଇଥାନ୍ତି।

ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *