June 21, 2025

Odia Express

Here, There and Everywhere

ଗୋଟିଏ ଥର କରନ୍ତୁ ଏହାକୁ ବାବାସିର ହେଉ କି ଭଗନ୍ଦର ୟା ଫିସର ସବୁ ଗୋଟେ ଚୁଟକିରେ ଉଭେଇ ଯିବ…

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଯଦି ଆପଣ ବାବସିରରେ ପୀଡ଼ିତ ଅଛନ୍ତି ତ ମାତ୍ର ୧୦ ରୁ ୧୧ ଦିନ ଭିତରେ କିପରି ଆପଣ ସୁସ୍ଥ ଲାଭ କରିବେ।ଏହି ଉପାୟ ବହୁତ ନର୍ମାଲ ଓ ଏହାକୁ ଆପଣ ଶୋଇବା ସମୟରେ ବ୍ୟବହାର କରିବେ। ମୁଁ ଆପଣଙ୍କୁ ଏଠାରେ ଗ୍ୟାରେଣ୍ଟି ଦେଉଛି ଯେ ଯଦି ଆପଣ ଏହି ଉପାୟକୁ ୧୦ ରୁ ୧୧ ଦିନ ନିୟମିତ ଭାବରେ ପ୍ରୟୋଗ କରନ୍ତି ତ ଆପଣଙ୍କର ଏହି ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂରେଇଯିବ।ଆପଣ ଏହାକୁ କେବଳ ରାତିରେ ଶୋଇବା ସମୟରେ ବ୍ୟବହାର କରିବେ।

ଆଜି ମୁଁ ଆପଣ ମାନଙ୍କୁ ଯେଉଁ ଉପାୟ କହିବି ସେଥିରେ ଆପଣ ଦୁଇଟି ଜିନିଷର ବ୍ୟବହାର କରିବେ।ସାଙ୍ଗମାନେ ପ୍ରଥମେ ଆପଣ ନେବେ ଛାସ ଓ ଏହା ଏକଦମ ଥଣ୍ଡା ଓ ସତେଜ ରହିବା ଆବଶ୍ୟକ।ଦ୍ଵିତୀୟ ଜିନିଷ ହେଉଛି ସୁଖି ଯାଇଥିବା ଅଦା।ଆପଣ ଅଦାକୁ ପୁରା ଭଲ ଭାବେ ପେଶିଦେବେ।ଏଥିରୁ ଏକ ଚାମଚ ଛାସରେ ପକାଇଦେବେ। ତା ପରେ ଭଲଭାବେ ଏହାକୁ ମିଶାଇ ଦେବେ।ମିଶାଇ ସାରିଲା ପରେ ୨ ରୁ ୩ ମିନିଟ ପାଇଁ ସେପରି ଭାବେ ଛାଡ଼ିଦେବେ।ଆପଣ ଦେଖିବେ ଯେ ଅଦା ପାଉଡର ଓ ଛାସ ପରଷ୍ପର ସମ୍ପୂର୍ଣ୍ଣ ଭାବେ ମିଳାଇ ଯିବେ।ଆପଣ ଏହି ଯେଉଁ ଉପାୟ ରାତିରେ ଶୋଇବା ପୁର୍ବରୁ ରେଗୁଲାର ୧୦ ରୁ ୧୨ ଦିନ କରିବେ ତ ଯେଉଁ ବାବସୀର ଅଛି ସେଥିରୁ ଆପଣଙ୍କୁ ଶତ ପ୍ରତିଶତ ରକ୍ଷା ମିଳିବ।

ଏବେ ମୁଁ କହିବି ଯେଉଁ ମାନଙ୍କର ରକ୍ତ ବହିବାର ସମସ୍ୟା ରହିଛି ସେମାନେ କଣ କରିବେ।ପୂର୍ବରୁ କହିଥିବା ଉପାୟ ତ ନିଶ୍ଚିତ ପ୍ରୟୋଗ କରିବେ କିନ୍ତୁ ଯାହାର ବ୍ଲିଡିଂର ସମସ୍ୟା ରହିଛି ସେମାନେ ଏହି ଦୁଇଟି ଉପାୟ କରିବେ।ଆପଣ ସକାଳୁ ସକାଳୁ ଉଠିବା ସମୟରେ ଯେତେବେଳେ ଆପଣଙ୍କର ପେଟ ଖାଲି ଥିବ ସେତେବେଳେ ନେବେ କଳାତିଲ।ଆପଣ ଏକ ଚାମଚ ମାତ୍ରାରେ କଳାତିଲ ନେବେ।ଏହାପରେ ଆପଣ ଏଥିରେ ମିଶାଇବେ ମିଶ୍ରି।ଆପଣ ଏକରୁ ଦୁଇ ଚାମଚ ପର୍ଯ୍ୟନ୍ତ ମିଶ୍ରି ମିଶାଇ ପାରିବେ।

ଆପଣ ଯେତେବେଳେ ସକାଳୁ ଉଠିବେ ତ ଆପଣଙ୍କର ପେଟ ଖାଲି ଥିବ। ତ ସେହି ସମୟରେ ଆପଣ ଏହି ଦୁଇଟି ଜିନିଷକୁ ଚୋବାଇ ଚୋବାଇ କରି ଖାଇବାକୁ ପଡ଼ିବ।ଆପଣ ଏହି ଉପୟକୁ ନିୟମିତ ୧୦ ରୁ ୧୧ ଦିନ ପର୍ଯ୍ୟନ୍ତ ଖାଇବେ।ଆପଣ ଶତ ପ୍ରତିଶତ ବାବସିର ଓ ବ୍ଲିଡ଼ିଂ ସମସ୍ୟାରୁ ମୁକ୍ତି ପାଇପାରିବେ।ଆପଣ ଏହି ଉପାୟକୁ ନିଜେ ପ୍ରୟୋଗ କରିବା ସହିତ ଆପଣଙ୍କର ସମ୍ପର୍କୀୟ ବା ସାଙ୍ଗସାଥୀ ମାନେ ଯଦି ଏଭଳି ଅସୁବିଧା ଭୋଗ କରୁଛନ୍ତି ତ ସେମାନଙ୍କୁ ବି ଜଣାନ୍ତୁ।

Leave a Reply

Your email address will not be published. Required fields are marked *