December 1, 2024

Odia Express

Here, There and Everywhere

ବାସ୍ତୁ ଟିପ୍ସ : ଘରର ଏହି ଦିଗରେ ଲଗାନ୍ତୁ ଅଶ୍ୱତଥ ଗଛ, ହେବ ବହୁତ ସାରା ଫାଈଦା..

ବନ୍ଧୁଗଣ, ଯେପରିକି ଆପଣ ସମସ୍ତେ ଜାଣିଛନ୍ତି କି ଭାରତରେ ବାସ୍ତୁ ଶାସ୍ତ୍ରର ବହୁତ ଅଧିକା ମହତ୍ତ୍ୱ ଦିଆଯାଏ , ଏମିତି କୁହାଯାଏ କି ଯେଉଁ ଘରର ସବୁ ଜିନିଷ ବାସ୍ତୁ ଅନୁରୁପ ହୋଇଥାଏ ସେଠାରେ ଉନ୍ନତି ହିଁ ହୋଇଥାଏ , ଯେବେ କି ଏହାର ବିପରିତ ଯେଉଁ ଘରର ବାସ୍ତୁର ନିୟମକୁ ଧ୍ୟାନ ଦିଆଯାଏ ନାହିଁ ସେଠାରେ ପଜେଟିଭ୍ ଏନର୍ଜୀ ଆସେ ନାହିଁ ଏହି ପରି ଯେଉଁଠି ପଜେଟିଭ୍ ଏନର୍ଜୀ ଘରକୁ ଲାଭ ପହଞ୍ଚାଇଥାଏ, ସେମିତି ନେଗେଟିଭ୍ ଏନର୍ଜୀ ହାନି ପହଞ୍ଚାଇଥାଏ, ସାଧାରଣତଃ ଆମେ ଘରର ଭିତର ସବୁ ଜିନିଷ ଉପରେ ବାସ୍ତୁ ଲାଭ ଉଠାଇନେଇଥାଉ କିନ୍ତୁ ଏହି ଭାଗରେ ଆଜି ଆମେ ଆପଣଙ୍କୁ ଘରର ଏକ ସଠିକ୍ ଦିଗରେ ଅଶ୍ୱତଥ ଗଛ ଲଗାଇବାର ମହତ୍ତ୍ୱ ବିଷୟରେ କହିବୁ, ଆଜିର ସମୟରେ ଗଛ ସଂଖ୍ୟା କମିବାରେ ଲାଗିଛି, ମାନେ କିଏ ବି ଯଦି ନିଜ ଘର ପାଖରେ ଗଛ ଲଗାଇ ତେବେ ସେଥିରେ ଅଧିକାଂଶ ଫୁଲ ଗଛ ଯେପରି, ଗୋଲାପ, ତୁଳସୀ, ଗୋଲାପ, ମନିପ୍ଲାଣ୍ଟ, ଅଶୋକ ଗଛ ଆଦି ସାମିଲ୍ ହୋଇଥାଏ, କିନ୍ତୁ ଆପଣଙ୍କୁ ଜଣେଇଦେବୁ କି ପୁଜା ପାଠରେ ଆଜି ବି ଅଶ୍ୱତଥ ଗଛର ମହତ୍ତ୍ୱ ବହୁତ ଅଧିକା ଅଛି

ଯେଉଁ ଘରେ ଅଶ୍ୱତଥ ଗଛ ରହିଥାଏ ସେଠାରେ ସୁଖ ଶାନ୍ତିର ବାସ ହୋଇଥାଏ , ଯଦି ଆପଣ କେଉଁ କାରଣ ବଶତଃ ଘର ପାଖରେ ଅଶ୍ୱତଥ ଗଛ ଲଗାଇପାରୁନାହାନ୍ତି ତେବେ ଏକ କୁଣ୍ତରେ ତାର ଛୋଟ ଗଛ ଲଗାଇପାରିବେ,  ଏହା ଆପଣଙ୍କ ଘରେ ପୁଜା କରିବା ପାଇଁ ଏକ ଶୁଭ ଗଛ ମହଜୁଦ୍ ରହିବ । ଯଦି ଆପଣ ଘରେ ଅଶ୍ୱତଥ ଗଛ ଲଗାଉଛନ୍ତି ତେବେଏହି କଥାକୁ ଧ୍ୟାନରେ ରଖିବେ କି ଏହାକୁ ପଶ୍ଚିମ ଓ ଦକ୍ଷିଣ ଦିଗରେ ଲଗାଇବେ , ପ୍ରାଚୀନ ମାନ୍ୟତାର ଅନୁସାରେ ଅଶ୍ୱତଥ ଗଛ ଲଗାଇଲେ ଘରେ ସୁଖ ଓ ଧନର ପ୍ରାପ୍ତି ହୋଇଥାଏ,  ଏଥିପାଇଁ ଆପଣ କୁଣ୍ତରେଏହାକୁ ଲଗାଇଲେ ସବୁ ଦିଗରେ ସହଜରେ ରଖିପାରିବେ,  ଏହାକୁ ଆପଣ ନିଜ ଛାତରେ କିମ୍ବା ବାଲକୋନୀରେ ଲଗାଇପାରିବେ,  ଏକ ଛୋଟ କଥାକୁ ଧ୍ୟାନରେ ରଖିବେ କି ଅଶ୍ୱତଥ ଗଛକୁ ସବୁଦିନ ପୁଜାପାଠ କରିବେ , କମ୍ ସେ କମ୍ ଏଥିରେ ଦୁଇଟି ଧୁପକାଠି ଲଗାଇକରି ସିନ୍ଦୁରର ଟିକା ଲଗାଇବେ , ଯଦି ହୋଇପାରେ ଏକ ଘିଅର ଦିପ ବି ଲଗାଇପାରିବେ ।

ଏହି ଧାର୍ମିକ ମହତ୍ତ୍ୱ ଛଡା ଅଶ୍ୱତଥ ଗଛ ଆମର ପର୍ଯ୍ୟାବରଣ୍ ପାଇଁ ଲାଭକାରୀ ହୋଇଥାଏ, ଏଥିପାଇଁ ଆପଣ ଏହାକୁ ନିଜ ଘରେ ନିଶ୍ଚିତ ଲଗାନ୍ତୁ, ଓ ଅନ୍ୟଙ୍କୁ ଏହାର ଧାର୍ମିକ ମହତ୍ତ୍ୱ ବିଷୟରେ କୁହନ୍ତୁ,

Leave a Reply

Your email address will not be published. Required fields are marked *